ଗପ : ପୋଡ଼ା ଅଙ୍ଗାର
ଶ୍ରୀୟା
ନୀରବ ଆଉ ନିଃଶବ୍ଦରେ ସେ ଆଙ୍କିଯାଏ । କେବେ ପୋଡ଼ା ଅଙ୍ଗାରର କଳା କଳା ଗୁଣ୍ଡ ଗୁଡ଼ା ନଖ କୋଣରେ ପଶି ବିଚିକିଟିଆ ଦିଶେ ତ କେବେ ନାଲି ନେଳୀ ରଙ୍ଗ ଛିଟିକା ପଡ଼ି ମୁହଁ ଟା ବିକୃତିଆ ଦିଶେ…