Latest Odisha News

BREAKING NEWS

Browsing Tag

sunny ;leone

ଫୁଟିଲା ବୋମା, ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ ସନ୍ନି ଲିଓନି

ଇମ୍ଫାଲ : ମଣିପୁରର ରାଜଧାନୀ ଇମ୍ଫାଲରେ ବିସ୍ଫୋରଣ । ଇମ୍ଫାଲରେ ଏକ ଫ୍ୟାଶନ୍‌ ଶୋ' ଆୟୋଜନ ହୋଇଥିଲା  । ଏଥିରେ ଯୋଗ ଦେଇଥାନ୍ତେ ବଲିଉଡ କୁଇନ୍‌ ସନ୍ନି ଲିଓନି  । ହେଲେ ଆୟୋଜନ ସ୍ଥଳରେ ପହଞ୍ଚିବା ପୂର୍ବରୁ ଘଟିଥିଲା ଅଘଟଣ  । ଫ୍ୟାଶନ ଶୋ' ନିକଟରେ ଫୁଟିଥିଲା ବୋମା । ଅଳ୍ପକେ ବର୍ତ୍ତି…

ମାତ୍ର ୨ ହଜାର ଟଙ୍କାର ଋଣ, କ୍ରେଡିଟ୍ ସ୍କୋର୍ ଚିନ୍ତାରେ ସନ୍ନି ଲିଓନ୍‌

ମୁମ୍ବାଇ: ଏକ ଛୋଟ ଅଙ୍କର ଋଣ ପାଇଁ ଚିନ୍ତାରେ ପଡିଥିଲେ ଅଭିନେତ୍ରୀ ସନ୍ନି ଲିଓନ୍ । ତାଙ୍କ ପାନ୍ କାର୍ଡ ଜରିଆରେ ମଂଜୁର ହୋଇଥିଲା ମାତ୍ର ୨ ହଜାର ଟଙ୍କା ମୂଲ୍ୟର ଲୋନ୍ । ତେବେ ଏହି ୨ ହଜାର ସନ୍ନି ନୁହେଁ ବରଂ ଅନ୍ୟ କେହି ଉଠାଣ କରି ଭରିନଥିଲେ । ଖାସ୍ ଏହି କାରଣରୁ ନିଜ ସିବିଲ୍ ସ୍କୋର୍…

ସନ୍ନି ଲିଓନିଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

ଥିରୁଅନନ୍ତପୁରମ୍: ୨୯ ଲକ୍ଷ ଟଙ୍କାର ଠକେଇ ମାମଲାରେ ଗିରଫ ହେବେନି ସନ୍ନି ଲିଓନି । ଅଭିନେତ୍ରୀ ସନ୍ନି ଲିଓନିଙ୍କ ଗିରଫଦାରୀ ଉପରେ କେରଳ ହାଇକୋର୍ଟ ରୋକ୍ ଲଗାଇଛନ୍ତି । ସନ୍ନିଙ୍କ ଆଣ୍ଟିସିପାଟୋରୀ ବେଲ୍ ଆବେଦନର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି କେରଳ ହାଇକୋର୍ଟ । ୨୯ ଲକ୍ଷ ଟଙ୍କା ଠକେଇ…

ସନ୍ନି ଲିଓନଙ୍କୁ ଜେରା କଲା କ୍ରାଇମ୍ ବ୍ରାଞ୍ଚ !

କୋଚି(କେରଳ): କେରଳ ଯାଇ ଫସିଗଲେ ଅଭିନେତ୍ରୀ ସନ୍ନି ଲିଓନ । ନିକଟରେ ତାଙ୍କୁ କେରଳ କ୍ରାଇମ୍ ବ୍ରାଞ୍ଚ ଜେରା କରିଛି । ତାଙ୍କ ବିରୋଧରେ ଆସିଛି ଠକେଇ ଭଳି ସଙ୍ଗୀନ ଅଭିଯୋଗ । ପୋଲିସ ରିପୋର୍ଟ ଅନୁଯାୟୀ ସନ୍ନିଙ୍କ ବିରୋଧରେ ୨୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆସିବା ପରେ ତାଙ୍କୁ କେରଳ…

କୋକା କୋଲା ପାଇଁ ମୁମ୍ବାଇ ଫେରିଲେ ସନ୍ନି ଲିଓନ୍ !

ମୁମ୍ବାଇ: ଦୀର୍ଘ ୬ ମାସ ଧରି ଆମେରିକାରେ ଥିଲେ ସନ୍ନି ଲିଓନ୍ । ହେଲେ ଏବେ ମମ୍ବାଇ ଫେରିଛନ୍ତି । ଖାସ୍ କୋକା କୋଲା ପ୍ରେମ ତାଙ୍କୁ ଭାରତକୁ ଟାଣି ଆଣିଛି । ତେବେ କ'ଣ ଏହି କୋକା କୋଲା ? କୌଣସି କୋଲ୍ଡ ଡ୍ରିଙ୍କସ୍ ନା ଅନ୍ୟ କିଛି ? କରୋନା ମହାମାରୀ ପାଇଁ ଭାରତ ବାହାରେ ରହିବାକୁ…

କୋଲକାତାରେ ଗ୍ରାଜୁଏସନ କରିବେ ସନ୍ନି ଲିଓନି !

କୋଲକାତା: ଅଭିନୟ ସହ କଲେଜରେ ପଢିବେ ସନ୍ନି ଲିଓନି । ଏପରିକି ମେରିଟ୍ ଲିଷ୍ଟରେ ବି ତାଙ୍କ ନାଁ ରହିଛି । ଏହି ଖବରକୁ ନେଇ ଆମ ପାଖରେ କୌଣସି ଦଲିଲ ନାହିଁ । ହେଲେ କୋଲକାତାର ଏକ କଲେଜର ଇଂଗ୍ଲିସ୍ ଅନର୍ସ ମେରିଟ୍ ଲିଷ୍ଟରେ ତାଙ୍କ ନାଁ ସାମ୍ନାକୁ ଆସିଛି । କୋଲକାତାର ଆଶୁତୋଷ କଲେଜ । ଏହି…