Latest Odisha News
Browsing Tag

Sambalpur

ଖୋଲାରେ ପରିସ୍ରା କଲେ ଏହି ଜିଲ୍ଲାରେ ଗଣିବାକୁ ପଡ଼ିବ ତଣ୍ଡ

ଭୁବନେଶ୍ୱର: ଏଣିକି ଖୋଲାରେ ପରିସ୍ରା କଲେ ତଣ୍ଡ ଗଣିବାକୁ ପଡିବ। ଏନେଇ ସମ୍ବଲପୁର ମହାନଗର ନିଗମ ପକ୍ଷରୁ କଡ଼ା ତାଗିଦ କରାଯାଇଛି। ନିୟମ ନ ମାନି ଧରା ପଡ଼ିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧୦୦ ଟଙ୍କା ଫାଇନ୍ ଗଣିବାକୁ ପଡ଼ିବ । ସୂଚନା ଅନୁଯାୟୀ ଆସନ୍ତା ସୋମବାର ଠାରୁ ଏହି ନିୟମ…

ଦୀର୍ଘ ଦିନ ପରେ ସମ୍ବଲପୁରରେ ରୋପୱେ ସେବା ଆରମ୍ଭ

ସମ୍ବଲପୁର: ଦୀର୍ଘ ସାତ ମାସ ପରେ ସମ୍ବଲପୁରର ବୁର୍ଲାସ୍ଥିତ ହୀରାକୁଦ ଡ୍ୟାମ ନିକଟରେ ଥିବା ରୋପୱେ ସେବା ରବିବାର ଦିନ ଖୋଲିଛି। ଯାହାକୁ କୋଭିଡ-୧୯ ମହାମାରୀ ଯୋଗୁଁ ବନ୍ଦ କରାଯାଇଥିଲା। ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନ କମିଶନର ଅନିରୁଦ୍ଧ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି…

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ ଛୁଆ

ସମ୍ବଲପୁର: କୂଅରେ ଖସିପଡିଲା ହାତୀ ଛୁଆ । ଶେଷରେ ବହୁ ପରିଶ୍ରମ ପରେ ବନବିଭାଗ ହାତୀ ଛୁଆକୁ ପରିତ୍ୟକ୍ତ କୂଅରୁ ଉଦ୍ଧାର କରିଛି । ଗତ ବିଳମ୍ବିତ ରାତିରେ ସମ୍ବଲପୁର ରେଢ଼ାଖୋଲ ଅଂଚଳରେ ଘଟିଛି ଏଭଳି ଘଟଣା । ରେଢ଼ାଖୋଲ ବନଖଣ୍ଡ ବଡ଼ବାହାଲ ରେଂଜର ବଡକଷିବାହାଳ ଗାଁରେ ହାତୀ ପଲ ଧାନ ଫସଲ…

IPL ବେଟିଂ ଅଭିଯୋଗ, ୫ ଗିରଫ

ସମ୍ବଲପୁର: ସମ୍ବଲପୁରରେ ଆଇପିଏଲ ବେଟିଂ ଅଭିଯୋଗରେ ୫ ଗିରଫ । ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରି ଏହି ୫ଜଣ ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ଜଣାପଡିଛି।  ଏଥିସହ ଅଭିଯୁକ୍ତଙ୍କଠାରୁ ନଗଦ ୧୫ ହଜାର ୧୫୦ ଟଙ୍କା ଓ ୫ଟି ମୋବାଇଲ ଫୋନ ଜବତ କରିଛି ସମ୍ବଲପୁର ପୋଲିସ । ଗିରଫ ଅଭିଯୁକ୍ତମାନେ…

୧୫ ହଜାର ଟଙ୍କାରେ ଝିଅକୁ ବିକି ଦେଲେ ବାପା ମା’!

ସମ୍ବଲପୁର: ୧୫ ହଜାର ଟଙ୍କାରେ ମାସକର ଶିଶୁକନ୍ୟାକୁ ବିକି ଦେଲେ ବାପା ମାଆ । ଏପରି ଅଭିଯୋଗ ଆସିଛି ସମ୍ୱଲପୁର ଜିଲ୍ଲା ଚାରମାଲ ଥାନା କେଉଟିବାହଳି ଗାଁରୁ । ଅଭିଯୋଗ ପରେ ଚାଇଲଡ୍‌ ଲାଇନ୍‌ ଓ ପୁଲିସ ମିଳିତ ଭାବେ ଚଢ଼ଉ କରି ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି। କେଉଟିବାହଳି ଗାଁର ଶଙ୍କର…

ଆଜିଠୁ ବୁର୍ଲା ଭିସୁଟ୍ ବନ୍ଦ

ସମ୍ବଲପୁର: ଆଜିଠୁ ୪ ଦିନ ପାଇଁ ବନ୍ଦ ରହିବ ସମ୍ବଲପୁର ଭିସୁଟ୍ । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଭିସୁଟ୍‌କୁ ଆଜିଠୁ ମଙ୍ଗଳବାର ଯାଏଁ ବନ୍ଦ ପାଇଁ ଘୋଷଣା କରାଯାଇଛି । ଆଜିଠୁ ଅର୍ଥାତ ଶନିବାର ଓ ରବିବାରକୁ ମିଶାଇ ମଙ୍ଗଳବାର ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖିବାକୁ ଭିସୁଟ୍ କୂଳପତି…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର: ସମ୍ବଲପୁର : ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲିଲା । ବର୍ତ୍ତମାନ ୯ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏହି ଗେଟ୍ ଖୋଲି ଦିଆଯାଇଛି । ୧ଲକ୍ଷ ୭୦ହଜାର ୨୧୫ କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର…

ପୋଲିସ ଗାଡିକୁ ଧରିଲା ପୋଲିସ

ସମ୍ବଲପୁର: ବଦନାମ୍ ହେଲା ବର୍ଦି । ପୋଳିସ ଗାଡିକୁ ଗୋଡେଇ ଧରିଲା ପୋଲିସ । ପୋଲିସ ଗାଡିରେ ହେଉଥିଲା ଗଂଜେଇ ଚାଲାଣ । ଏତିକି ବେଳେ ଝାରସୁଗୁଡା ରାମପଦା ଛକରେ ରେଙ୍ଗାଳି ପୋଲିସ ଗଂଜେଇ ଚାଲାଣ ହେଉଥିବା ଗାଡିକୁ ଜବତ କରିଛି । ଏଥିରୁ ୨୧ କେଜି ଗଂଜେଇ ଜବତ ହୋଇଛି । ଜବତ ଗାଡିଟି ଜିଆର୍‌ପି…

ନୂଆଁଖାଇ ପାଇଁ ସାଧାରଣ ଲୋକଙ୍କୁ ମା’ ସମଲେଶ୍ୱରୀ ମନ୍ଦିର ମନା

ସମ୍ବଲପୁର: ରାତି ପାହିଲେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ । ଏହା ପୂର୍ବରୁ ଆଜି ପାହୁର ଯାତ୍ରା ପାଳନ ହୋଇଛି । ଏହି ଅବସରରେ ନୂଆଁଖାଇ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ଶୋଭାଯାତ୍ରା ସହ ଦେବାଦେବୀଙ୍କ ମନ୍ଦିରକୁ ଯାଇଥାଏ । ନୂଆଁଖାଇ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ…

ପୁନର୍ଜୀବନ ପାଇଲା ସମ୍ବଲପୁରର ରାଣୀ ବଖରୀ, ହେଲେ ରାସ୍ତା ନିର୍ମାଣରେ ଅଟକିଛି କଣ୍ଟା

ସମ୍ବଲପୁର: ସମ୍ବଲପୁର ରାଜଶାସନ ମୂକ ସାକ୍ଷୀ ରାଣୀ ବଖରୀ ବା ରାଣୀ ମହଲ । ୧୬୬୦ ମସିହାରେ ରାଜା ବଳିଆରସିଂହ ନିଜ ରାଣୀଙ୍କ ପାଇଁ ତିଆରି କରିଥିଲେ ଏହି ମହଲ । ତିନି ମହଲା ବିଶିଷ୍ଟ ଏହି ମହଲରେ ରହିଛି ୧୬ଟି ବଖରା । ଦିନେ ରାଣୀ ଓ ତାଙ୍କ ସହଯୋଗୀମାନଙ୍କ କୋଳାହଳରେ ପୁରି ଉଠୁଥିବା ଏହି ମହଲ…