Latest Odisha News

BREAKING NEWS

Browsing Tag

Sushant Singh

ଗୁଡ୍ଡୁ ମୁସଲିମ୍ ଓଡ଼ିଶା ଆସିବାକୁ ନେଇ ସୁଶାନ୍ତ ସିଂଙ୍କୁ ଟାଣିଲେ ଲେଖାଶ୍ରୀ

ଭୁବନେଶ୍ୱର: ଅତିକର ସହଯୋଗୀ ଗୁଡ୍ଡୁ ମୁସଲିମ୍ ଓଡ଼ିଶାରେ ବୁଲୁଛି । ଓଡ଼ିଶା ପୋଲିସ କଣ କରୁଛି ? କଣ କରୁଛି ଗୁଇନ୍ଦା ବିଭାଗ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକ ଲେଖାଶ୍ରୀ ସାମନ୍ତ । ଗୁଡ୍ଡୁ ମୁସଲିମ ବରଗଡ଼ ଯିବାକୁ ନେଇ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ଟାଣିଛନ୍ତି…

ବିରୋଧୀଙ୍କୁ ବିଜେଡିର ଜବାବ, ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ସୁଶାନ୍ତ ସିଂ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ବିଜେଡି ପ୍ରାର୍ଥିନୀ ଦୀପାଳି ଦାସଙ୍କ ଲାଗି ବିଜେଡି ୪୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ନାଁ ଘୋଷଣା କରିଥିବା ବେଳେ ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଁ ନବମ…

ବାପା ଭୂମିକାରେ ଭଟଲି ବିଧାୟକ, ଅନାଥ ଝିଅର ବାହାଘର କରି ପ୍ରଶଂସା ସାଉଁଟିଲେ ସୁଶାନ୍ତ ସିଂ

ବରଗଡ଼ : ପୁଣି ମାନବିକତା ଦେଖାଇଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ । ଜଣେ ଅସହାୟ ଅନାଥ ଝିଅ ବାହାଘରର ସବୁ ଦାୟିତ୍ୱ ତୁଲାଇବା ସହ ବାପା ଭୂମିକାରେ ନଜର ଆସିଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ । ବାହାଘରର ସମସ୍ତ ଆୟୋଜନ କରିବା ସହ ଅସହାୟ ସମୟରେ ବିଧାୟକ ସୁଶାନ୍ତ ସିଂଙ୍କ ଏହି ସହାୟତା ପାଇଁ…

ରୀତାଙ୍କ ହାତରୁ ମନ୍ତ୍ରୀ ପଦ କାଢ଼ି ସୁଶାନ୍ତ ସିଂଙ୍କୁ ପୁଣି ଦେବେ କି ନବୀନ ?

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ବରଗଡ଼ ବିଜେଡିରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ପଦ୍ମପୁରରେ ଦଳର ଐତିହାସିକ ବିଜୟ ପାଇଁ ବିଜେଡି ନେତା ଓ କର୍ମୀ ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଶ୍ରେୟ ଦେଉଛନ୍ତି । କିନ୍ତୁ ଚର୍ଚ୍ଚା…

୨୦୨୪ରେ ୧୨୫ ସିଟ୍ ହାତେଇବ ବିଜେଡି !

ଭୁବନେଶ୍ୱର : ପଦ୍ମପୁର ବିଜୟ ପରେ ୨୦୨୪ ପାଇଁ ଆକଳନ କରିଛି ବିଜେଡି । ବିଧାନସଭା ନିର୍ବାଚନରେ ଦଳ ପକ୍ଷରୁ ‘ମିଶନ୍ ୧୨୫’ ର ପରିକଳ୍ପନା ହୋଇଛି । ମୋଟ ୧୪୭ ଆସନରୁ ବିଜେଡି ୧୨୫ ସିଟ୍ ହାତେଇବା ନେଇ କହିଛନ୍ତି ବିଜେଡି ନେତା ସୁଶାନ୍ତ ସିଂହ । ବିଜେଡିର ଲୋକପ୍ରିୟତା ପଦ୍ମପୁରବାସୀ ପ୍ରମାଣ…

ଆତ୍ମହତ୍ୟା ପୂର୍ବରୁ ‘ୱିକିପିଡ଼ିଆ’ରେ ଅପ୍‌ଡ଼େଟ୍ ହୋଇଥିଲା ସୁଶାନ୍ତଙ୍କ ମୃତ୍ୟୁ ଖବର !

ମୁମ୍ବାଇ: ବଲିଉଡ଼ ଷ୍ଟାର୍ ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ପରବତର୍ତ୍ତୀ ଚୂଡ଼ାନ୍ତ ପୋଷ୍ଟମର୍ଟମ ରିପୋର୍ଟ ସହିତ ଭିସେରା ରିପୋର୍ଟ ମଧ୍ୟ ପ୍ରକାଶିତ ହୋଇସାରିଛି । ଶ୍ୱାସରୁଦ୍ଧ ହୋଇ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ମଧ୍ୟ ଏହି ମୃତ୍ୟୁ ଘଟଣାକୁ ସହଜରେ ଫ୍ୟାନମାନେ ଗ୍ରହଣ…

ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ଭିସେରା ରିପୋର୍ଟ !

ମୁମ୍ବାଇ: ଆଜିକୁ ପ୍ରାୟ ୧୫ ଦିନ ପୂର୍ବରୁ ବଲିଉଡ଼ ଷ୍ଟାର୍ ସୁଶାନ୍ତ ସିଂହ ରାଜପୁତଙ୍କ ରହସ୍ୟଜନକ ମୃତ୍ୟ ହୋଇଥିଲା । ଏହି ମୃତ୍ୟୁ ସମ୍ପର୍କୀତ ଭିସେରା ରିପୋର୍ଟ ଫୋରେନସିକ୍ ଲ୍ୟାବରୁ  ଆସିଥିବା ସୂଚନା ମିଳିଛି । ଏହି ଭିସେରା ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଏହି ଅଭିନେତାଙ୍କ ଶରୀରରେ…

ଉନ୍ମୋଚିତ ହେବ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ; ଫୋରେନସିକ୍ ଟିମ୍ କରିବ ଅଧିକ ଯାଞ୍ଚ !

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍ ଆକ୍ଟର୍ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ଲାଗି ତାଙ୍କ ପରିବାର ପକ୍ଷରୁ ଅଧିକ ତଦନ୍ତ ଓ ଯାଞ୍ଚ କରାଯିବା ନେଇ ପୋଲିସ ନିକଟରେ ଦାବି କରିଥିଲେ । ସୁଶାନ୍ତ ଯେ ଆତ୍ମହତ୍ୟା କରିଥିବେ ଏଥିରେ ତାଙ୍କ ସାନ ଭଉଣୀ ସହଜରେ ଗ୍ରହଣ…