Latest Odisha News

BREAKING NEWS

Browsing Tag

sonakhi sinha

‘ଟ୍ୱିଟର’କୁ ଗୁଡବାଏ କହିଲେ ଦବଙ୍ଗ ଗାର୍ଲ ସୋନାକ୍ଷୀ

ମୁମ୍ବାଇ: ସୋସିଆଲ ମିଡିଆ ସାଇଟ ‘ଟ୍ୱିଟର’କୁ ଗୁଡବାଏ କହିଲେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ଏନେଇ ସେ ତାଙ୍କ ଇଂଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ତେବେ ସେ ଟ୍ୱିଟର ଆକାଉଂଟକୁ ଟିକେ ନିଆରା ଅନ୍ଦାଜରେ ଡିଆକ୍ଟିଭେଟ କରିଛନ୍ତି । ଯାହା ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି । ‘ଆଗ୍ ଲଗେ…

‘କେବିସି’ରେ ଏହି ପ୍ରଶ୍ନର ଉତ୍ତର ଦେଇନପାରି ସମାଲୋଚନାର ଶିକାର ହେଲେ ସୋନାକ୍ଷୀ

ମୁମ୍ବାଇ: ବଲିଉଡର ଦବଙ୍ଗ ଗାର୍ଲ ତଥା ଲୋକପ୍ରିୟ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜ ଅଭିନୟର ଯାଦୁରେ ବାନ୍ଧି ରଖିଛନ୍ତି ଅନେକଙ୍କ ମନ । ବଲିଉଡର ଏହି ସୁନ୍ଦରୀଙ୍କର ଅଧିକାଂଶ ସିନେମା ସୁପର ଡୁପର ହିଟ ହେଉଥିବା ବେଳ, ନିକଟରେ ରିଲିଜ ହୋଇଥିବା ମିଶନ ମଙ୍ଗଲ ଭଳି ବ୍ଲକ ବଷ୍ଟର ଫିଲ୍ମ ମଧ୍ୟ ସେ…