Latest Odisha News

BREAKING NEWS

Browsing Tag

Spain

କ୍ରିକେଟ୍ ଜଗତର ଭଗବାନ ସଚିନ୍ ତେନ୍ଦୁଲକର ଅଲ୍କାରାଜଙ୍କ ଖେଳକୁ ପ୍ରଶଂସା କରି କହିଲେ ଏମିତି

ନୁଆଦିଲ୍ଳୀ: ଗଡ୍ ଅଫ୍ ଦି କ୍ରିକେଟ୍ ଭାବରେ ଜଣାଶୁଣା ସଚିନ୍ ତେନ୍ଦୁଲକର ନୂତନ ୱିମ୍ବଲଡନ୍ ବିଜେତା କାର୍ଲୋସ୍ ଅଲ୍କାରାଜଙ୍କ ଖେଳକୁ ସାବାସି ଦେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ତେନ୍ଦୁଲକର ଅଲ୍କାରାଜଙ୍କୁ ବେଶ୍ ପ୍ରଶଂସା କରିବା ସହିତ ଶୁଭେଛା ଜଣାଇଥିଲେ ।…

ଦୁନିଆର ଏମିତି ସ୍ଥାନ ଯେଉଁଠି ୬ ମାସ ଲେଖାଏ ଶାସନ କରନ୍ତି ୨ ଦେଶ

ନୂଆଦିଲ୍ଲୀ: ନିର୍ଦ୍ଦିଷ୍ଟ ସ୍ଥାନ ଉପରେ କୌଣସି ଏକ ଦେଶର ଆଧିପତ୍ୟ ଥାଏ । ସେହି ଦେଶର ସେନା ସେଠାର ସୁରକ୍ଷା ଦାୟିତ୍ୱରେ ରୁହେ । କିନ୍ତୁ ଫ୍ରାନ୍ସ ଓ ସ୍ପେନ୍ ସୀମାରେ ଏମିତି ଏକ ଦ୍ୱୀପ ଅଛି ଯେଉଁଠି ଦୁଇ ଦେଶର ସରକାର ୬ ମାସ ଲେଖାଏ ଚାଲେ । ନା ଏଥିପାଇଁ କିଛି ଲଢ଼େଇ ହୁଏ ନା ଝଗଡ଼ା ।…

ୟୁରୋକପ ଫୁଟବଲ: ସେମିଫାଇନାଲରେ ସ୍ପେନ-ଇଟାଲୀ ମୁକାବିଲା

ଲଣ୍ଡନ: ୟୁରୋକପ ଫୁଟବଲ ପ୍ରଥମ ସେମିଫାଇନାଲରେ ଦୁଇ ଶକ୍ତିଶାଳୀ ଟିମ୍ ଇଟାଲୀ ଓ ସ୍ପେନ ମଧ୍ୟରେ ମୁକାବିଲା ହେବ । ଇଟାଲୀ କ୍ରମାଗତ ୩୨ ମ୍ୟାଚରେ ଅପରାଜେୟ ରହିଥିବା ବେଳେ ସ୍ପେନ ମଧ୍ୟ ଲଗାତାର ୧୨ ମ୍ୟାଚ ଜିତି ଭଲ ଫର୍ମରେ ରହିଛି । ଉଭୟ ଟିମ୍ ୪ର୍ଥ ଥର ପାଇଁ ଏହି ମୁକାବିଲାରେ ସାମ୍ନା ସାମ୍ନି…

ଆର୍ଥିକ ଅଭିବୃଦ୍ଧି ହାରରେ ଭାରତଠାରୁ ପଛରେ ପଡ଼ିବେ ଚୀନ, ଫ୍ରାନ୍ସ: IMF

ନୂଆଦିଲ୍ଲୀ: ଅନ୍ତଃରାଷ୍ଟ୍ରୀୟ ମୁଦ୍ରାକୋଷ (IMF) ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ଭଲ ସଂକେତ ଦେଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୨ ଅଙ୍କ ଛୁଇଁବ । ଆଇଏମଏଫ ଅନୁମାନ ଅନୁସାରେ ଦେଶର ଜିଡିପି ଅଭିବୃଦ୍ଧି ହାର ୧୧.୫ ପ୍ରତିଶତ ବଢ଼ିବ । କରୋନା ସଂକଟ କାଳରେ…

କରୋନା ପାଇଁ ବାତିଲ ହେଲା ସ୍ପେନର ପ୍ରସିଦ୍ଧ ଟମାଟୋ ଫିଙ୍ଗା ପର୍ବ ‘ଲା ଟମାଟିନା’

ବୁନୋଲ୍‌ (ସ୍ପେନ): କରୋନା ସଂକ୍ରମଣ ପାଇଁ ସ୍ପେନର ପ୍ରସିଦ୍ଧ ଟମାଟୋ ଫିଙ୍ଗା ପର୍ବ ‘ଲା ଟମାଟିନା’ ବାତିଲ୍ ହୋଇଥିବା ଘୋଷଣା କରାଯାଇଛି । ବର୍ତ୍ତମାନ ସ୍ପେନରେ କରୋନା ମହାମାରୀ ରୂପ ନେଇଥିବାରୁ ଅଗଷ୍ଟ ମାସରେ ହେବାକୁ ଥିବା ଏହି ଉତ୍ସବକୁ ବାତିଲ କରାଯାଇଛି । ସହସ୍ରାଧିକ ବିଦେଶୀ…

ଜାଣନ୍ତୁ କେଉଁ ଦେଶ ବୟସ୍କଙ୍କ ବଦଳରେ ଛୋଟ ପିଲାଙ୍କ ପାଇଁ ଲକ୍‌-ଡାଉନ୍ ଖୋଲିଲା ?

ସ୍ପେନ୍‌: ଆଗାମୀ ସପ୍ତାହରେ ଛୋଟ ପିଲାଙ୍କ ପାଇଁ ସ୍ପେନ ଖୋଲିବ କରୋନା ଲକ୍‌-ଡାଉନ୍ । ତାଲା ବନ୍ଦରେ ଛୋଟ ପିଲାଙ୍କ ପ୍ରତି ଅନ୍ୟାୟ ହେଉଥିବା ନେଇ ସରକାରଙ୍କୁ କଡା ସମାଲୋଚନାର ଶିକାର ହେବାକୁ ପଡିଥିଲା । ମଙ୍ଗଳବାର ସ୍ୱାସ୍ଥ୍ୟମନ୍ତ୍ରୀ ସାଲ୍‌ଭାଡୋର୍ ଇଲା ବୟସ୍କଙ୍କ ବଦଳରେ ଛୋଟ ପିଲାଙ୍କ…