ଘର ବାହାରେ ଭିଡ ନ କରିବାକୁ ପ୍ରଶଂସକଙ୍କୁ ନିବେଦନ କଲେ ସଲ୍ମାନ
ନୂଆଦିଲ୍ଲୀ: ଆସନ୍ତାକାଲି ବଲିଉଡ୍ର ଭାଇ ଜାନ୍ ତଥା ଅଭିନେତା ସଲମାନ ଖାନଙ୍କ ପାଇଁ ଏକ ବିଶେଷ ଦିନ। ଡିସେମ୍ବର ୨୭ ଅର୍ଥାତ୍ ଆସନ୍ତାକାଲି ସଲ୍ମାନ ତାଙ୍କର ୫୫ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ସଲମାନ ଖାନଙ୍କ ପ୍ରଶଂସକମାନେ ମଧ୍ୟ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ପ୍ରତିବର୍ଷ…