Latest Odisha News

BREAKING NEWS

Browsing Tag

Smrutilipi

ସ୍ମୃତିରେ ପାଟଦେଈ

 ସ୍ମୃତି ପଟ୍ଟନାୟକଙ୍କ ସ୍ମୃତିରେ ସାହିତ୍ୟିକା ବୀଣାପାଣି ମହାନ୍ତି କଣ ଲେଖିବି, କାହିଁକି ଲେଖିବାକୁ ଚାହୁଁଛି,ଏ କଥା ଭାବନା ଭିତରକୁ ଆପେ ଆପେ ଚାଲି ଆସୁଛି, ଖୁବ୍ ଆପେକ୍ଷିକ ଏ ସତ କାହାଣୀ । ସେଦିନଟି ମୋର ଠିକ୍ ସେ ମନେ ପଡୁନି ଯେବେ ମୁଁ ପ୍ରଥମ ଥର ବୀଣା ଅପାଙ୍କ ଘରକୁ ଯାଇଥିଲି ।…

ସ୍ୱପ୍ନ ବୃତ୍ତାନ୍ତ

ଲୋପାମୁଦ୍ରା ପରିଡ଼ାଙ୍କ ସ୍ମୃତିର ଫରୁଆରୁ ……  ସେଥର ଥାଏ ଗ୍ରୀଷ୍ମ ଋତୁ । ଚୈତ୍ର ମାସ । ବାଙ୍ଗାଲୋର ଏକ ଶୁଷ୍କ ମାଳଭୂମି ହେଇଯାଏ ସେତେବେଳେ । ପାଣିର ଅଭାବ ଦେଖାଦିଏ । ଟ୍ଯାଙ୍କର  ପାଣି କିଣି ଚଳନ୍ତି ଅଧିକାଂଶ ଲୋକେ । ଆମର ଏଠି ରହିବା ଚାରି ବର୍ଷ ହବଣି । ସେଦିନ ରାତିରେ ଆମେ…

ଅବିକଳ ଅନ୍ତରଙ୍ଗ

ତପନ ମହାପାତ୍ରଙ୍କ ସ୍ମୃତିର ଫରୁଆରୁ.... ଯୋଜନା ଥିଲା ଗୋଟେ ବହି କରିବି । ଯେଉଁଥିରେ ଥିବ ଜନ୍ମ ବା ଜନ୍ମ ପୂର୍ବ କଥାଠାରୁ ଶହେ ବର୍ଷର ଜୀବନ । ଯାହା ବାସ୍ତବ ଜୀବନ ହେଉ ଅବା ସ୍ୱପ୍ନର ଜୀବନ ବା ଭାବନାର ଜୀବନ । ଥାଉ ଶୂନରୁ ଶହେର ଆକଳନ । ଏ କ୍ରମରେ ଲେଖିକାମାନଙ୍କୁ ଖୋଜି ସେମାନଙ୍କ…

ପ୍ରଥମ ବିମାନ ଯାତ୍ରା

ଅନସୂୟା ପଣ୍ଡାଙ୍କ ସ୍ମୃତିର ଫରୁଆରୁ ……  "ତମ ପରି ଭୋଲି ଭାଲି ଝିଅ ଫାଙ୍କଫର୍ଟ ପରି ଏତେ ବଡ଼ ଏୟାର ପୋର୍ଟରେ ହଜି ଯିବନି ତ '? " ଫୋରେକ୍ସ କାର୍ଡ ଓ ହାତଖର୍ଚ୍ଚ ପାଇଁ କିଛି ୟୁରୋ ବଢ଼ାଇ ଦେଲା ବେଳେ ହିନ୍ଦୀରେ ରିସେପସନିଷ୍ଟ ବିଦ୍ୟା କହିଲା l ବିଦ୍ୟା କେରଳି ତେଣୁ ସେ ଏତେ ଭଲ ନ…

ମୋ ପିଲାଦିନ ଆଉ ମକର ସଂକ୍ରାନ୍ତି

ସୁଷମା ପରିଜାଙ୍କ ସ୍ମୃତିର ଫରୁଆରୁ.......  କଟକ ସହରରେ ରହୁଥିଲେ ମଧ୍ୟ ବୋଉ ମୋର ତା’ ଗାଉଁଲି ପରମ୍ପରାକୁ ମୋଟେ ଛାଡି ନଥିଲା। ଦୁତିଆ ଓଷାଠାରୁ ଦାଣ୍ଡ ପହଁରା ଯାଏଁ ଗାଆଁରେ ପାଳନ କରାଯାଉଥିବା ସବୁ ପର୍ବ ପର୍ବାଣି ସେ ଏଇଠି ରହି ପାଳନ କରୁଥିଲା ଖୁବ୍ ଆଗ୍ରହର ସହିତ।କଟକରେ ମକର…

ଫେରି ଆସିଲା କାହ୍ନା

ଲୋପାମୁଦ୍ରା ପରିଡ଼ାଙ୍କ ସ୍ମୃତିର ଫରୁଆରୁ ……  ଚାରି ପାଞ୍ଚ ବର୍ଷ ତଳ କଥା । ପୁଅର ବାଳ ପକେଇବାକୁ ବାପା ଯାଚିଥାନ୍ତି ତିରୁପତି ବାଲାଜୀଙ୍କ ମନ୍ଦିରରେ । କଥା ଥାଏ ଆମେ ଏପଟୁ ମାନେ ବାଙ୍ଗାଲୋର ଯିବୁ , ଆଉ ବାପା , ଭାଇ ସେପଟୁ କଟକରୁ ଆସି ପହଞ୍ଚିଲେ ଆମେ ଏକାଠି ପୁଅକୁ ନାଣ୍ଡୁ କରି…

ବିଲେଇ ଖାଇଗଲେ ମୁରୁଜ

ଅନସୂୟା ପଣ୍ଡାଙ୍କ ସ୍ମୃତିର ଫରୁଆରୁ ……  ସମୟ ଅପରାହ୍ନ ସାଢେ ତିନିଟା ହେବ l ଅନ୍ୟ ଦିନ ପରି ମୁଁ କେଉଁ ଇଂରାଜୀ ମୋଟି ଭେଶନାଲ ବହି ପଢି କି ହିନ୍ଦୀ ଚଳଚ୍ଚିତ୍ର ଦେଖିବାରେ ବ୍ୟସ୍ତ ନରହି, ଶୀତ ଦିନର ଝାପସା ଖରାକୁ ସରିଯିବା ଆଗରୁ ବାଲକୋନୀରେ ଠିଆ ହୋଇ ନିଜ ଭିତରେ ସାଉଁଟୁ ସାଉଁଟୁ…

ଗଙ୍ଗା କୂଳରେ ମୂହୂର୍ତ୍ତଟିଏ

ଶ୍ୱେତପଦ୍ମା ପାଢ଼ୀଙ୍କ ସ୍ମୃତିର ଫରୁଆରୁ ……   ଅନୁଭୂତି ଓ ସ୍ମୃତି ଭିତରେ ସର୍ବଦା ଏକ ନିଆରା ସମ୍ପର୍କ ରହି ଆସିଛି । ଏକ ସମତଳ ଭୂମିରେ ସମନ୍ଵିତ ହେଲା ପରି ଅନୁଭୂତ ହୁଅନ୍ତି ଦୁହେଁ । ଅନୁଭୂତି ବଡ଼ ବିଚିତ୍ର ଥାଏ । ଜୀବନରେ ସବୁଥାଇ ବି ଲାଗେ କିଛି ନାହିଁ । ବୟସ ଥିଲେ ପାଖରେ ସମୟ…

ଝର୍କାର ଆଲୋକିତ ଫ୍ରେମରେ ଈଶ୍ବର

ପ୍ରଦୀପ କୁମାର ରାୟଙ୍କ ସ୍ମୃତିର ଫରୁଆରୁ  ଓଃ... ଭୀଷଣ ବିରକ୍ତିକର..! କଲେଜରୁ ଫେରିବା ବେଳେ ଝିପି ଝିପି ବର୍ଷା ହେଉଥିଲା । ଭିଜି ଭିଜି ଫେରିଥିଲି । ଘରକୁ ଆସି ଚେଞ୍ଜ କରି ଖଟ ଉପରେ ଗଡିପଡିଲି । ଏକୁଟିଆ ବ୍ୟାଚଲର ଜୀବନ । ଏଇ ଛୋଟିଆ ଭଡ଼ା ଘରର ମୁଁ ଅଧୀଶ୍ଵର । ଗଡ଼ୁ ଗଡ଼ୁ ଶୋଇ…

ମୋ ସ୍ମୃତିରେ ପୋରୁହାଁ ଅଷ୍ଟମୀ

ସୁଷମା ପରିଜାଙ୍କ ସ୍ମୃତିର ଫରୁଆରୁ ……  ପ୍ରଥମାଷ୍ଟମୀରେ ଆଜି ଏଇ ଉତ୍ତର ବୟସରେ ବି ମୋର ମାମୁଁ ଘର କଥା ଖୁବ୍ ମନେପଡେ । ମୋର ମାମୁଁ ଘର ଜଟଣୀ କୁଦିଆରୀ ଗାଁରେ। ଅଜା ଆଈଙ୍କର ଦୁଇ ପୁଅ, ଦୁଇ ଝିଅ । ମାମୁଁ ଦି ଜଣ ବଡ, ମୋର ବୋଉ ଆଉ ମାଉସୀ ସାନ। ଘଟଣାକ୍ରମେ ମୋର ବାପା ମୋ' ଜନ୍ମ ପରେ…