Latest Odisha News

BREAKING NEWS

Browsing Tag

Taliban

ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କରିବା ନେଇ ଭାରତକୁ ତାଳିବାନ ନିବେଦନ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଦଖଲ ପରେ ତାଲିବାନ ଭାରତ ସହ ଆନୁଷ୍ଠାନିକ ଆଲୋଚନା କରି ଦୁଇ ଦେଶ ମଧ୍ୟରେ ବିମାନ ସେବା ଆରମ୍ଭ କରିବାକୁ ନିବେଦନ କରିଛି। ଏହାଦ୍ବାରା ତାଲିବାନ ଭାରତ ସହ ସମ୍ପର୍କ ଯୋଡିବାକୁ ଚାହୁଁଥିବା ଜଣାପଡ଼ିଛି। ଦୁଇ ଦେଶ ମଧ୍ୟରେ ହୋଇଥିବା ଏମଓୟୁ ସମ୍ପର୍କରେ ତାଲିବାନ…

ବଦଳିବ ଆଫଗାନୀଙ୍କ ପାସପୋର୍ଟ ଓ ପରିଚୟ ପତ୍ର

ନୂଆଦିଲ୍ଲୀ: ୨୦ ବର୍ଷ ପରେ ଆଫଗାନିସ୍ତାନରେ କ୍ଷମତାକୁ ଫେରିଥିବା ତାଲିବାନ ବର୍ତ୍ତମାନ ଲୋକଙ୍କ ପାସପୋର୍ଟ ଏବଂ ପରିଚୟ ପତ୍ର ବଦଳାଇବ। ତାଲିବାନ ଘୋଷଣା କରିଛି ଯେ ସେମାନେ ପୂର୍ବ ସରକାର ଦେଇଥିବା ଆଫଗାନିସ୍ତାନ ପାସପୋର୍ଟ ଏବଂ ଜାତୀୟ ପରିଚୟ ପତ୍ର ବଦଳାଇବେ। ଏହା ମଧ୍ୟ କହିଛି ଯେ ଏହି…

ତାଲିବାନକୁ ଆମେରିକା-ଭାରତର ଦୃଢ ବାର୍ତ୍ତା…

ନୂଆଦିଲ୍ଲୀ: ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସାକ୍ଷାତ ପରେ ତାଲିବାନକୁ ଭାରତ ଏବଂ ଆମେରିକା ଏକ ଦୃଢ ବାର୍ତ୍ତା ପଠାଇଛନ୍ତି। ମିଳିତ ବିବୃତ୍ତିରେ ଭାରତ ଏବଂ ଆମେରିକା ତାଲିବାନକୁ କହିଛନ୍ତି ଯେ କୌଣସି ଆତଙ୍କବାଦୀଙ୍କୁ ଆଫଗାନିସ୍ତାନର ମାଟି ବ୍ୟବହାର…

ତାଲିବାନକୁ ଆଇଏମ୍‌ଏଫ୍‌ର ଶକ୍ତ ଝଟ୍‌କା; ସର୍ତ୍ତ ପୂରା ନହେଲେ ମିଳିବନି ସାହାଯ୍ୟ

ନୂଆଦିଲ୍ଲୀ: ତାଲିବାନକୁ ଆଇଏମ୍‌ଏଫ୍‌ର ବଡ ଝଟ୍‌କା। ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିଥିବା ତାଲିବାନକୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବଡ ଝଟ୍‌କା ଦେଇଛି। ଆଇଏମ୍ଏଫ୍ ବର୍ତ୍ତମାନ ପର୍ଯ୍ୟନ୍ତ ଆଫଗାନିସ୍ତାନ ସହ ସମ୍ପର୍କ ବିଚ୍ଛିନ୍ନ କରି ଦେଇଛି। ତାଲିବାନ ନେତୃତ୍ୱାଧୀନ ସରକାରକୁ ସ୍ୱୀକୃତି…

ପଞ୍ଜଶୀରରେ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ଆରମ୍ଭ କରିଛି ତାଲିବାନ !

ପଞ୍ଜଶୀର: ପଞ୍ଜଶୀର କବଜା କରିବା ପରେ ତାଲିବାନ ଏବେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି । ଧିରେ ଧିରେ ପଞ୍ଜଶୀର ଘାଟି ନିରୀହ ଜନତାଙ୍କ ରକ୍ତରେ ଲାଲ ହେଉଛି । ବିବିସି ରିପୋର୍ଟ ଅନୁସାରେ ଏ ପର୍ଯ୍ୟନ୍ତ ତାଲିବାନୀମାନେ ୨୦ ନାଗରିକଙ୍କୁ ହତ୍ୟା କରି ସାରଛନ୍ତି । ଏମାନଙ୍କ…

ଏହି ସର୍ତ୍ତ ମାନିଲେ ବିଶ୍ୱବିଦ୍ୟାଳୟରେ ପାଠ ପଢିପାରିବେ ମହିଳା

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ଙ୍କ ଶାସନ ଆରମ୍ଭ ହେବା ମାତ୍ରେ ତାଲିବାନ ରଙ୍ଗ ଦେଖାଇବା ଆରମ୍ଭ କରିଛି। ଆଜିର ଯୁଗରେ, ଯେଉଁଠାରେ ଶିକ୍ଷା ପ୍ରତ୍ୟେକ ମଣିଷର ଅଧିକାର, ତାଲିବାନ ଏହାକୁ ଆଫଗାନିସ୍ତାନ ଝିଅମାନଙ୍କୁ ଦୟା ଭାବରେ ଦେଉଛି। ତାଲିବାନ ମହିଳାମାନଙ୍କୁ ଉଚ୍ଚଶିକ୍ଷା ପାଇଁ…

ପିଏଚଡି ଓ ମାଷ୍ଟର ଡିଗ୍ରୀର କୌଣସି ମୂଲ୍ୟ ନାହିଁ; ତାଲିବାନର ଶିକ୍ଷା ମନ୍ତ୍ରୀ

କାବୁଲ: ତାଲିବାନର ଶିକ୍ଷା ମନ୍ତ୍ରୀ ଶେଖ ମୋଲଭି ନୁରୁଲ୍ଲା ମୁନିର କହିଛନ୍ତି ଯେ ମୁଲ୍ଲାହ୍‌ ଭଳି ପିଏଚଡି ଏବଂ ମାଷ୍ଟର ଡିଗ୍ରୀ ବେଶି ମୂଲ୍ୟବାନ ନୁହେଁ। ସେ କହିଛନ୍ତି, "କୌଣସି ପିଏଚଡି ଡିଗ୍ରୀ, ମାଷ୍ଟର ଡିଗ୍ରୀ ଆଜି ମୂଲ୍ୟବାନ ନୁହେଁ। ଆପଣ ଦେଖୁଛନ୍ତି ଯେ କ୍ଷମତାରେ ଥିବା…

ଆଫଗାନିସ୍ତାନ ସରକାର ଗଠନ ଉଦ୍‌ଘାଟନୀ ଉତ୍ସବରେ ୬ ଦେଶକୁ ତାଲିବାନର ନିମନ୍ତ୍ରଣ

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନରେ ନୂତନ ସରକାର ଗଠନ ପ୍ରକ୍ରିୟା ଶେଷ କରିଥିବା ବେଳେ ଏହାର ଉଦ୍‌ଘାଟନୀ ସମାରୋହରେ ଯୋଗଦେବା ପାଇଁ ୬ଟି ଅନ୍ତର୍ଜାତୀୟ ଦେଶକୁ ନିମନ୍ତ୍ରଣ ପଠାଇ ସାରିଛି। ଖବର ଅନୁଯାୟୀ, ତାଲିବାନ ଉଦ୍‌ଘାଟନୀ ସମାରୋହରେ ରୁଷିଆ, ଚୀନ୍, ତୁର୍କୀ, ଇରାନ, ପାକିସ୍ତାନ ଏବଂ…

ପଞ୍ଜଶିରରେ ତାଲିବାନ ଠିକଣା ଉପରେ ଏୟାରଷ୍ଟ୍ରାଇକ୍

କାବୁଲ: ତାଲିବାନ ପଞ୍ଜଶିର କବଜା କରିଥିଲେ ବି ଯୁଦ୍ଧ ସରିନି । ଲଢ଼େଇ ଜାରି ରହିବ ବୋଲି ଗତକାଲି ନ୍ୟାସନାଲ୍ ରେଜିଷ୍ଟାନ୍ସ ଫ୍ରଣ୍ଟ ମୁଖ୍ୟ ଅହମ୍ମଦ ମସୁଦ କହିଥିଲେ । ଗତକାଲି ରାତିରେ ପଞ୍ଜଶିରରେ ତାଲିବାନ ଠିକଣା ଉପରେ ହୋଇଛି ଏୟାର ଷ୍ଟ୍ରାଇକ୍ । ଅଜଣା ସେନା ବିମାନ ଦ୍ୱାରା ତିଲାବାନୀଙ୍କ…

ଆଜି ନୂଆ ସରକାର ଗଠନ କରିପାରେ ତାଲିବାନ

ଇସ୍‌ଲାମାବାଦ: ଆଜି ଆଫ୍‌ଗାନିସ୍ତାନରେ ନୂଆ ସରକାର ଗଠନ କରିପାରେ ତାଲିବାନ। ଘରୋଇ ତଥା ଆନ୍ତର୍ଜାତୀୟ ସ୍ତରରେ ଚାପ ବଢୁଥିବା ବେଳେ ତାଲିବାନ ଆଫଗାନିସ୍ତାନରେ ନୂତନ ସରକାର ଗଠନକୁ ଗୋଟିଏ ଦିନ ବିଳମ୍ବ କରିଛି ବୋଲି ଦଳର ମୁଖପାତ୍ର ଶୁକ୍ରବାର ଦିନ କହିଛନ୍ତି। ସୂଚନା ଅନୁଯାୟୀ ଏହି ନୂତନ…