Latest Odisha News

BREAKING NEWS

Browsing Tag

salary

ପୂର୍ବବର୍ଷ ତୁଳନାରେ ସର୍ବାଧିକ ଦରମାରେ ୧୪୭% ବୃଦ୍ଧିରେ IIM ସମ୍ବଲପୁର ପକ୍ଷରୁ ଶତପ୍ରତିଶତ ନିଯୁକ୍ତି

ସମ୍ବଲପୁର: ୨୦୧୫ରେ ଭାରତ ସରକାର ସମ୍ବଲପୁରରେ IIM ପ୍ରତିଷ୍ଠା କରିଥିଲେ । ୨୦୨୧-୨୩ ଶିକ୍ଷା ବର୍ଷରେ ଏହି ଜାତୀୟ ଶିକ୍ଷାନୁଷ୍ଠାନରେ ପଢ଼ିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳିଥିବା ବେଳେ ଘରୋଇ କ୍ଷେତ୍ରରେ ସର୍ବାଧିକ ବାର୍ଷିକ ୬୪.୬୧ ଲକ୍ଷ ପ୍ୟାକେଜରେ ଚାକିରି ମିଳିଛି ।…

ଧରାପଡ଼ିଲେ ଦରମା ଫେରାଇବେ ନକଲି ଶିକ୍ଷକ: ସମୀର ରଞ୍ଜନ ଦାଶ

ଭୁବନେଶ୍ୱର: ଛାଡ଼ ପାଇବେନି ନକଲି ଶିକ୍ଷକ । ରାଜ୍ୟରେ ୨୦୧୯ ମସିହାରୁ ନକଲି ଶିକ୍ଷକ ଧରପଗଡ଼ ଜୋରଦାର ହୋଇଛି । ଏବେ ସୁଦ୍ଧା ୧୦୦ରୁ ଅଧିକ ନକଲି ଶିକ୍ଷକ ଧରାପଡ଼ି ଜେଲ୍ ମଧ୍ୟ ଯାଇଛନ୍ତି । ସେହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…

ଜାଣନ୍ତୁ କାହିଁକି ଗୋଟିଏ ବର୍ଷର ଦରମା ନେବେନି ଏକତା କାପୁର ?

ମୁମ୍ବାଇ: ଗୋଟିଏ ବର୍ଷର ଦରମା ନେବେନି ଏକତା କାପୁର । ବାଲାଜୀ ଟେଲିଫିଲ୍ସମର କର୍ମଚାରୀଙ୍କ ସୁବିଧା ପାଇଁ ସେ କିଛି ଏପରି ପଦକ୍ଷପ ନେଇଛନ୍ତି । କରୋନା ମହାମାରୀରେ ଟିଭି ଇଣ୍ଡଷ୍ଟ୍ରୀ ବହୁମାତ୍ରାରେ କ୍ଷତି ସହିଛି । ସୁଟିଂ ବନ୍ଦ ଥିଲାବେଳେ ବ୍ୟାଙ୍କିଂ ଏପିସୋଡ୍ ବି ସରିଗଲାଣି । ତେବେ…

୩୦ ହଜାର ନିମ୍ନ ବେତନଧାରୀଙ୍କୁ ଦୁଇଟି କିସ୍ତିରେ ମିଳିବ ପଇସା : ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ୍

ମୁମ୍ବାଇ: ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ୍ କରୋନା ମହାମାରୀ ବିରୋଧରେ ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି । ବିଜିନେସ୍ ଇନ୍‌ସାଇଡର୍ ର ରିପୋର୍ଟ ଅନୁଯାୟୀ, ନିଜ କର୍ମଚାରୀଙ୍କୁ ଆର୍ଥିକ ସଙ୍କଟରୁ ମୁକ୍ତି ଦେବା ପାଇଁ ଯେଉଁମାନଙ୍କର ଦରମା ୩୦ହଜାର ତଳକୁ ରହିଛି, ସେମାନଙ୍କୁ…

ଚାକିରିଆଙ୍କୁ ଆଶ୍ୱସ୍ତି, କଟିବନି ଦରମା କି ବରଖାସ୍ତ ହେବେନି କର୍ମଚାରୀ

ଦିଲ୍ଲୀ: ଏଣିକି ଆଉ ଚାକିରିଆଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ଲକ୍‌-ଡାଉନ୍ ହେଉ କି ଜନତା କର୍ଫ୍ୟୁ । ଜରୁରୀକାଳୀନ ସ୍ଥିତରେ ଘରେ ରହିଲେ ବି ମିଳିବ ପୂରା ଦରମା । ଏପରିକି ଚାକିରି ଯିବାର ବି ଭୟ ନାହିଁ । ଲକ୍‌-ଡାଉନ୍ ଓ ଜନତା କର୍ଫ୍ୟୁ ଭଳି ଶବ୍ଦ ସାଧାରଣ ଲୋକଙ୍କୁ ଦେଇଛି ନୂଆ…