Latest Odisha News

BREAKING NEWS

Browsing Tag

Supreme Court

‘ସରକାରଙ୍କ ରାୟର ଭିନ୍ନ ମତ ଦେବା ଦେଶଦ୍ରୋହ ନୁହେଁ’, ଫାରୁକ ଅବଦୁଲ୍ଲାଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ…

ନୂଆଦିଲ୍ଲୀ: ସରକାରଙ୍କ ମନ୍ତବ୍ୟରୁ ଅଲଗା କିଛି କହିବା ବା ମତ ଦେବା ଦେଶଦ୍ରୋହ ନୁହେଁ । ଆଜି ଏଭଳି ଟିପ୍ପଣୀ କରି ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ଦାଏର ମାମଲା ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ କହିଛନ୍ତି- ସରକାରଙ୍କ ଠାରୁ ଅଲଗା ମନ୍ତବ୍ୟ ଓ ଭିନ୍ନ ରାୟ ରଖିବାକୁ…

ନିର୍ଦ୍ଦେଶ ସତ୍ତ୍ୱେ ସବୁ ଥାନାରେ ଲାଗୁନି CCTV, ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା । କେନ୍ଦ୍ର ସରକାରଙ୍କ ସହ ଏକାଧିକ ରାଜ୍ୟ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସମସ୍ତ ଥାନାରେ ସିସିଟିଭି ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଥାନା ହାଜତରେ ନିର୍ଯାତନା ବନ୍ଦ ଓ ନାଗରିକର ମୌଳିକ…

ଲିଭ୍-ଇନରେ ସହମତି ସମ୍ପର୍କ ଦୁଷ୍କର୍ମ ନୁହେଁ: ସୁପ୍ରମକୋର୍ଟ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଲିଭ୍-ଇନରେ ରହିବା ଏବଂ ସହମତିରେ ରଖିଥିବା ସମ୍ପର୍କକୁ ଦୁଷ୍କର୍ମ କୁହାଯିବ ନାହିଁ । ସୋମବାର ସୁପ୍ରିକୋର୍ଟ ଏକ ମାମଲାର ଶୁଣାଣି କର ଏଭଳି କହିଛନ୍ତି । ପୁରୁଷ ଜଣଙ୍କ ମହିଳାଙ୍କୁ ବିବାହ କରିବାକୁ ଦେଇଥିବା କଥା ନ ରଖି ପାରିଲେ ଏହା ଦୁଷ୍କର୍ମ ବିବେଚିତ ହେବ…

କୋଟିଆ ବିବାଦ, ସୁପ୍ରିମକୋର୍ଟରେ ପକ୍ଷ ରଖିଲେ ଆନ୍ଧ୍ର ସରକାର

ଭୁବନେଶ୍ୱର: ଓଡ଼ିଶାର କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଓ ନିର୍ବାଚନ । ଏନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ କୋର୍ଟ ଆନ୍ଧ୍ର ସରକାରଙ୍କୁ ନୋଟିସ୍ ଜାରି କରିଥିଲେ । ଯାହା ଉପରେ ଆନ୍ଧ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । କୋଟିଆରେ ଆନ୍ଧ୍ରର…

ଆନ୍ଧ୍ର-ଓଡିଶା ସୀମା ବିବାଦ: ଫେବୃଆରୀ ୧୯ରେ ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା କୋଟିଆ ପଞ୍ଚାୟତରେ ନିର୍ବାଚନ ନେଇ ଫେବୃଆରୀ ୧୯ରେ ସୁପ୍ରିମକୋର୍ଟରେ ଓଡିଶା ସରକାରଙ୍କ ଆବେଦନ ଉପରେ ଶୁଣାଣି ହେବ। ଏହା ପୂର୍ବରୁ ରାଜ୍ୟ ସରକାର କୋରାପୁଟ ଜିଲ୍ଲାପାଳଙ୍କୁ ସମସ୍ତ ଦସ୍ତାବିଜ ଏକଜୁଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।…

ନୂଆ ଗୋପନୀୟତା ନୀତିକୁ ନେଇ ଫେସବୁକ୍ ଓ ହ୍ୱାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଓ ଫେସବୁକକୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି । ନୂଆ ଗୋପନୀୟତା ନୀତିକୁ ନେଇ ଉଭୟ ଫେସବୁକ ଓ ହ୍ୱାଟ୍ସଆପକୁ ସର୍ବୋଚ୍ଚ ନ୍ୟାୟାଳୟ ଜବାବ ତଲବ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି- ଲୋକଙ୍କ ଗୋପନୀତୟା ବେଶ୍ ଜରୁରୀ । ଆପଣ ୨.୩ ଟ୍ରିଲିୟନ୍ କମ୍ପାନୀ…

ଯେ କୌଣସି ସମୟରେ ଯେ କୌଣସି ସ୍ଥାନରେ ଆନ୍ଦୋଳନ ଅଧିକାର ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସବୁ ସମୟରେ ଯେ କୌଣସି ସ୍ଥାନରେ ଆନ୍ଦୋଳନ ଅଧିକାର ଦିଆଯାଇ ପାରିବ ନାହିଁ । ସାହିନବାଗରେ ସଂଶୋଧିତ ନାଗରିକ ଆଇନକୁ ନେଇ ହୋଇଥିବା ପ୍ରତିବାଦ ସମ୍ପର୍କିତ ପୁନଃ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି । ସାହିନବାଗରେ ସଂଶୋଧିତ ନାଗରିକ ଆଇନ୍ ହୁଏତ…

କଂଗ୍ରେସ ନେତା ଶଶି ଥରୁର ଏବଂ ବରିଷ୍ଠ ସାମ୍ବାଦିକଙ୍କ ଗିରଫଦାରୀକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁର ଏବଂ ବରିଷ୍ଠ ସାମ୍ବାଦିକଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଆଶ୍ବସ୍ତି ପାଇଥିବା ଲୋକଙ୍କ ମଧ୍ୟରେ ସାମ୍ବାଦିକ ରାଜଦୀପ ସର୍‌ଦେଶାଇ, ଅନନ୍ତ ନାଥ, ପରେଶ ନାଥ, ବିନୋଦ ଜୋସେ, ମୃଣାଲ ପାଣ୍ଡେ, ଜାଫର ଆଗାଙ୍କ…

ଜୋକ୍‌କୁ ସତ ବୋଲି ଭାବନ୍ତୁନି :କୁନାଲ କାମ୍‌ରା

ନୂଆଦିଲ୍ଲୀ: ଟ୍ୱିଟ୍ ପାଇଁ ଅଡୁଆରେ ପଡିିଥିବା ଷ୍ଟାଣ୍ଡ ଅପ୍ କମେଡିଆନ କୁନାଲ କାମ୍‌ରା କହିଛନ୍ତି, ଜୋକ୍‌କୁ ସତ ବୋଲି ଭାବନ୍ତୁ ନାହିଁ । ଆଉ ଜୋକ୍ ପାଇଁ କୋର୍ଟରେ ଡିଫେନ୍‌ସ ମଧ୍ୟ ଦରକାର ନାହିଁ ବୋଲି ସେ କହିଛନ୍ତି । ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁ୍‌ପ୍ରିମକୋର୍ଟ ତୁରନ୍ତ ଜାମିନ ଦେବା…

୧୯୫୦ ମସିହାରେ ଆଜିର ଦିନରେ ଆରମ୍ଭ ହୋଇଥିଲା ସର୍ବୋଚ୍ଚ ନ୍ୟାୟାଳୟ; ପ୍ରଥମ ଥର ପାଇଁ ବସିଥିଲା ଖଣ୍ଡପୀଠ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟଙ୍କ ପାଇଁ ଏକ ଐତିହାସିକ ଦିନ। ୧୯୫୦ ମସିହାରେ ଏହି ଦିନ ସୁପ୍ରିମକୋର୍ଟ କାର୍ଯ୍ୟ ଆରମ୍ଭ କରିଥିଲେ। ୨୮ ଜାନୁୟାରୀ ୧୯୫୦ ରେ ସୁପ୍ରିମକୋର୍ଟ ସୃଷ୍ଟି ହୋଇଥିଲେ। ଏହି ଦିନ ସର୍ବୋଚ୍ଚ ନ୍ୟାୟାଳୟ, ବୃହତ୍ତମ ନ୍ୟାୟ ମନ୍ଦିର ସୃଷ୍ଟି ହେଲା। ଆଜି ପ୍ରଥମ ଥର ପାଇଁ…