Latest Odisha News

BREAKING NEWS

Browsing Tag

son

ଚିତ୍ରୋତ୍ପଳା ନଦୀକୁ ଡେଇଁଲେ ମା’ ଓ ପୁଅ

ସାଲେପୁର: କଟକ ସାଲେପୁରରେ ଘଟିଯାଇଛି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ଜଣେ ମହିଳା ନିଜ ଛୋଟ ପୁଅକୁ ଧରି ଚିତ୍ରୋତ୍ପଳା ନଦୀକୁ ଡେଇଁ ପଡ଼ି‌ଛନ୍ତି। ସେମାନଙ୍କ ଘର ନେମାଳ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ପୁଅର ମୃତଦେହ ନଦୀରୁ ଉଦ୍ଧାର କରିଥିବା ବେଳେ ମା’ର ସନ୍ଧାନ…

ପରକୀୟା ପ୍ରୀତି; ପୁଅର ତଣ୍ଟିଚିପି ହତ୍ୟା କଲା ମା’

ଦେଓଗଡ଼: ଦେଓଗଡ଼ରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ପରକୀୟା ପ୍ରତିରେ ବାଧକ ସାଜିବାରୁ ଜନ୍ମଦାତ୍ରୀ ମା' ହିଁ ନିଜ ହାତରେ ପୁଅର ତଣ୍ଟିଚିପି ହତ୍ୟା କରିଛି। ଏହି ଘଟଣାର‌େ ‌ପୋଲିସ ମା’କୁ ଗିରଫ କରିଛି। ମୃତ ବାଳକ ହେଉଛି ରାଜାମୁଣ୍ଡା ଛକ ସାହିର ୧୪ ବର୍ଷୀୟ ନିକୁ ସୁନେନ୍। ପୁଅକୁ ହତ୍ୟ‌ା…

ବାପାକୁ ଛୁରୀ ଭୁସି ହତ୍ୟା କଲା ପ୍ରଫେସର ପୁଅ

ଭୁବନେଶ୍ୱର: ରାଜଧାନୀରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ବାପାକୁ ଅତି ନିର୍ମମ ଭାବେ ଛୁରୀ ଭୁସି ହତ୍ୟା କଲା ପୁଅ। ପୁଅ ଅନିରୁଦ୍ଧ ଚୌଧୁରୀ ଏକ ଘରୋଇ ଲ’ କଲେଜରେ ଜଣେ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ଜଣାଯାଇଛି। ତେବେ ମୃତ ବାପା ସୁନୀଲ ଚୌଧୁରୀ ନାଲକୋରେ ଜଣେ ଅବସରପ୍ରାପ୍ତ ଉଚ୍ଚ ପଦସ୍ଥ…

ମାଆ ନା ପିଶାଚିନୀ ? ପୁଅକୁ ହତ୍ୟା କରି କର୍ପୂର ଓ ଘିଅରେ ଭାଜିଲା

କୋଲକାତା: କଥାରେ ଅଛି ମାଆ ହେଉଛି ପ୍ରଥମ ଭଗବାନ । ପୁତ୍ର କିମ୍ବା କନ୍ୟାସନ୍ତାନର ପ୍ରଥମ ରକ୍ଷକ । ହେଲେ ସେହି ରକ୍ଷକ ଯଦି ସାଜେ ଭକ୍ଷକ । ତେବେ କ'ଣ କରିବେ ଆପଣ ? ମାଆ ଭଳି ପବିତ୍ର ଶବ୍ଦକୁ ଅବିଶ୍ୱାସ କରିବେ ନା ଘଟଣାର ସତ୍ୟାସତ୍ୟ ଜାଣିବା ପରେ ତର୍ଜମା କରିବେ । କୋଲକାତାରେ ଏମିତି ଏକ…

ବାପା ଚାକିରୀ ପାଇଁ ପୁଅ ସାଜିଲା ପିତୃହନ୍ତା !

ରାମଗଡ: ଚାକିରୀ ଲୋଭରେ ବାପାକୁ ହତ୍ୟା କଲା ବେରୋଜଗାରିଆ ପୁଅ । ଝାଡଖଣ୍ଡ ରାମଗଡ ଜିଲ୍ଲାରେ ସାମ୍ନାକୁ ଆସିଛି ଏଭଳି ଲୋମଟାଙ୍କୁରା ଘଟଣା । ଜାଣି ଆଶ୍ଚର୍ଯ୍ୟ ହେବେ ଅନ୍ୟ କାହାରି ନୁହେଁ ବରଂ ବାପା ଚାକିରୀ ପାଇଁ ପୁଅ ସାଜିଥିଲା ହତ୍ୟାକାରୀ । ପୋଲିସ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତର ୫୫…

ଟିଭି ପାଇଁ ପୁଅ ହାତରେ ମଲା ବାପା !

ଉତ୍ତରପ୍ରଦେଶ: ଦେଶ ପାଇଁ ଜୀବନ ଦେବାକୁ ଜଣେ ଯବାନ ଶପଥ ଗ୍ରହଣ କରେ । ହେଲେ ନାସିରପୁର ଗାଁରେ ଜଣେ ଅବସରପ୍ରାପ୍ତ ଯବାନ କିନ୍ତୁ ବାପପୁଅର ସଂପର୍କକୁ କଳଙ୍କିତ କରିଛି । ନିଜ ବାପାକୁ ଗୁଳିକରି ହତ୍ୟା କରିଛି । ହତ୍ୟାକାଣ୍ଡ ପଛର କାରଣ ଯେତିକି ଚକିତକର ତାଠୁ ଅଧିକ ଏହି ଘଟଣା ସମସ୍ତଙ୍କୁ…

ସମ୍ପତ୍ତି ପାଇଁ ମାଆକୁ ଜିଅନ୍ତା ଜାଳିଲା ପୁଅ !

ଉତ୍ତରପ୍ରଦେଶ: ଅବିଶ୍ୱସନୀୟ ହେଲେ ବି ସତ । ନିଜ ବିଧବା ତଥା ବୟସ୍କ ମାଆକୁ ଜିଅନ୍ତା ଜାଳିଲେ ପୁଅ ଓ ବୋହୁ । ଉତ୍ତରପ୍ରଦେଶର ଶାହାଜାହନପୁରରେ ଘଟିଥିବା ଏହି ଘଟଣା ପଛରେ ମୁଖ୍ୟ କାରଣ ସାଜିଥିଲା ସମ୍ପତ୍ତି ଲୋଭ । । ରବିବାର ରାତିରେ ଘଟିଥିଲା ଲୋମହର୍ଷଣକାରୀ ଘଟଣା । ଅର୍ଦ୍ଧଦଗ୍ଧ…

ପୋଲିସ ପୁଅ ବିରୋଧରେ ଛେଳି ଚୋରି ଅଭିଯୋଗ !

ପୁରୀ: କଥାରେ ଅଛି ବାଡ ଯଦି ଫସଲ ଖାଇବ ଲୋକେ ଗୁହାରି କରିବେ କାହାକୁ । ଠିକ ଏହିପରି ଏକ ଉଦାହରଣ ପୁରୀ ଜିଲ୍ଲାରୁ ସାମ୍ନାକୁ ଆସିଛି । ଟଙ୍କା, ସୁନା କି ହତ୍ୟାକାଣ୍ଡ ନୁହେଁ, ବରଂ ଛେଳି ଚୋରି କରି ଗିରଫ ହୋଇଛି ଜଣେ ପୋଲିସ କର୍ମଚାରୀଙ୍କ ପୁଅ । ପୋଲିସ ରିପୋର୍ଟ ଅନୁଯାୟୀ ବଳଙ୍ଗା ଅଂଚଳରୁ…

ପୁଣି ପବ୍‌ଜି ଆତଙ୍କ, ବାପାର ଗଳା କାଟିଲା ପୁଅ !

ଉତ୍ତରପ୍ରଦେଶ: ଭାରତରେ ବ୍ୟାନ୍ ହୋଇଥିଲେ ବି ଥମିନି ପବ୍‌ଜି ମହାମାରୀ । ଅନେକ ପରିବାର ଏହି ଭିଡିଓ ଗେମ୍ ପାଇଁ ଧ୍ୱଂସ ହୋଇସାରିଛି । ଉତ୍ତରପ୍ରଦେଶର ରାଜଧାନୀ ମିରଟ୍ ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ଅବିଶ୍ୱସନୀୟ ଘଟଣା । ଯେଉଁଠି ପବ୍‌ଜି ଖେଳିବାକୁ ମନା କରିବାରୁ ବାପାର ଗଳା କାଟିବାକୁ…

ପୁଅକୁ ହତ୍ୟା ପାଇଁ ବାପା ଦେଲା ସୁପାରୀ !

ଉତ୍ତରପ୍ରଦେଶ: ନିଜ ପୁଅ ବୋଲି ନିଜେ ହତ୍ୟା କରିପାରିନଥିଲା । ସେଥିପାଇଁ ସୁପାରୀ କିଲରଙ୍କୁ ଲଗାଇ ନିଜ ପୁଅକୁ ହତ୍ୟା କଲା ବାପା । ତେବେ ଅନ୍ୟ କୌଣସି କାରଣ ନୁହେଁ ବରଂ ନିଶା ପାଇଁ ଘଟିଛି ଏଭଳି ଅଭାବନୀୟ ଘଟଣା । ମିରଟ ବାଘପାତ ଜିଲ୍ଲାର ଜଣେ ବ୍ୟକ୍ତି ନିଜ ୨୮ ବର୍ଷୀୟ ପୁଅକୁ ହତ୍ୟା…