Latest Odisha News

BREAKING NEWS

Browsing Tag

Sabu dina Sahitya

କବିତା : ନିଜେ ନିଜେ

ସତ୍ୟନାରାୟଣ ଗନ୍ତାୟତ  ଛଳନା କରୁଚି କେତେ ନିଜ ସହ ମୁହିଁ ମିଛରେ ମହା ସୁଖୀଟେ ବୋଲାଇ ।। ଏ ଆଖି ଲୁହକୁ ସେ ଆଖିକୁ ନେଇ ନିଲଠା ହସରେ ଓଠ ମୋ ସଜାଇ ।। ନିଜେ ଇ ନିଜକୁ ରଖିଚି ଜୀଆଁଇ ଯାତନାର ସହଭାଗୀ ହେବା ପାଇଁ ।। ଏ ସଂସାର ସାର,ଲାଗେ ବି ଅସାର ସଭିଏଁ ନିଜର, ସଭିଏଁ ବି…

କବିତା : ବାପା ତୁମେ

 ଅନୀତା ଦାସ      ଆସିଛନ୍ତି ଯେତେ ମନୁଷ୍ୟ ଜୀବନେ, ବାପା ତୁମେ ଅମୁଲ୍ୟ ମନୁଷ୍ୟ ମୋ ପାଇଁ ସବୁ ବେଳେ। ଜୀବନେ ଜାଳିଛି ଯେତେ ଦୀପାଳି, ତୁମ ମଙ୍ଗଳ କାମନା ନିମନ୍ତେ ଦିଏ ଜାଳି। ତୁମେ ହିଁ ମୋ ପାଇଁ ପ୍ରଦୀପ ଶିଖା, ତୁମେ ହିଁ ମୋ ଜୀବନର ଏକ ମାତ୍ର ରେଖା। ଯାହା ବି…

କବିତା : କଲମ

ସୌମ୍ୟରଞ୍ଜନ ଖଟୁଆ  ଅସି ନ ହୋଇ ବି ମୁନ ଯେ ତୀକ୍ଷ୍ମ ଅତି ପ୍ରଖର ଲେଖିଯାଏ କେତେ କାବ୍ୟ କବିତା ଗଦ୍ୟର ଅଳଙ୍କାର । ସୁସଜ୍ଜିତ ରୂପସୀ ସେ କାହା କଳ୍ପନା ବିଭାଗର ଲେଖିଦେଇ ପାରେ ଯନ୍ତ୍ରଣା କେତେ କୋହର  । କେତେ ଉପନ୍ୟାସ, ଗଳ୍ପ, ଏକାଙ୍କିକା ଓ କବିତା ହୋଇ ଶୋଷିତ ଦଳିତ…

ଗଳ୍ପ : ମୋ ନାନୀ ସୁପର ଓମ୍ୟାନ

ପ୍ରତିମା ଦାସ   ମୁଁ ଆଜି ଖୁସି, ଅତ୍ୟଧିକ ଖୁସି । ମୋ ନାନୀ ନୀତା ତା' ଝିଅ କଣ୍ଢେଇ ସହ ଆସିବ। ନାନୀ ସହିତ କଣ୍ଢେଇ, କଣ୍ଢେଇ ସହ କଣ୍ଢେଇର ଖାଇବା , ଅମୁଲ ଡବା ଆସିବ। ତିନିହେଁ ମୋ ପ୍ରିୟ। ଏପରି କୋମଳମତି ବୟସ କଣ ଆଉ ପାଇବାକୁ ଚାହେଁ ଯେ?  କିଛି ଖେଳକୁଦ, ଛୋଟ ଛୋଟ ଖୁସି ଛଡା? ମନ…

ଗଳ୍ପ : ୨୦୫୦ ଏକ ପ୍ରେମ କାହାଣୀ

ସୁପ୍ରିୟା ପ୍ରଶାନ୍ତ “ପ୍ରେମ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଉଦ୍ଭାବନ।” ରାଧିକା ପୁରୁଣା ଆଲବମଟିଏ ଓଲଟଉ ଓଲଟଉ କହିଲେ,“ସମାଜ ବ୍ୟବସ୍ଥାର ସ୍ଥାୟୀତ୍ୱ ପାଇଁ ଏ ଯୁଗାନ୍ତକାରୀ ଉଦ୍ଭାବନର ଆବଶ୍ୟକତା ଥିଲା। ଏ ସଂସାରରେ ସ୍ତ୍ରୀ ମଣିଷ ଆଉ ପୁରୁଷ ମଣିଷ ଭଲା କାହିଁକି ପରସ୍ପର ପାଇଁ ତିଆରି ହେବେ?…

କବିତା : କରୋନା ସମୟ ରଜ

ସସ୍ମିତା ମହାନ୍ତି  ଵରଷକେ ଥରେ ରଜ ଧରଣୀ ପୂଜାର ପର୍ବ ନାହିଁ ସଜବାଜ ମଉଜ ବନସ୍ତରେ ନାହିଁ ଗଜ।। କରୋନାର କାଳରୂପ ଘାରିଛି ସାରା ରାଇଜ ଭୟଭୀତ ସବୁଲୋକ ପଡିଛି ତାଟି କବାଟ।। ସଟଡାଉନର ବନ୍ଦ ନାହିଁ ବୁଲାବୁଲି ନାହିଁ ରଜଦୋଳି ରଜ ହରାଇଛି ଛନ୍ଦ।। ହେଉନି ବାଗୁଡି ଖେଳ…

କବିତା : ଆମ ରଜ

ମିନାକ୍ଷୀ ଦ୍ବିବେଦୀ  ବର୍ଷ ପରେ ବର୍ଷ ଆସିଥାଏ ରଜ ଏମିିତି ଦିଗବଳୟ ଦୋହଲାଇ ଅସରା ଅଜଣା ମେଘ ନେଇ। ଲୋକ ଲହଡିର ସମୁ୍ଦ୍ର ବେଳାରେ କିନ୍ତୁ ଶୁଭୁ ନାହିଁ ଆଉ ଗଜ ଡାକ। ଡାଳେ ଡାଳେ , ପତ୍ରେ ପତ୍ରେ କଢ ଓ ଫୁଲରେ ଝିପି ଝିପି ବର୍ଷାର ଛନ୍ଦରେ ଲୁଚି ଯାଇଛି ସୁନ୍ଦର ପୃଥିବୀର ମହକ।…

କବିତା : ରଜ ତୁମେ ଆସ

ଝରଣା ବାରିକ  ହେ ରଜ ତମେ ଆସ ପ୍ରତି ବର୍ଷ ଜ୍ୟେଷ୍ଠ ମାସର ଶେଷରେ ଆଷାଢ଼ର ପହିଲି ପରଶରେ ଛୁଇଁ ଯାଅ ପ୍ରତିଟି ହୃଦୟକୁ ପୋଡ଼ ପିଠାର ବାସ୍ନାରେ ରଜର ତିନି କୋଣିଆ ପାନରେ। ମହ ମହ ବାସୁଥିବା ଅତରରେ ନାଲି ନାଲି ଅଳତା ଲଗା ପାଦରେ ଟିପି ଟିପି ମଥାର ଚନ୍ଦନରେ ନୂଆ ଜାମା ପିନ୍ଧି…

ଗଳ୍ପ : ତଥାପି ଅଛି

ରବି ପଣ୍ଡା  ବେଶ୍ କିଛିଦିନ ଧରି ନିଷିଦ୍ଧ ଓ ନିଷ୍କ୍ରିୟ ହେଇ ପଡିଥିବା କଲିଂବେଲ ହଠାତ ଜଣାଇ ଦେଲା କେହି ଜଣେ ଆଗନ୍ତୁକ ଦୂଆରେ। ସେ ଗାଧୋଇ ବାହାରି ଥିଲେ। ପତ୍ନୀ ଥିଲେ ଠାକୁର ଘରେ। ଦେଖତ .. ମୁଁ ପୂଜା କରୁଚି। ତାଙ୍କ ସ୍ୱରରେ କିଞ୍ଚିତ ବିସ୍ମୟର ଆଭାସ ଥିଲା। ସେ ହଉ କହି କବାଟ ଫିଟାଇ…

କବିତା : ବିବଶତା

ସୁଜିତ କୁମାର ସତପଥି   ଯୋଉଠି ଘଡ଼ିଏ ଅଟକି ଯାଏ ଯାହାକୁ ଅତିକ୍ରମି ଗୋଟେ ନିଶ୍ବାସରେ ଧାଇଁଯାଏ ତାହା ମୋର ବିବଶତା ନୁହଁ । ମୋର ବିବଶତା ଏହା ଯେ ସଠିକ୍ ଭାବେ ମୁଁ ଚିହ୍ନିପାରିଲିନି ପାଦକୁ କି ଜାଣିପାରିଲିନି ଯେ ଏ ରାସ୍ତା କୋଉଠିକୁ ଯାଏ । ଚାଲୁ ଚାଲୁ ସେମିତି ଭେଟହୁଏ…