ସ୍ୱଳ୍ପ ଗଳ୍ପ : ରାଣୀଙ୍କ କାଠର ଦାନ୍ତ
ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୫
ଏଲିଜାବେଥ ପ୍ରଥମ।
ଇଂଲଣ୍ଡ ର ରାଣୀ।
ଖ୍ରୀଷ୍ଟୀୟ ଷୋଡଶ ଶତାବ୍ଦୀ।
"କୁମାରୀ ରାଣୀ " ବା ଭର୍ଜିନ କ୍ୟୁଇନ୍ ହିସାବରେ ଇତିହାସରେ ବେଶ୍ ଚର୍ଚ୍ଚିତ।
ତାଙ୍କର ରାଜତ୍ୱର ଶେଷ ଆଡକୁ ଦଳେ ବଣିକ ଏକ…