Latest Odisha News
Browsing Tag

son

ମାଆ ନା ପିଶାଚିନୀ ? ପୁଅକୁ ହତ୍ୟା କରି କର୍ପୂର ଓ ଘିଅରେ ଭାଜିଲା

କୋଲକାତା: କଥାରେ ଅଛି ମାଆ ହେଉଛି ପ୍ରଥମ ଭଗବାନ । ପୁତ୍ର କିମ୍ବା କନ୍ୟାସନ୍ତାନର ପ୍ରଥମ ରକ୍ଷକ । ହେଲେ ସେହି ରକ୍ଷକ ଯଦି ସାଜେ ଭକ୍ଷକ । ତେବେ କ'ଣ କରିବେ ଆପଣ ? ମାଆ ଭଳି ପବିତ୍ର ଶବ୍ଦକୁ ଅବିଶ୍ୱାସ କରିବେ ନା ଘଟଣାର ସତ୍ୟାସତ୍ୟ ଜାଣିବା ପରେ ତର୍ଜମା କରିବେ । କୋଲକାତାରେ ଏମିତି ଏକ…

ବାପା ଚାକିରୀ ପାଇଁ ପୁଅ ସାଜିଲା ପିତୃହନ୍ତା !

ରାମଗଡ: ଚାକିରୀ ଲୋଭରେ ବାପାକୁ ହତ୍ୟା କଲା ବେରୋଜଗାରିଆ ପୁଅ । ଝାଡଖଣ୍ଡ ରାମଗଡ ଜିଲ୍ଲାରେ ସାମ୍ନାକୁ ଆସିଛି ଏଭଳି ଲୋମଟାଙ୍କୁରା ଘଟଣା । ଜାଣି ଆଶ୍ଚର୍ଯ୍ୟ ହେବେ ଅନ୍ୟ କାହାରି ନୁହେଁ ବରଂ ବାପା ଚାକିରୀ ପାଇଁ ପୁଅ ସାଜିଥିଲା ହତ୍ୟାକାରୀ । ପୋଲିସ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତର ୫୫…

ଟିଭି ପାଇଁ ପୁଅ ହାତରେ ମଲା ବାପା !

ଉତ୍ତରପ୍ରଦେଶ: ଦେଶ ପାଇଁ ଜୀବନ ଦେବାକୁ ଜଣେ ଯବାନ ଶପଥ ଗ୍ରହଣ କରେ । ହେଲେ ନାସିରପୁର ଗାଁରେ ଜଣେ ଅବସରପ୍ରାପ୍ତ ଯବାନ କିନ୍ତୁ ବାପପୁଅର ସଂପର୍କକୁ କଳଙ୍କିତ କରିଛି । ନିଜ ବାପାକୁ ଗୁଳିକରି ହତ୍ୟା କରିଛି । ହତ୍ୟାକାଣ୍ଡ ପଛର କାରଣ ଯେତିକି ଚକିତକର ତାଠୁ ଅଧିକ ଏହି ଘଟଣା ସମସ୍ତଙ୍କୁ…

ସମ୍ପତ୍ତି ପାଇଁ ମାଆକୁ ଜିଅନ୍ତା ଜାଳିଲା ପୁଅ !

ଉତ୍ତରପ୍ରଦେଶ: ଅବିଶ୍ୱସନୀୟ ହେଲେ ବି ସତ । ନିଜ ବିଧବା ତଥା ବୟସ୍କ ମାଆକୁ ଜିଅନ୍ତା ଜାଳିଲେ ପୁଅ ଓ ବୋହୁ । ଉତ୍ତରପ୍ରଦେଶର ଶାହାଜାହନପୁରରେ ଘଟିଥିବା ଏହି ଘଟଣା ପଛରେ ମୁଖ୍ୟ କାରଣ ସାଜିଥିଲା ସମ୍ପତ୍ତି ଲୋଭ । । ରବିବାର ରାତିରେ ଘଟିଥିଲା ଲୋମହର୍ଷଣକାରୀ ଘଟଣା । ଅର୍ଦ୍ଧଦଗ୍ଧ…

ପୋଲିସ ପୁଅ ବିରୋଧରେ ଛେଳି ଚୋରି ଅଭିଯୋଗ !

ପୁରୀ: କଥାରେ ଅଛି ବାଡ ଯଦି ଫସଲ ଖାଇବ ଲୋକେ ଗୁହାରି କରିବେ କାହାକୁ । ଠିକ ଏହିପରି ଏକ ଉଦାହରଣ ପୁରୀ ଜିଲ୍ଲାରୁ ସାମ୍ନାକୁ ଆସିଛି । ଟଙ୍କା, ସୁନା କି ହତ୍ୟାକାଣ୍ଡ ନୁହେଁ, ବରଂ ଛେଳି ଚୋରି କରି ଗିରଫ ହୋଇଛି ଜଣେ ପୋଲିସ କର୍ମଚାରୀଙ୍କ ପୁଅ । ପୋଲିସ ରିପୋର୍ଟ ଅନୁଯାୟୀ ବଳଙ୍ଗା ଅଂଚଳରୁ…

ପୁଣି ପବ୍‌ଜି ଆତଙ୍କ, ବାପାର ଗଳା କାଟିଲା ପୁଅ !

ଉତ୍ତରପ୍ରଦେଶ: ଭାରତରେ ବ୍ୟାନ୍ ହୋଇଥିଲେ ବି ଥମିନି ପବ୍‌ଜି ମହାମାରୀ । ଅନେକ ପରିବାର ଏହି ଭିଡିଓ ଗେମ୍ ପାଇଁ ଧ୍ୱଂସ ହୋଇସାରିଛି । ଉତ୍ତରପ୍ରଦେଶର ରାଜଧାନୀ ମିରଟ୍ ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ଅବିଶ୍ୱସନୀୟ ଘଟଣା । ଯେଉଁଠି ପବ୍‌ଜି ଖେଳିବାକୁ ମନା କରିବାରୁ ବାପାର ଗଳା କାଟିବାକୁ…

ପୁଅକୁ ହତ୍ୟା ପାଇଁ ବାପା ଦେଲା ସୁପାରୀ !

ଉତ୍ତରପ୍ରଦେଶ: ନିଜ ପୁଅ ବୋଲି ନିଜେ ହତ୍ୟା କରିପାରିନଥିଲା । ସେଥିପାଇଁ ସୁପାରୀ କିଲରଙ୍କୁ ଲଗାଇ ନିଜ ପୁଅକୁ ହତ୍ୟା କଲା ବାପା । ତେବେ ଅନ୍ୟ କୌଣସି କାରଣ ନୁହେଁ ବରଂ ନିଶା ପାଇଁ ଘଟିଛି ଏଭଳି ଅଭାବନୀୟ ଘଟଣା । ମିରଟ ବାଘପାତ ଜିଲ୍ଲାର ଜଣେ ବ୍ୟକ୍ତି ନିଜ ୨୮ ବର୍ଷୀୟ ପୁଅକୁ ହତ୍ୟା…

କରୋନା ଲକ୍‌-ଡାଉନ୍‌; ୧୪୦୦ କିମି ଗାଡି ଚଳାଇ ପୁଅକୁ ଘରକୁ ଆଣିଲେ ରଜିଆ !

ତେଲେଙ୍ଗାନା: ଦେଶବ୍ୟାପୀ ଲକ୍‌-ଡାଉନ୍ ଘୋଷଣା । ହେଲେ ତେଲାଙ୍ଗାନାର ଜଣେ ମହିଳାଙ୍କୁ ଘରେ ରୋକିପାରିନଥିଲା କୌଣସି ନିୟମ । ନ୍ୟୁଜ ଏଜେନ୍ସି ANI ରିପୋର୍ଟ ଅନୁଯାୟୀ ତେଲେଙ୍ଗାନାର ସରକାରୀ ଶିକ୍ଷୟତ୍ରୀ ରଜିଆ ବେଗମ୍ । ସୋମବାର ସକାଳୁ ନିଜ ଦୁଇଚକିଆ ଯାନ ଧରି ଘରୁ ବାହାରିଥିଲେ । ପରଦିନ…