Latest Odisha News
Browsing Tag

Snake Rescue

ଗଭୀର କୂଅ ଭିତରୁ ଉଦ୍ଧାର ହେଲା ୫ ଫୁଟର ବିଷଧର ନାଗ

ନବରଙ୍ଗପୁର : ଗଭୀର କୂଅ ଭିତରୁ ବିଷଧର ନାଗ ସାପକୁ ଉଦ୍ଧାର କରିଛି ବନ ବିଭାଗ । ପାଣି ଭିତରୁ ୫ ଫୁଟରୁ ଅଧିକ ଲମ୍ବର ସାପକୁ ଉଦ୍ଧାର କରଯାଇଛି । ୧ ଘଣ୍ଟା ପରିଶ୍ରମ କରି ବନ ବିଭାଗର ଟିମ୍ ସାପକୁ କାବୁ କରିଛି । ନବରଙ୍ଗପୁର ଜିଲ୍ଲା ଉମରକୋର୍ଟ ନିକଟସ୍ଥ ଅଧିକରୀଗୁଡାରେ ଏଭଳି ଘଟଣା ଘଟିଛି ।…

ପରିତ୍ୟକ୍ତ ବିୟର କ୍ୟାନ୍‌ରୁ ନାଗ ସାପ ଉଦ୍ଧାର

ପୁରୀ : ପରିତ୍ୟକ୍ତ ବିୟର କ୍ୟାନ୍‌ରୁ ଉଦ୍ଧାର ହୋଇଛି ନାଗ ସାପ । ପୁରୀ ବଳଙ୍ଗା ମାଧିପୁର ଗାଁର ଜଣେ ବ୍ୟକ୍ତିଙ୍କ ଘର ବାଡିପଟେ ଏହି ସାପଟିକୁ ଉଦ୍ଧାର କରାଯାଇଛି । ପରିତ୍ୟକ୍ତ ସ୍‌ଥାନରେ ପଡିଥିବା ଏକ ବିୟର କ୍ୟାନରେ ସାପଟି ଫସି ଯାଇଥିଲା । କ୍ୟାନ୍ ଭିତରେ ନାଗର ମୁଣ୍ଡ ଫସି ରହିଥିବା ବେଳେ…

[ଭିଡ଼ିଓ] କାର୍ ଭିତରୁ ନାଗ ଉଦ୍ଧାର

ବରୁହା  : କାର୍ ଭିତରୁ ଉଦ୍ଧାର ହେଲା ନାଗ ସାପ । ଯାଜପୁର ବରୁହା ରକେଇ ବଜାରରେ ଜଣେ ବ୍ୟକ୍ତିଙ୍କ କାରରୁ ଏହି ୫ଫୁଟର ନାଗଟିକୁ ଉଦ୍ଧାର କରାଯାଇଛି । ବ୍ୟକ୍ତି ଜଣକ କାର୍ ନେଇ ବାହାରକୁ ବାହରୁଥିବା ବେଳେ ସାପର ଗର୍ଜନ ଶୁଣିବାକୁ ମିଳିଥିଲା । ପରେ ସାପଟି ଇଞ୍ଜିନ୍ ଭିତରେ ଶୋଇଥିବା ଦେଖିବାକୁ…

ବାଥରୁମରେ ପଶିଥିଲା ନାଗ ସାପ, ବାହାରିବା ବେଳେ ଜାଲିରେ ଫସିଲା

ଭୁବନେଶ୍ୱର: ବାଥରୁମରେ ପଶିଥିଲା ନାଗ ସାପ । ବାହାରିବା ବେଳେ ଜାଲିରେ ଫସିଗଲା । ବେଶ କିଛି ସମୟ ଛଟପଟ ହେଲା ନାଗ ସାପ । ଭୁବନେଶ୍ୱର ପୋଖରୀପୁଟ ପ୍ଲଟ ନମ୍ବର ୫୫୮/ଈରେ ଅଜୟ ମୁଖାର୍ଜୀଙ୍କ ଘରେ ଆଜି ଏଭଳି ଘଟଣା ଦେଖିବାକୁ ମିଳିଥିଲା । ସକାଳୁ ଉଠି ବାଥରୁମ ଯିବା ପାଇଁ କବାଟ ଖୋଲି ଭିତରେ ଏକ…

ପଞ୍ଜୁରୀରୁ ଉଦ୍ଧାର ହେଲା ନାଗ ସାପ

ଭୁବନେଶ୍ୱର: ପଞ୍ଜୁରୀରେ ଫସିଲା ନାଗ ସାପ। ପୁରୁଣା ଭୁବନେଶ୍ୱରର ଭୀମ ଟାଙ୍ଗି ଅଞ୍ଚଳରୁ ଜଣଙ୍କ ଘରୁ ପୁଣି ଏକ ନାଗ ସାପ ଉଦ୍ଧାର କରାଯାଇଛି। ସାପଟି ପଞ୍ଜୁରୀରେ ପଶି ଚଢ଼େଇ ଖାଇଦେଇଥିଲା। ହେଲେ ସେଠାରୁ ବାହାରିପାରିନଥିଲା। ନାଗ ସାପର ଲମ୍ବ ପ୍ରାୟ ଅଢ଼େଇ ଫୁଟ ହେବ। ଭୀମ ଟାଙ୍ଗି ଅଞ୍ଚଳର…

ଗ୍ୟାସ୍ ସିଲିଣ୍ଡରରେ ଫସିଲା ନାଗ, ଫଣା ଟେକି ଗର୍ଜନ କରୁଥିଲା

କଟକ: ରୋଷେଇ ଘରେ ଗ୍ୟାସ ସିଲିଣ୍ଡରରେ ଚାପି ହୋଇ ଫସିଲା ସାପ । ବାହାରିବାକୁ ଚେଷ୍ଟା କରିଥିଲେ ବି ମୁକୁଳି ପାରିଲା ନାହିଁ । ସାପର ଲାଞ୍ଚ ସିଲିଣ୍ଡର ତଳେ ଚାପି ହୋଇଥିଲା । ଏଭଳି ଘଟଣା ଦେଖିବାକୁ ମିଳିଥିଲା କଟକ ଜିଲ୍ଲା ବାଙ୍କୀ ଢ଼ଅଂସର ପଞ୍ଚାୟତର ରତ୍ନାକର ସାହୁଙ୍କ ଘରେ । ଗତକାଲି ରାତି…

ଲୋକସେବା ଭବନରୁ ଢମଣା ଉଦ୍ଧାର

ଭୁବନେଶ୍ୱର : ରାଜ୍ୟ ଲୋକସେବା ଭବନରେ ସାପ । ୪ ଫୁଟ୍ ଲମ୍ବର ଢମଣା ସାପ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ । ରାଜ୍ୟ ଲୋକସେବା ଭବନର ହୋମ ଡିପାର୍ଟମେଣ୍ଟର କୋର୍ଡିନେସନ ସେକ୍ସନରୁ ଢମଣା ସାପଟିକୁ ଉଦ୍ଧାର କରାଯାଇଥିଲା । ଆଜି ସକାଳ ୯.୧୫ ମିନିଟ ପାଖାପାଖି ସମୟ ହେବ ଗୃହ ବିଭାଗ କର୍ମଚାରୀ…

ଏସିରେ ଫସିଲା ନାଗ

ଯାଜପୁର : ଏସିରେ ଫସିଲା ନାଗ ସାପ । ଯାଜପୁର କୁଆଖିଆର ଜଣେ ଯନ୍ତ୍ରୀଙ୍କ ଘର ଏସିରୁ ଏହି ବିଷାକ୍ତ ନାଗ ସାପଟିକୁ ଉଦ୍ଧାର କରାଯାଇଛି । ବାହାର ପଟେ ଥିବା କମ୍ପ୍ରେସର ୟୁନିଟରେ ଏହି ସାପଟି ଫସିଥିଲା। ତେବେ ଘଟଣା ସ୍ଥଳରେ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ପହଞ୍ଚି ୩ଫୁଟ ଲମ୍ବା ସାପକୁ ଉଦ୍ଧାର…

ବାଇକରେ ଲୁଚିଥିଲା ନାଗ ସାପ, ଫଣା ଟେକି ବାହାରିଲା

ଯାଜପୁର: ବାଇକରେ ଲୁଚିଥିଲା ନାଗ ସାପ । ସିଟ୍ ପୋଛିବା ବେଳେ ଦେଖିଥିଲେ ବାଇକ୍ ଆରୋହୀ । ସ୍ନେକ୍ ହେଲପ୍ ଲାଇନ ସଦସ୍ୟଙ୍କୁ ଖବର ଦେଇଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ବିରଜାପୁର ରାମବାଗର ଦେବେନ୍ଦ୍ର କୁମାର ନାୟକଙ୍କ ବାଇକରୁ ଉଦ୍ଧାର ହୋଇଚି ଗୋଟିଏ ନାଗ ସାପ ।…

ବିଅର୍ କେନରେ ମୁଣ୍ଡ ପୂରାଇ ଦେଲା ଢମଣା, ଆଉ ତାପରେ …

ଅନୁଗୋଳ: ବାଡ଼ିରେ ଏମେତେଣେ ବୁଲୁବୁଲୁ ବିଅର୍ କେନରେ ମୁଣ୍ଡ ପୂରାଇ ଦେଲା ଢମଣା ସାପ । ଛଟପଟ ହେଉଥିଲା । ଲୋକ ଦେଖି ସ୍ନେକ ହେଲପ ଲାଇନ ସଦସ୍ୟକୁ ଖବର ଦେଲେ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗଡ଼ିଆ ଗାଁରେ ଏହି ଘଟଣା ଦେଖିବାକୁ ମିଳିଥିଲା । ଗାଁର ଉମାକାନ୍ତ ବେହେରାଙ୍କ…