Latest Odisha News

BREAKING NEWS

Browsing Tag

South Korea

କିମ୍ ଜୋଙ୍ଗ ପଠାଇଲେ ସୈନ୍ଯ, ବଦଳରେ ପୁଟିନ ଦେଲେ ସ୍ପେଶାଲ ଗିଫ୍ଟ

ସିଓଲ: ଋଷ-ୟୁକ୍ରେନ ଯୁଦ୍ଧକୁ ସମର୍ଥନ କରି ଉତ୍ତର କୋରିଆ ନିଜର ସୈନ୍ୟବାହିନୀ ପଠାଇଛି। ଯାହାର ପ୍ରତିବଦଳରେ ଋଷ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ଦେଇଛି ଉତ୍ତର କୋରିଆକୁ। ଦକ୍ଷିଣ କୋରିଆର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି। ଆମେରିକା, ଦକ୍ଷିଣ କୋରିଆ ଏବଂ…

ମିଳିତ ଯୁଦ୍ଧାଭ୍ୟାସକୁ ଉତ୍ତର କୋରିଆର ଜବାବ: ଗୋଟିଏ ଦିନରେ ପରୀକ୍ଷଣ କଲା ଏକାଧିକ କ୍ଷେପଣାସ୍ତ୍ର

ନୁଆଦିଲ୍ଲୀ:  ନିକଟରେ ଆମେରିକା ଓ ଦକ୍ଷିଣ କୋରିଆ ସାମରିକ ଡ୍ରିଲ୍ ଶେଷ ହୋଇଛି । ଏହାର ମାତ୍ର  ୨ ଦିନ ପରେ ଉତ୍ତର କୋରିଆ   ପକ୍ଷରୁ ସମୁଦ୍ର ଭିତରେ ଏକାଧିକ କ୍ରୁଜ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି  । ଏହି କ୍ଷେପଣାସ୍ତ୍ର ଉତ୍ତର କୋରିଆର ପଶ୍ଚିମ ଉପକୂଳରେ ପରୀକ୍ଷା କରାଯାଇଥିବା…

ଦକ୍ଷିଣ କୋରିଆର ବସ୍ତିନଗରୀରେ ଭୟାବହ ଅଗ୍ନିକାଣ୍ଡ

ବ୍ୟୁରୋ: ଦକ୍ଷିଣ କୋରିଆର ରାଜଧାନୀ ସିଓଲ୍‌ ସ୍ଥିତ ଏକ ବସ୍ତି ନଗରୀରେ ଭୟଙ୍କର ଅଗ୍ନିକାଣ୍ଡ । ଯାହା ଫଳରେ ପ୍ରାୟ ୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା କଥା ଅଗ୍ନିଶମ ବିଭାଗ କର୍ତ୍ତୃପକ୍ଷମାନେ କହିଛନ୍ତି। ତେବେ ସୂଚନା ଅନୁଯାୟୀ, ୬୬୦ରୁ ଅଧିକ ପରିବାର ବସବାସ କରୁଥିବା ଦକ୍ଷିଣାଞ୍ଚଳ…

ହକି ପାଇଁ ରାଜଧାନୀ ସୌନ୍ଦର୍ଯ୍ୟକରଣ କେତେ ସତ ? ମୁକୁଳା ଡ୍ରେନରେ ଖସି ପଡ଼ିଲେ ସାମ୍ବାଦିକ

ଭୁବନେଶ୍ୱର: ହକି ପାଇଁ ସଜେଇ ହୋଇଛି ଭୁବନେଶ୍ୱର । ରାସ୍ତାକଡ଼ ଉଠାଦୋକାନୀଙ୍କୁ ମଧ୍ୟ ବିଏମସି ଓ ବିଡିଏ ଉଠେଇ ଦେଇଛନ୍ତି । ସହର ପୂରା ଚମକୁଛି । ହକି ବିଶ୍ୱକପ୍ ପାଇଁ ବିଦେଶୀ ଖେଳାଳିଙ୍କ ସହ ଓଡ଼ିଶା ଆସିଛନ୍ତି ବିଦେଶରୁ ବହୁ ଅତିଥି । ରାଜଧାନୀର ରାସ୍ତାଘାଟ ଚକାଚକ ଦିଶୁଥିବା ବେଳେ…

ଦକ୍ଷିଣ କୋରିଆ ଏବଂ ଚୀନରେ ବଢୁଛି କରୋନା ସଂକ୍ରମଣ, କ’ଣ ରହିଛି କାରଣ?

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଦକ୍ଷିଣ କୋରିଆରେ ସଂକ୍ରମଣ ଉପରମୁହାଁ ରହିବା ପରେ ଏବେ ତଳମୁହାଁ ହୋଇଛି । ସାମନ ଗ୍ରାଫ ଚୀନରେ ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଶନିବାର ବର୍ଷେ ପରେ ଚୀନରେ କୋଭିଡରେ ପ୍ରାଣ ହରାଇଛନ୍ତି ଦୁଇ ଜଣ । କେବଳ ଦକ୍ଷିଣ କୋରିଆ କିମ୍ବା ଚାଇନା ନୁହେଁ ଅନେକ…

କିମ୍ ଜଙ୍ଗ୍ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ନୁହେଁ: ଦକ୍ଷିଣ କୋରିଆ

ସିଓଲ୍‌: ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ବଢିବାରେ ଲାଗିଛି । ନିଜ ଜେଜେବାପାଙ୍କ ଜନ୍ମ ଦିନ ପାଳନ ଉତ୍ସବରେ ଅନୁପସ୍ଥିତ ରହିଥିବା ଯୋଗୁଁ କିମ୍ ଜଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସନ୍ଦେହ ଉପୁଜିଥିଲା । ପରେ ଜଣା ପଡ଼ିଥିଲା ଯେ…