Latest Odisha News

BREAKING NEWS

Browsing Tag

Taliban

[ଭିଡିଓ] ତାଲିବାନକୁ ନେଇ ମୁହଁ ଖୋଲିଲେ ଅଭିନେତା ନସିରୁଦ୍ଦିନ ଶାହ

ଭୁବନେଶ୍ୱର: ଭିନ୍ନ ଢଙ୍ଗରେ ରାଜନୈତିକ ବିଶ୍ଳେଷଣ ପାଇଁ ପ୍ରାୟତଃ ସମୟ ଚର୍ଚ୍ଚାରେ ରହିଥାନ୍ତି ଭେଟେରାନ୍ ଅଭିନେତା ନସିରୁଦ୍ଦିନ୍ ଶାହ । ନିକଟରେ ତାଲିବାନର ଆଫଗାନିସ୍ତାନ କବ୍‌ଜାକୁ ସେ ନିନ୍ଦା କରିଛନ୍ତି । ଏପରିକି ତାଲିବାନର ବିଜୟକୁ ସ୍ୱାଗତ କରିଥିବା ଭାରତୀୟ ମୁସଲମାନଙ୍କୁ ମଧ୍ୟ ସେ…

ଆଫଗାନିସ୍ତାନରେ ତାଲିବାନ ସରକାରର ନେତୃତ୍ୱ ନେବେ ମୁଲ୍ଲାହ୍‌ ହିବତୁଲ୍ଲା !

ନୂଆଦିଲ୍ଲୀ: ତାଲିବାନର ମୁଲ୍ଲାହ ହିବତୁଲ୍ଲା ଅଖଣ୍ଡଜଡା ଆଫଗାନିସ୍ତାନରେ ନୂତନ ସରକାର ଭାବେ ନେତୃତ୍ବ ଗ୍ରହଣ କରିବେ। ଯିଏ ଏପର୍ଯ୍ୟନ୍ତ ଜନସାଧାରଣଙ୍କ ଆଖିରୁ ଦୂରେଇ ରହିଛନ୍ତି। ରିପୋର୍ଟ ଅନୁଯାୟୀ ତାଲିବାନ ଆଫଗାନିସ୍ତାନ ଚଳାଇବା ପାଇଁ ସେମାନଙ୍କର ସରକାରୀ ଗଠନ ଚୂଡାନ୍ତ କରିଛି।…

ତାଲିବାନ୍‌ଠୁ ସାହାଯ୍ୟ ମାଗୁଛି ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଏ-ମହମ୍ମଦ

ଭୁବନେଶ୍ୱର: ଆଗାମୀ ଦିନରେ କାଶ୍ମୀରରେ କିଛି ବଡ ଧରଣର ଅଘଟଣ ପାଇଁ ଯୋଜନା ରଚିଛନ୍ତି ଏକାଧିକ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ । ଏପରିକି ଗତରାତିରେ କିଛି ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିଥିବା ଗୁଇନ୍ଦା ବିଭାଗ ତରଫରୁ ସୂଚନା ରହିଛି । ଅଗଷ୍ଟ୧୫’ରେ ଆଫଗାନିସ୍ତାନ କବ୍‌ଜା କରିଥିଲା…

ଜମ୍ମୁ କାଶ୍ମୀରରେ ତାଲିବାନୀଙ୍କ ପ୍ରଭାବ ବିସ୍ତାର ଆଶଙ୍କା; ୬୦ ଯୁବକ ନିଖୋଜ

ଶ୍ରୀନଗର: ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ଜମ୍ମୁ କାଶ୍ମୀରରେ ମଧ୍ୟ ଚିନ୍ତା ବଢିଚାଲିଛି। ରିପୋର୍ଟ ଅନୁଯାୟୀ ଗତ କିଛି ଦିନ ମଧ୍ୟରେ ଜାମ୍ମୁ କାଶ୍ମୀରରେ ଅତି କମରେ ୬ ଟି ଆତଙ୍କବାଦୀ ଗୋଷ୍ଠୀ ଅନୁପ୍ରବେଶ କରିଛନ୍ତି। ଯାହାର କିଛି ବୃହତ୍‌ ଲକ୍ଷ୍ୟ ରହିଥିବା ଜଣାପଡ଼ିଛି। ରିପୋର୍ଟ…

ଆମେରିକା ସେନା ଯିବା ପରେ ପଂଜଶିର ଉପରେ ଆକ୍ରମଣ ଆରମ୍ଭ କଲା ତାଲିବାନ

କାବୁଲ: ଆଫଗାନିସ୍ତାନରୁ ଆମେରିକା ସେନା ଯିବା ପରେ ଆଜି ତାଲିବାନ ପଂଜଶିରରେ ଆକ୍ରମଣ ଆରମ୍ଭ କରିଛି । ତାଜିକ ନେତା ଅହମ୍ମଦ ମସୁଦଙ୍କ ନିକଟତମ ସୂତ୍ରରୁ ମିଳିଥିବା ଖବର ଅନୁସାରେ ତାଲିବାନ ଆତଙ୍କୀ ଆକ୍ରମଣ ଆରମ୍ଭ କରିଥିଲେ ମଧ୍ୟ ଆମେ ଏହାକୁ ପଣ୍ଡ କରିଦେଇଛୁ ବୋଲି କହିଛନ୍ତି । ଟୋଲ ନ୍ୟୁଜରେ…

କାବୁଲ ବିମାନବନ୍ଦରରେ ତାଲିବାନର ବିଜୟ ଘୋଷଣା

କାବୁଲ: କାବୁଲ ବିମାନବନ୍ଦରରୁ ଆମେରିକା ସେନା ପ୍ରତ୍ୟାହାର କରିବାର କିଛି ଘଣ୍ଟା ପରେ ତାଲିବାନ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛି ଯେ କାବୁଲ ବିମାନବନ୍ଦର‌ରେ ତାଲିବାନର ବିଜୟ ହୋଇଛି ଏବଂ ଏହି ବିଜୟ ସମସ୍ତ ଆଫଗାନିସ୍ତାନଙ୍କ। କାବୁଲ ବିମାନବନ୍ଦରରେ ତାଲିବାନ ମୁଖପାତ୍ର କହିଛନ୍ତି ଯେ…

ଟିଟିପି ପ୍ରସଙ୍ଗରେ ପାକିସ୍ତାନକୁ ତାଲିବାନର ବଡ଼ ଝଟ୍‌କା

ନୂଆଦିଲ୍ଲୀ: ପାକିସ୍ତାନକୁ ତାଲିବାନର ବଡ଼ ଝଟ୍‌କା। ଯେଉଁ ଆଶାରେ ପାକିସ୍ତାନ ତାଲିବାନକୁ ସମର୍ଥନ କରୁଥିଲା ସବୁ ଆଶା ପାଣିରେ ମିଳେଇଗଲା। ପାକିସ୍ତାନ ଚାହୁଁଥିଲା ଯେ ତାଲିବାନ ତେହେରିକ-ଇ-ତାଲିବାନକୁ ଏହାର ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ, କିନ୍ତୁ କାବୁଲକୁ କାବୁ କରିଥିବା ସଂଗଠନ…

ଆମେରିକା ଡ୍ରୋନ ଆକ୍ରମଣରେ କାବୁଲ ବିସ୍ଫୋରଣର ମାଷ୍ଟରମାଇଣ୍ଡ ନିହତ !

ୱାଶିଂଟନ: ଆମେରିକା ଡ୍ରୋନ ଆକ୍ରମଣରେ କାବୁଲ ବିମାନ ବନ୍ଦରର ମାଷ୍ଟର ମାଇଣ୍ଡ ନିହତ ହୋଇଛି । ଏହି ଖବର ଆମେରିକାର ପେଂଟାଗନ ଓ ନ୍ୟୁଜ ଏଜେନ୍ସି ରୟଟର୍ସରେ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ଆଫଗାନିସ୍ତାନର ନଗରହନ ଅଂଚଳରେ ଆଇଏସଆଇଏସ-କେର ଆତଙ୍କବାଦୀ ଥିବା ଖବର ପାଇଁ ଏକ ଅଜ୍ଞାତ ସ୍ଥାନରୁ…

ତାଲିବାନର ଡାକରା; ମହିଳା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଚାକିରୀରେ ଯୋଗ ଦିଅନ୍ତୁ

ଭୁବନେଶ୍ୱର: ଜଟିଳରୁ ଜଟିଳ ହେବାରେ ଲାଗିଛି ଆଫାନିସ୍ତାନର ସ୍ଥିତି । ଆତ୍ମଘାତୀ ବିସ୍ଫୋରଣ ଆଫଗାନ ବାସିନ୍ଦାଙ୍କ ମାନସିକତାକୁ ଦୋହଲାଇଦେଇଛି । ମହିଳାମାନଙ୍କୁ ଘରୁ ନ ବାହାରିବାକୁ କଡା ତାଗିଦ୍ କରିଛି ତାଲିବାନ୍ । ତେବେ ଏପରି ସ୍ଥିତିରେ ମହିଳାଙ୍କୁ ନେଇ ତାଲିବାନର ସଦ୍ୟ ନିଷ୍ପତ୍ତି…

ଆଫଗାନ ନାଗରିକଙ୍କ ବାଟ ଓଗାଳୁଛନ୍ତି ତାଲିବାନୀ: ସିଲ୍ କଲେ ଏୟାରପୋର୍ଟ ରାସ୍ତା

କାବୁଲ: ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ଡେଡଲାଇନ୍ ପାଖେଇ ଆସିଲାଣି । ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆମେରିକା ତାର ସେନା ଅପସାରଣ କରିନେବ । ତାପୂର୍ବରୁ ଦବଦବା ଜାହିର କରୁଛନ୍ତି ବର୍ବର ତାଲିବାନୀ । ରେସକ୍ୟୁ ମିଶନରେ ବାଧା ସୃଷ୍ଟି କରୁଛନ୍ତି । ଆଫଗାନିସ୍ତାନ ନାଗରିକଙ୍କୁ ଯିବାକୁ…