ସମ୍ବଲପୁର: ସମ୍ବଲପୁର : ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲିଲା । ବର୍ତ୍ତମାନ ୯ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏହି ଗେଟ୍ ଖୋଲି ଦିଆଯାଇଛି । ୧ଲକ୍ଷ ୭୦ହଜାର ୨୧୫ କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୯.୦୮ ଫୁଟ ରହିଛି ।
BREAKING NEWS
- ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ୍ ହୋଇପାରନ୍ତି ରୋହିତ ଶର୍ମା, ଜାଣନ୍ତୁ କାରଣ
- ନୂଆ IPL ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍, ଦିଲ୍ଲୀ କ୍ୟାପିଟାଲ୍ସରେ ଯୁବରାଜ
- Smartphone Scrolling: ଅଧ୍ୟୟନରୁ ଲୁକ୍କାୟିତ ସମସ୍ୟା
- ଗୋଟିଏ ଓଭରରେ ୫ଟି ୱିକେଟ ନେଲେ ଦକ୍ଷିଣ ଆଫ୍ରିକାର ଏହି ବୋଲର
- ଐତିହାସିକ ବାଲିଯାତ୍ରାରେ ପ୍ଲାଷ୍ଟିକ୍ ବ୍ୟବହାରକୁ ନା, ନିୟମ ଭାଙ୍ଗିଲେ ଗଣିବାକୁ ପଡ଼ିବ ଜରିମାନା
- କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଏଲ୍ ମୁରୁଗାନଙ୍କ ଇସ୍ତଫା
- ଆସନ୍ତୁ ଜାଣିବା ମୋବାଇଲ ଓ ଲ୍ୟାପଟପ ଯୋଗୁ କିପରି ପ୍ରଭାବିତ ହୁଏ ପୁରୁଷଙ୍କ ଫର୍ଟିଲିଟି
- ଟେମ୍ବା ବାଭୁମାଙ୍କ କ୍ୟାପ୍ଟେନସିପ୍ରେ ପ୍ରଥମ ଟେଷ୍ଟ ପରାଜୟ: ଦକ୍ଷିଣ ଆଫ୍ରିକାକୁ ୨୧୪ ରନ୍ରେ ହରାଇଲା ଅଷ୍ଟ୍ରେଲିଆ
- ନ୍ୟୁୟର୍କରେ ପ୍ରବାସୀ ବାଂଲାଦେଶୀଙ୍କ ଆକ୍ରୋଶର ଶିକାର ହେଲେ ନୋବେଲ ବିଜେତା ୟୁନୁସ
- Sona Mohapatra To Rahul: ଗଣତନ୍ତ୍ରରେ ସଂସ୍କାର ପୂର୍ବରୁ ହିମାଚଳ ସ୍ଥିତି ସୁଧାରନ୍ତୁ

Comments are closed.