Latest Odisha News

BREAKING NEWS

Browsing Tag

Sabu dina Sahitya

କବିତା : ଗାନ୍ଧୀ

ଗଦାଧର ସାହୁ  ତୁମେ ତୁମ ଇଚ୍ଛାରେ ଆଖି ଖୋଲ କି ବନ୍ଦ କର ... ସବୁବେଳେ ଦେଖ ଗୋଟେ ଠେଙ୍ଗା ଅଣ୍ଟା ଓହଳା ଘଣ୍ଟା ଖଣ୍ଡେ ଖଦଡ ଗୋଟେ ବିଶ୍ଵାକୃତି ଚଷମା । ଆଚରଣ, ଉଚ୍ଚାରଣରେ ସତ୍ୟ ବଚନ ଅହିଂସା ନୀତି ଶାନ୍ତି ସହବସ୍ଥାନ ସ୍ଵଚ୍ଛ ପରିବେଷ । ଏବେ ସେ ନାହାଁନ୍ତି ଆମେ…

କବିତା : ଆ, ଗୋଟେ କବିତା ଲେଖିବା

ସୁମିତା ଚାରୁଦର୍ଶିନୀ ବେହେରା  ଆ, ଗୋଟେ କବିତା ଲେଖିବା ଯେଉଁଠି ନ ଥିବ ଜହ୍ନଦାହର କଥା ବେଳାତଟେ ବିବଶତା ମଥା ପିଟିବାର କଥା ଅବା ଟୁକୁଡା ହୃଦୟର ବ୍ୟଞ୍ଜନା ଘନଘୋର କଳାବାଦଲର ଚଞ୍ଚକତା ଅବା ପ୍ରାଚୁର୍ଯ୍ୟ ର ପୋଷାକରେ ଅନାହାରୀ ପ୍ରେମର ଗାଥା ବରଂ ଥିବ ସେଠି ଫୁଲ ପାଖୁଡ଼ା ର…

ଅନୁବାଦ କବିତା : ଛାଡ଼ପତ୍ର

ବିଶ୍ୱ ଅନୁବାଦ ଦିବସ ଉପଲକ୍ଷେ..... ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ  ଭୁମିଷ୍ଠ ହେଲା ଯେ ଶିଶୁ ଆଜି ଏ ରାତିରେ ତା ମୁହଁରୁ ପାଇଲି ଖବର ସେ ପାଇଛି ଏକ ଛାଡ଼ପତ୍ର ନୂଆ ବିଶ୍ୱ ଦରବାରେ କରେ ତେଣୁ ଜାହିର ସେ ଅଧିକାର ତା'ର ଜନ୍ମହେଲା ମାତ୍ରେ ଏକ ତୀବ୍ର ଚିତ୍କାରରେ ।…

କବିତା : ନାୟକ

ଗଦାଧର ସାହୁ  ମୁଁ ତମେ ସେମାନେ ମିଳିମିଶି ପରସ୍ପରର ଭୁଲ୍ ଠିକ୍ ବୁଝୁ । ସମସ୍ୟା ବାହାରିଲେ ସମାଧାନ କରିଥାଉ । ସଫଳତାର ଶ୍ରେୟ ସମସ୍ତେ ଚାହାଁନ୍ତି । ବିଫଳ ହେଲେ ଦାୟୀ ନୁହଁ ଜଣେ ବି ନା ସେ ମୁଁ ।

କବିତା : ମେଞ୍ଚଡ଼ ଟୋକାଟା

ମାନସ ରଞ୍ଜନ ମହାପାତ୍ର ସେଦିନ ସେ ମେଞ୍ଚଡ ଟୋକାଟା ଭାସିଗଲା ନାଳରେ ଖବର ଦାତାମାନେ ତା' ମାଆର ଫଟୋ ଉଠେଇଲେ କାନ୍ଦି କାନ୍ଦି ଶେତା ପଡ଼ିଯାଇଥିଲା ଯିଏ ତା ଶୋଇବା ଘରେ ସରକାର ବ୍ୟସ୍ତ ଥିଲା ଗରିବ ଲୋକଙ୍କ ଲାଗି ଘୋଷଣା କରିବାକୁ ନୂଆ ସ୍ୱାସ୍ଥ୍ୟ ବୀମା ବଲାଙ୍ଗୀରରେ…

କବିତା : ସମ୍ପର୍କ

ଶୁଭେନ୍ଦୁ କୁମାର ମହାପାତ୍ର ସମ୍ପର୍କଟି କେବେ ସୂତାଖିଅକର ଲୁହାର ଶିକୁଳି କେବେ ସମ୍ପର୍କର ମୂଲ୍ୟ ତା ପାଇଁ ଅମୂଲ୍ୟ ସୁମଣିଷ ଯିଏ ଭବେ । ସ୍ୱାର୍ଥର ସାଧନେ ଗଢ଼ା ସମ୍ପର୍କଟି ଫୁଲରେ ଭ୍ରମର ପରି ସ୍ୱାର୍ଥ ସରିଗଲେ ଉଡିଯାଇଥାଏ ଆନଫୁଲେ ଆଶ୍ରାକରି । ସ୍ୱାର୍ଥାନ୍ଧ ମଣିଷ…

କବିତା : ଏମିତି ଏକ ଦେଶ

ଲକ୍ଷ୍ମୀପ୍ରିୟା ଓଝା  ଏମିତି ଏକ ଦେଶ ଯେଉଁଠି ନବେ ଭାଗ ଜମି ବଞ୍ଜର, ଦଶ ଭାଗରେ ହସୁଥାଏ ସଫେଦ ଜହର । ପ୍ରକୃତି ଘୋଡେଇ ହେଇଥାଏ ପାହାଡ଼ ଓ ବାଲିର ଚାଦର, ଯେଉଁଠି ଭୋକ ଆଉ ଭୋକ, ଜ୍ଞାନ, କୌଶଳର ଅଭାବରେ ମୂଲ୍ୟହୀନ କୋଳର ଖଣିଜ ଖଦାନ । ଏମିତି ଏକ ଦେଶ ଡାକ୍ତର ହେବାକୁ ସ୍ବପ୍ନ…

ଅନୁବାଦ ଗଳ୍ପ : ଭୁଷିକଟା କଳ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫  ମୂଳ ହିନ୍ଦୀ: ଉପେନ୍ଦ୍ରନାଥ ଅସ୍କ                                                                             ଇସଲାମାବାଦ ସହରର ଯେଉଁ ମୁସଲମାନ ସମ୍ପ୍ରଦାୟର ଲୋକ ରେଳଲାଇନ ଆରପଟେ ବସବାସ କରି ରହୁଥିଲେ, ସେମାନେ ନିଜ…

ଅନୁବାଦ କବିତା : ମୟୂରପଙ୍ଖୀ

ମୂଳ ବଙ୍ଗଳା : ସୁବୋଧ ସରକାର ଅନୁବାଦ : ସରଳ କୁମାର ଦାସ ଝିଅ ହେଇଥିଲେ କି ନାମ ରଖିଥାନ୍ତ କି ନାମ ... କି ନାମ ... କି ନାମ ରଖିଥାନ୍ତି ... ମୟୂରପଙ୍ଖୀ ...; ଅତି କମରେ ଊଣେଇଶ ଜଣ କବି ଲେଖକ ଅଧ୍ୟାପକ କହିଛନ୍ତି ବୁଝିଲ ...ଗୋଟେ ପୁଅ ପୁଅ ନୁହେଁ ତମର ଗୋଟେ ଝିଅ ଦରକାର ପୁଅ…

କବିତା : ମୁଁ

କିଶୋର ମହାନ୍ତି ମୁଁ ଏକାନ୍ତ ଭାବରେ ମୋର ମୁଁ ସତରେ କ୍ରୀତଦାସ ଟିଏ ସମୁଦ୍ର କୂଳରେ ବସି ଢେଉ ଗଣିବା କାମ ମୁଁ ଧରାବନ୍ଧା ଜଗୁଆଳି ମୁଁ ଅଣ୍ଟିରେ ସାଉଁଟି ଆଣିଥିବା ଶାମୁକା ମୋର କେବଳ ସମ୍ବଳ ତାକୁ ପାଇ ମୋର ଆକାଶ ଛୁଆଁ ସ୍ବପ୍ନ ରାତି ପାହେ ସକାଳ ହୁଏ ଅଥଚ ଦେଖିଥିବା ସ୍ବପ୍ନ…