Latest Odisha News
Browsing Tag

Strike

ଲକ୍ଷ୍ମୀ ବସକୁ ନେଇ ରାସ୍ତାକୁ ଓହ୍ଲାଇବେ ଘରୋଇ ବସ ମାଲିକ ସଂଘ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଘରୋଇ ବସ୍ ମାଲିକମାନେ ଲକ୍ଷ୍ମୀ ବସ୍ ସେବାକୁ ବିରୋଧ କରି ଧର୍ମଘଟ ଘୋଷଣା କରିଛନ୍ତି। ବସ୍ ମାଲିକ କହିଛନ୍ତି ଯେ, ଅକ୍ଟୋବର ୨୦୨୩ରେ ଏହି ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରାଯାଇଥିଲା। ପଞ୍ଚାୟତ ଏବଂ ବ୍ଲକ ମୁଖ୍ୟାଳୟ ମଧ୍ୟରେ ବସ୍ ଚଳାଚଳ କରିବାରେ ଆମର…

ତୃତୀୟ ଦିନରେ ଡ୍ରାଇଭରଙ୍କ ଆନ୍ଦୋଳନ, ଚେତାବନୀ ଦେଲେ ପୋଲିସ ଡିଜି

ଭୁବନେଶ୍ୱର: ଥମୁନି ଡ୍ରାଇଭର ଏକତା ମହାସଂଘର ଆନ୍ଦୋଳନ । ଗତକାଲି ମୁଖ୍ୟ ଶାସନ ସଚିବଙ୍କୁ ମହାସଂଘ ଭେଟିବା ପରେ ୩ ମାସ ମଧ୍ୟରେ ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ଚିଠି କରାଯାଇଥିଲା । ହେଲେ ଆଜି ସ୍ଥିତି ବଦଳିନି । ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରାଇଭର…

ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ପାଇଁ ସରକାର ଗଠନ କଲେ ଟାସ୍କ ଫୋର୍ସ

ଭୁବନେଶ୍ୱର: ଡ୍ରାଇଭର ସଂଘର ଆନ୍ଦୋଳନ ତୀବ୍ର ରୂପ ଧାରଣ କରୁଥିବା ବେଳେ ଆଜି ମୁଖ୍ୟ ଶାସନ ସଚିବ ସେମାନଙ୍କ ଆଲୋଚନା କରିଛନ୍ତି । ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଡ୍ରାଇଭରଙ୍କ…

ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁଁ ପରିବହନ ବାଧାପ୍ରାପ୍ତ ! ବଜାରକୁ ଆସିପାରୁନି ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ବର : ଦ୍ବିତୀୟ ଦିନରେ ପହଞ୍ଚିଛି ଡ୍ରାଇଭର ମହାସଂଘର ୧୦ ଦଫା ଦାବି ନେଇ ଦିଆଯାଇଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ଆଜି ମଧ୍ୟ ଭୁବନେଶ୍ୱରର ତମାଣ୍ଡୋ ସହ ବିଭିନ୍ନ ସ୍ଥାନରେ ନିଜର ମହାସଂଘ ତାର ବିରୋଧ ପ୍ରଦର୍ଶନ ଜାରି ରଖିଛି। ଆଉ ଏହି ଆନ୍ଦୋଳନ ଯୋଗୁଁ ବେଶ ବାଧାପ୍ରାପ୍ତ ହୋଇଛି ପରିବହନ…

ଶିକ୍ଷକଙ୍କୁ ଏତେ ଡର କାହିଁକି ?

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକଙ୍କୁ ଭୁବନେଶ୍ୱର ମନା। ବିଭିନ୍ନ ଦାବି ନେଇ ପିଏମଜିରେ ଆନ୍ଦୋଳନ ପାଇଁ ଅନୁମତି ମାଗିଥିଲେ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘକୁ ଅନୁମତି ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ଏହା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶିକ୍ଷକଙ୍କ କଣ୍ଠରୋଧ ବୋଲି…

କାଲିଠୁ ଡ୍ରାଇଭର ଏକତା ମହାମଞ୍ଚର ଧର୍ମଘଟ, ପ୍ରଶାସନକୁ ପରୀକ୍ଷାର୍ଥୀଙ୍କ ପରିବହନ ଚିନ୍ତା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଡ୍ରାଇଭର ଏକତା ମହାମଞ୍ଚ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଛି । ଯୁକ୍ତ ୨ ଓ ଦଶମ ପରୀକ୍ଷା ସମୟରେ ଡ୍ରାଇଭର ଏକତା ମହାମଞ୍ଚର ଏଭଳି ଧର୍ମଘଟ ଡାକରାକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଧର୍ମଘଟ ପାଇଁ ପରୀକ୍ଷାର୍ଥୀ ଯେଭଳି…

ଆନ୍ଦୋଳନରତ ରେସଲରଙ୍କୁ ଭେଟିଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ: ଦେଶ ଲାଗି ଗର୍ବ ଆଣିଥିବା କୁସ୍ତିଯୋଦ୍ଧା ନ୍ୟାୟ ଲାଗି ଦିଲ୍ଲୀ ଜନ୍ତରମନ୍ତରରେ ଧାରଣା ଦେବା ପରେ ସାରା ଦେଶରେ ସୃଷ୍ଟି ହୋଇଛି ପ୍ରତିକ୍ରିୟା । ରେସଲରଙ୍କୁ ଭେଟିଛନ୍ତି ଅନୁରାଗ ଠାକୁର । ମି-ଠୁ ଅଭିଯୋଗ ଅତି ସାଂଘାତିକ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ । ଇସ୍ତଫା…

କାମ କରୁଛନ୍ତି ହେଲେ ମିଳୁନି ଦରମା, ମେଡିକାଲ ସମ୍ମୁଖରେ ଧାରଣାରେ ବସିଲେ କର୍ମଚାରୀ

ଅନୁଗୁଳ: କାମକୁ କାମ କରୁଛନ୍ତି, ହେଲେ ଠିକ ସମୟରେ ମିଳୁନି ପାରିଶ୍ରମିକ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ। ଏଠାରେ ପ୍ରାୟ ୨୫ଜଣ ଡିଏମଏଫ୍ ଷ୍ଟାଫ୍  ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି । ହେଲେ ବିନା ଦରମାରେ। ଆଜକୁ ପ୍ରାୟ ୪ ମାସ ହେବ…

ଆସନ୍ତା ସପ୍ତାହରୁ ଆନ୍ଦୋଳନକୁ ଓହ୍ଲାଇବେ ଘରୋଇ ବସ୍ ମାଲିକ

ଭୁବନେଶ୍ୱର: ଆନ୍ଦୋଳନକୁ ଓହ୍ଲାଇବେ ଘରୋଇ ବସ୍ ମାଲିକ । ଆସନ୍ତା ୧୭ ତାରିଖରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ନେଇ ଘରୋଇ ବସ୍ ମାଲିକ ସଂଘ ଚେତାବନୀ ଦେଇଛି । ରାଜ୍ୟ ସରକାରଙ୍କ ଭେଇକିଲ୍ ସ୍କ୍ରାପିଂ ପଲିସିକୁ ବିରୋଧ କରି ସଂଘ ଏ ନିଷ୍ପତ୍ତି ନେଇଥିବା କହିଛନ୍ତି ସମ୍ପାଦକ…

କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ୨୦୧୩ ମସିହାରୁ ନିଯୁକ୍ତି ପାଇଥିବା ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନେଇ ଗଠିତ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ସ୍ଥାୟୀ ନିଯୁକ୍ତି ଦାବି ନେଇ ଡିସେମ୍ବର ୫ ତାରିଖରୁ ଦୀର୍ଘ ୩୭ ଦିନ ଧରି ବିଧାନସଭା ସମ୍ମୁଖରେ ଆନ୍ଦୋଳନରେ…