Latest Odisha News

BREAKING NEWS

Browsing Tag

Similipal Fire

ଶିମିଳିପାଳ ନିଆଁର ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡରେ କଂଗ୍ରେସର ୬ ଜଣିଆ ଟିମ୍

ବାରିପଦା: ଶିମିଳିପାଳରେ କେମିତି ଲାଗିଲା ନିଆଁ ? ବର୍ତ୍ତମାନ ସ୍ଥିତି କଣ ? କେତେ ଅଞ୍ଚଳ ଜଳି ଛାରଖାର ହୋଇଛି । ସ୍ଥିତି ଅନୁଧ୍ୟାନ ପାଇଁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇଛି କଂଗ୍ରେସର ଏକ ୬ ଜଣିଆ ଟିମ୍ । ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ନିର୍ଦ୍ଦେଶରେ ଏହି ଟିମ୍ ୪ ଦିନ ଧରି…

ଶିମିଳିପାଳରେ ନିଆଁ ନିୟନ୍ତ୍ରଣାଧୀନ

ଭୁବନେଶ୍ବର : ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଓ ଏହାର ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିମିଳିପାଳ କେବଳ ଓଡ଼ିଶା ବା ଭାରତର ନୁହେଁ ଏହା ସମଗ୍ର ବିଶ୍ବର ଏକ ଅମୂଲ୍ୟ ସମ୍ପଦ । ତେଣୁ…

ଶିମିଳିପାଳରେ କେମିତି ଲାଗିଲା ନିଆଁ: ଅନୁଧ୍ୟାନ କରି କାଲି ସୁଦ୍ଧା ରିପୋର୍ଟ ଦେବେ ପିସିସିଏଫ୍ ଓ୍ୱାଇଲ୍ଡ ଲାଇଫ୍

ଭୁବନେଶ୍ୱର: ତିନି ଦିନ ହେବ ଜଳୁଛି ଶିମିଳିପାଳ । ନିଆଁ ଲାଗି ଜଙ୍ଗଲର ବିସ୍ତୃତ ଅଞ୍ଚଳ ଛାରଖାର । କେମିତି ଲାଗିଲା ନିଆଁ, ସେନେଇ ଅନୁଧ୍ୟାନ ଜାରି ରହିଛି । ଶିମିଳିପାଳକୁ ଗୋଟିଏ ଟିମ୍ ପଠାଯାଇଛି । ପିସିସିଏଫ୍ ଓ୍ୱାଇଲ୍ଡ ଲାଇଫ ସେଠାକୁ ଯାଇଛନ୍ତି । ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ…

ଶିମିଳିପାଳ ଜଙ୍ଗଲରେ ନିଆଁ, ଦୁଇ ଦିନ ହେଲା ଜଳୁଛି

ବାରିପଦା: ଜଳୁଛି ଶିମିଳିପାଳ । ମୟୂରଭଞ୍ଜ ଜିଲ୍ଲା ପୋଡ଼ାଡିହା ରେଞ୍ଜରେ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଛି । ଗତ ଦୁଇ ଦିନ ହେଲା ଜଙ୍ଗଲ ଜଳୁଛି । ଆନନ୍ଦପୁର, ଖଣ୍ଡାଚିରା, ବାଲିନାଲ ପାହାଡ଼ରେ ଲାଗିଛି ନିଆଁ ଫଳରେ ପୋଡ଼ି ନଷ୍ଟ ହେଉଛି ବହୁ ଔଷଧୀୟ ଗଛ। ବହୁ ପଶୁପକ୍ଷୀ ବି ନିଆଁରେ ପୋଡ଼ି…