Latest Odisha News
Browsing Tag

STF

ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ

ଭୁବନେଶ୍ୱର: ସୋନପୁର ଜିଲ୍ଲା ବିନିକା ବନାଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ଓ ଏସଟିଏଫ୍ ଚଢ଼ାଉ କରି ୨ ଜଣଙ୍କୁ ଧରିବା ସହ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଶନିବାର ସନ୍ଧ୍ୟାରେ ବଜ୍ରକାପ୍ତା ବିକ୍ରି ନେଇ ଡୁଙ୍ଗୁରିପାଲି ଛକ ନିକଟରେ ଡିଲ୍ ଚାଲିଥିଲା ।…

୧୨ କେଜିରୁ ଅଧିକ ଓଜନର ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ଭୁବନେଶ୍ୱର: ଥମୁନି ବନ୍ୟଜନ୍ତୁ ତସ୍କରୀ । ପୁଣି ଉଦ୍ଧାର ହେଲା ବଜ୍ରକାପ୍ତା । ଏଥର ବୌଦ୍ଧରୁ ଉଦ୍ଧାର ହୋଇଛି ୧୨ କେଜି ୪୦୦ ଗ୍ରାମର ବଜ୍ରକାପ୍ତା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଓ ବୌଦ୍ଧ ବନ ବିଭାଗ ଅଧିକାରୀ କଣ୍ଟାମାଳ-ବାଲିଗୁଡ଼ା ରାସ୍ତାର ଖୁଣ୍ଟିଗୁରା ଗାଁରେ ରେଡ୍ କରିଥିଲେ ।…

ପଶ୍ଚିମବଙ୍ଗରୁ ୬୫ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବର୍ଦ୍ଧମାନରେ ଏସଟିଏଫର ଚଢ଼ାଉ ବେଳେ ବଡ଼ ସଫଳତା । ଚଢ଼ାଉ ବେଳେ ଜବତ ହୋଇଛି ୬୫ କୋଟି ଟଙ୍କାର ବ୍ରାଉନସୁଗାର । ଏହାସହ ନଗଦ ୨୦ ଲକ୍ଷ ଟଙ୍କା ସହ ୬ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଥିବା ଜଣାପଡିଛି । ସେହିପରି…

ଏସଟିଏଫ୍ ପଞ୍ଝାରେ ହାତୀ ଦାନ୍ତ ଶିକାରୀ ,୯ କି.ଜି ଓଜନର ହାତୀ ଦାନ୍ତ ଜବତ

ବଲାଙ୍ଗୀର : ଏସଟିଏଫ୍ ହାତରେ ଧରାପଡ଼ିଲା ହାତୀ ଦାନ୍ତ ଚୋରା ଚାଲଣକାରୀ। ବଲାଙ୍ଗୀର ଜିଲ୍ଲା ଗୁଡଭେଲାରେ ଡିଲ୍ ବେଳେ ଏସଟିଏଫ୍ ଓ ବନ ବିଭାଗ ପଞ୍ଝାରେ ପଡ଼ିଯାଇଥିଲେ ଏହି ଶିକାରୀ ଜଣକ। ଗିରଫ ହୋଇଥିବା ଅଭିଯୁକ୍ତ ହେଉଛି ବିପୁଲ ବାଗ। ବିପୁଲ ଠାରୁ ୯ କେଜି ଓଜନ ହାତୀ ଦାନ୍ତ ଜବତ କରିଛି ବନ…

STF ହାତରେ ଧରାପଡ଼ିଲା ଅଭିଯୁକ୍ତ , ହାତୀ ଦାନ୍ତ ଜବତ

ଅନୁଗୁଳ :  ହାତୀଦାନ୍ତ ବିକ୍ରି ବେଳେ ଏସଟିଏଫ୍ ହାତରେ ଧରାପିଡିଲା ଜଣେ ଅଭିଯୁକ୍ତ। ହାତୀ ଦାନ୍ତ ବିକ୍ରି କରିବା ପାଇଁ ଡିଲ କରୁଥିବା ସମୟରେ ଏସଟିଏଫ୍ ଚଢଉ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।।ହାତୀ ଦାନ୍ତ ଶିକାର ପାଇଁ ବ୍ୟବହୃତ ହେଉଥିବା ଜିନିଷ ସବୁ ଜବତ କରିଛି ଟିମ୍।ଅଭିଯୁକ୍ତ ଜଣକ…

ସଟଡାଉନରେ ବେଆଇନ୍ ବନ୍ଧୁକ ବେପାର, ରାଜଧାନୀରେ ଜଣଙ୍କୁ ମାଡ଼ି ବସିଲା ଏସଟିଏଫ

ଭୁବନେଶ୍ୱର: ସଟଡାଉନରେ ଟ୍ୱିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ୍ ପଇଁତରା ମାରୁଛି । ଚେକିଂ ବ୍ଲକିଂ ମଧ୍ୟ କରାଯାଇଛି । ହେଲେ ଅପରାଧୀଙ୍କ ଡର ନାହିଁ । ଶନିବାର ସକାଳେ ବେଆଇନ୍ ବନ୍ଧୁକ ଓ ଗୁଳିଗୋଳା ବିକ୍ରି ପାଇଁ ଡିଲ୍ ବେଳେ ଏସଟିଏଫ୍ ଓ କମିଶନରେଟ୍ ପୋଲିସ ହାତରେ ଧରା ପଡ଼ିଛି…

ବ୍ରାଉନ୍ ସୁଗାର ଲିଙ୍କ: ୨ କିଙ୍ଗପିନ୍‌ଙ୍କ ସମେତ ୫ ଗିରଫ

ବାଲେଶ୍ୱର: ବାଲେଶ୍ୱରରେ ବଢ଼ିଚାଲିଛି ବ୍ରାଉନ ସୁଗାର କାରବାର । ଏହି ଲିଙ୍କର ଜଳେଶ୍ୱରରୁ ଦୁଇ କିଙ୍ଗପିନ୍‌ଙ୍କ ସମେତ ୫ ଜଣଙ୍କୁ ଉଠାଇନେଇଛି ଏସ୍‌ଟିଏଫ୍ । ଆଜି ସକାଳୁ ମୁନ୍ନା ଓ ସାଜନଙ୍କ ସହ ସେମାନଙ୍କ ୩ ସହଯୋଗୀଙ୍କୁ ଏସ୍‌ଟିଏଫ୍ ଉଠାଇ ନେଇଛି । ବ୍ରାଉନସୁଗର ବିକ୍ରି ମାମଲାରେ ଏମାନଙ୍କ…

ଟିଟୋ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ରାଜା ଗିରଫ

ଭୁବନେଶ୍ୱର: ଗିରଫ ହୋଇଛି ଗ୍ୟାଙ୍ଗଷ୍ଟର ଟିଟୋ ଗ୍ୟାଙ୍ଗର ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ଗିରଫ ଗ୍ୟାଙ୍ଗଷ୍ଟର ଜଣକ ହେଉଛି ସେକ୍ ରାଜା । ତା’ଠାରୁ ପୋଲିସ ଦେଶୀ ବନ୍ଧୁକ ଓ କିଛି ଅଫୁଟା ଗୁଳି ଜବତ କରିଛି । ସେକ ରାଜା ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ଥିଲା । ଟିଟୋ ଗ୍ୟାଙ୍ଗର ଜଣେ…

କଲରାପତରିଆ ଚମଡା ଜବତ, ଜଣେ ଗିରଫ

ଭୁବନେଶ୍ୱର: କ୍ରାଇମବ୍ରାଂଚ ଏସ୍‌ଟିଏଫ୍ କବଜାରେ କଲରାପତରିଆ ସ୍ମଗଲର । ବିକ୍ରି ଯୋଜନା ବେଳେ ଗୋଟିଏ କଳରାପତରିଆ ବାଘ ଚମଡା ଜବତ କରିଛି ଏସ୍‌ଟିଏଫ୍ । ଏଥିସହ ଏହି ସ୍ମଗଲିଂରେ ସମ୍ପୃକ୍ତ ଥିବା ଜଣକୁ ଏସ୍‌ଟିଏଫ୍ ଗିରଫ ମଧ୍ୟ କରିଛି । ସମ୍ବଲପୁର-ସୋନପୁର ସୀମା ଅଚଂଳରୁ ଏହି ବାଘ ଚମଡା ଜବତ…

ନକଲି ପାନମସଲା କାରଖାନା ଠାବ

ଭୁବନେଶ୍ୱର: ପୁଣି ଅସଲି ବ୍ରାଣ୍ଡରେ ବ୍ରିକ୍ରି ହେଉଥିଲା ନକଲି ମାଲ । ଧରିଲା ପୋଲିସ । ଠାବ ହେଲା ନକଲି ପାନ ମସଲା କାରଖାନା ।ବାଲିପାଟଣା ଅନ୍ତର୍ଗତ ଜାହାଙ୍ଗୀରପାଟଣା ଗାଁରେ ନକଲି ପାନ ମସଲାର ଏକ କାରଖାନାକୁ ଠାବ କରାଯାଇଛି। ସ୍ପେସାଲ୍‌ ଟାକ୍ସ ଫୋର୍ସ, ଲକ୍ଷ୍ମୀଧର ସାହୁଙ୍କ ଘରେ…