Latest Odisha News
Browsing Tag

SJTA

ଇଂରାଜୀ ନବବର୍ଷ ୨୦୨୫ର ଡେସ୍କ୍ ଓ ୱାଲ୍ କ୍ୟାଲେଣ୍ଡର୍ ଲୋକାର୍ପିତ

ଭୁବନେଶ୍ୱର: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥିବା ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି। କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି। ଏହି ଦେବାର୍ପଣ ପରେ ଆଜି…

କଡ଼ା ସୁରକ୍ଷା ସତ୍ତ୍ୱେ ରଥରେ କିଭଳି ଚଢ଼ିଲେ ଅଣ ସେବାୟତ ? ସୋସିଆଲ୍ ମିଡିଆରେ ରିଲ୍ ଭାଇରାଲ୍

ପୁରୀ: ଘୋଷଯାତ୍ରା ବେଳେ ତମାମ୍ ଅବ୍ୟବସ୍ଥା ପରେ ଆଉ ଏକ ତ୍ରୁଟି ସାମ୍ନାକୁ ଆସିଛି । ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ରଥ ଉପରେ ଶ୍ରୀଜୀଉଙ୍କ ଭିଡିଓ ଓ ଫଟୋ । ଯେଉଁଥିରେ କିଛି ଅଣ ସେବାୟତ ରଥ ଉପରେ ଚଢ଼ିବା ସହ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗକୁ ସ୍ପର୍ଶ କରି ଫଟୋ ଓ ଭିଡିଓକୁ ସୋସିଆଲ୍ ମିଡିଆରେ…

ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ଅଭ୍ୟର୍ଥନା କକ୍ଷ ସହ ଲାଇବ୍ରେରୀକୁ ଅନୁମତି ଦେଲା ଏନଏମଏ

ପୁରୀ: ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହର କରି ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ପୁରୀରେ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ୧୭ଟି ଓ ନିୟନ୍ତ୍ରିତ ଅଞ୍ଚଳରେ ୧୩ଟି ମଠ ସମେତ ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ଶ୍ରୀଜଗନ୍ନାଥ…

ଆଇଏଏସ୍ ସ୍ତରରେ ଅଦଳବଦଳ, ରଞ୍ଜନ କୁମାର ଦାସ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୦୭ ବ୍ୟାଚର ଆଇଏଏସ୍ ରଞ୍ଜନ କୁମାର ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ ହୋଇଛନ୍ତି । ପୂର୍ବରୁ ଶ୍ରୀ ଦାସ ଓଡ଼ିଆ ଭାଷା,…

ରଥ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ଆଉ ୨୮ ଖଣ୍ଡ କାଠ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ରଥ କାଠ । ତୃତୀୟ ପର୍ଯ୍ୟାୟରେ ଶନିବାର ବୌଦ୍ଧ ବନଖଣ୍ଡରୁ ଏକ ଟ୍ରକ୍ ଯୋଗ ୪୦ ଫୁଟିଆ ୨୮ ଖଣ୍ଡ ଧଉରା କାଠ ପହଞ୍ଚିଛି । ଏହି କାଠରେ ଅଖ ନିର୍ମାଣ କରାଯିବ । ଚଳିତବର୍ଷ ରଥ ନିର୍ମାଣ ପାଇଁ ବୌଦ୍ଧ ଜିଲ୍ଲାରୁ ୩୦୩ ଖଣ୍ଡ କାଠ…

ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ କୋଭିଡ୍ ଓ୍ୱାରିୟର୍ସ ଘୋଷଣା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ

ପୁରୀ: ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ କୋଭିଡ୍ ଓ୍ୱାରିୟର୍ସ (ପ୍ରମୁଖ ଯୋଦ୍ଧା) ଭାବରେ ଘୋଷଣା କରାଯାଉଛି । ଏନେଇ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ସେ…

ଶ୍ରୀମନ୍ଦିରର ୭ ସେବାୟତ କରୋନା ସଂକ୍ରମିତ

ପୁରୀ: ପୁରୀରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଶ୍ରୀମନ୍ଦିରର ୭ ଜଣ ସେବାୟତ ଓ ସେମାନଙ୍କ ପରିବାରର ୩ ଜଣ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ପ୍ରଶାସନର ୩ ଜଣ କର୍ମଚାରୀ ଏବଂ ଶ୍ରୀମନ୍ଦିର ସମ୍ମୁଖରେ ଥିବା ସିଂହଦ୍ୱାର ଜୋତାଷ୍ଟାଣ୍ଡର ୮ ଜଣଙ୍କ ରିପୋର୍ଟ କୋଭିଡ୍…

ପୂଜା ବେଳେ ମୂର୍ତ୍ତି ଖସି ଆହତ ସେବାୟତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ଥିବା ଉଗ୍ର ନୃସିଂହ ମନ୍ଦିରରେ ମୂର୍ତ୍ତି ଖସି ଆହତ ହୋଇଥିବା ସେବାୟତଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭେଟିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆହତ ସେବାୟତ ଜମ୍ବେଶ୍ୱର ମହାପାତ୍ରଙ୍କୁ ତାଙ୍କ ଘରେ ଭେଟିବା ସହ…

ପ୍ରସ୍ତାବିତ ବାଇ ଲ ପ୍ରତ୍ୟାହାର ପାଇଁ ଶ୍ରୀମନ୍ଦିର ପ୍ରଶାସନର ଚିଠି

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ନାସନାଲ ମନୁମେଣ୍ଟ୍ସ ଅଥରିଟିଙ୍କ ବାଇ ଲ ପ୍ରକାଶ ପରେ ସବୁଠୁ ଅସନ୍ତୋଷ ଦେଖା ଦେଇଛି । ସେବାୟତଙ୍କ ଠାରୁ ନେଇ ପୁରୀବାସୀ ସମସ୍ତେ ପ୍ରସ୍ତାବିତ ବାଇଲକୁ ବିରୋଧ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କ୍ରିଷନ କୁମାର ପ୍ରସ୍ତାବିତ ବାଇଲକୁ ପ୍ରତ୍ୟାହାର…

ଶ୍ରୀଜିଉଙ୍କୁ ୨୧ କିଲୋଗ୍ରାମର ରୂପା ଦାନ କଲେ ଶ୍ରଦ୍ଧାଳୁ

ପୁରୀ: ପୁରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କୁ ରବିବାର ଦିନ ୨୧ କିଲୋଗ୍ରାମର ରୂପା ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ। ସୂଚନାନୁସାରେ, ଭୁବନେଶ୍ୱରର ଶିବ ପ୍ରସାଦ ପଣ୍ଡା ମନ୍ଦିରର ମୁଖ୍ୟ କାର୍ଯ୍ୟାଳୟରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜିଟିଏ) ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଏହି…