Latest Odisha News

BREAKING NEWS

Browsing Tag

Summer Vacation

ବଢ଼ିଲା ଖରା ଛୁଟି, ଜୁନ୍ ୨୧ରେ ଖୋଲିବ ସ୍କୁଲ୍

ଭୁବନେଶ୍ୱର: ଓଡ଼ିଶା ଜଳୁଥିବା ବେଳେ ବିଦ୍ୟାଳୟ ଗ୍ରୀଷ୍ମ ଅବକାଶକୁ ନେଇ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଖରା ଛୁଟି ଅବଧିକୁ ବୃ୍ଦ୍ଧି କରିଛନ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ବିଭାଗ । ଜୁନ୍ ୨୧ରେ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବ ବୋଲି କହିଛି…

ଗ୍ରୀଷ୍ମ ଅବକାଶରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇରନ୍ ଓ ଫଲିକ୍ ଏସିଡ୍ ଟାବଲେଟ୍

ଭୁବନେଶ୍ୱର: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇରନ୍ ଓ ଫଲିକ୍ ଏସିଡ୍ ଟାବଲେଟ୍ । ଗ୍ରୀଷ୍ମ ଅବକାଶରେ ସରକାର ସମସ୍ତ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ ଟାବଲେଟ୍ ବାଣ୍ଟିବେ । ଆନେମିଆ ମୁକ୍ତ ଅଭିଯାନ ଅଧିନରେ ଏହି ଟାବଲେଟ୍ ଦେବେ ରାଜ୍ୟ ସରକାର ।…

ଖରାଛୁଟି ସରିବା ପରେ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟାଳୟରେ ଏବେ ଖରାଛୁଟି ଚାଲିଛି । ଖରାଛୁଟି ସରିବା ପରେ କିଭଳି ଭାବେ ବିଦ୍ୟାଳୟରେ ପାଠ ପଢ଼ାଯିବ ସେନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା) ପକ୍ଷରୁ  ନିୟମାବଳୀ ଜାରି କରାଯାଇଛି । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ଜିଲା ପ୍ରକଳ୍ପ…

କଲେଜ ପିଲାଙ୍କ ଖରା ଛୁଟି ମାତ୍ର ୧୬ ଦିନ; ଶୀଘ୍ର କୋର୍ସ ସାରିବାକୁ ନିର୍ଦ୍ଦେଶ

ଭୁୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟରେ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଖରା ଦିନିଆ ଛୁଟିକୁ କମେଇ ଦେଇଛନ୍ତି । କେବଳ ଜୁନ୍୧ରୁ ଜୁନ୍ ୧୬ ପର୍ଯ୍ୟନ୍ତ ଛୁଟି ମିଳିଛି । କରୋନା ମହାମାରୀ ପାଇଁ ଲମ୍ବା ସମୟ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକ ଲମ୍ବା ସମୟ ଧରି ବନ୍ଦ ରହିଥିଲା । ଏହି ସମୟରେ…

କାଲିଠୁ ମେ’ ୩୧ ଯାଏ ଉଚ୍ଚଶିକ୍ଷା ବିଭାଗର ଖରା ଛୁଟି, ହେବନି ଅନଲାଇନ୍ କ୍ଲାସ୍

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଖରା ଛୁଟି ଘୋଷଣା କରିଛି । ଉଚ୍ଚଶିକ୍ଷା ବିଭାଗ ଅଧିନରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ ମେ ୫ ତାରିଖ ବୁଧବାର ଠାରୁ ଖରା ଛୁଟି ପାଇଁ ବନ୍ଦ ରହିବ । ଖରା ଛୁଟି ମେ’ ୩୧ ତାରିଖରେ ସରିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ସାଶ୍ୱତ ମିଶ୍ର…

ଆସନ୍ତାକାଲି ଖୋଲିବ ଓଡିଶାର ସମସ୍ତ ସ୍କୁଲ୍, ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର : ରାଜ୍ୟର ସମସ୍ତ ବିଦ୍ୟାଳୟ ଗୁଡିକ ଜୁନ୍ ୨୬ ପରିବର୍ତ୍ତେ ଆସନ୍ତାକାଲି ତଥା ଶୁକ୍ରବାର ଦିନ ଖୋଲିବ ବୋଲି ଜଣାପଡିଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଜଳବାୟୁରେ ପରିବର୍ତ୍ତନ ତଥା…