Latest Odisha News

BREAKING NEWS

Browsing Tag

Taliban

ତାଲିବାନୀଙ୍କୁ ଏଭଳି କଡ଼ା ଚେତାବନୀ ଶୁଣାଇଲେ ଆଫଗାନିସ୍ତାନ ଉପରାଷ୍ଟ୍ରପତି ଅମରୁଲ୍ଲାହ ସାଲହେ

କାବୁଲ: ତାଲିବାନ କାବୁଲ ଦଖଲ କରିବା ପରେ ଆଫଗାନିସ୍ତାନରେ ସରକାର ଗଠନ କସରତ ଚଳାଇଛନ୍ତି । କିନ୍ତୁ ଏଯାଏ ପଞ୍ଜସିର ଦଖଲ ସ୍ୱପ୍ନ ସେମାନଙ୍କର ପୂରା ହୋଇନି । କାବୁଲରୁ ଦେଢ଼ ଶହ କିଲୋମିଟର ଦୂର ପଞ୍ଜସିରରେ ତାଲିବାନୀ ବିରୋଧୀ ମେଳି ହୋଇଛନ୍ତି । ସେଠାରେ ଅଛନ୍ତି ଆଫଗାନିସ୍ତାନର ଉପରାଷ୍ଟ୍ରପତି…

୩୦୦ ତାଲିବାନୀଙ୍କୁ ମୃତ୍ୟୁଦଣ୍ଡ ଦେଲେ ବିରୋଧୀ, ପଞ୍ଜଶିର ଦଖଲ ପୂର୍ବରୁ ରକ୍ତପାତ

କାବୁଲ: ଆଫଗାନିସ୍ତାନରେ ସରକାର ଗଠନ ନେଇ ତାଲିବାନ କସରତ ଚଳାଇଥିବା ବେଳେ ପଞ୍ଜଶିରରେ କଡ଼ା ବିରୋଧର ସାମନାକୁ କରିବାକୁ ପଡ଼ିଛି । ପଞ୍ଜଶିର ଦ୍ୱାର ଦେଶରେ ପହଞ୍ଚି ଧସେଇ ପଶିବାକୁ ଉଦ୍ୟମ ବେଳେ ୩୦୦ ଶହ ତାଲିବାନୀଙ୍କୁ ହତ୍ୟା କରିଛନ୍ତି ତାଲିବାନ ବିରୋଧୀ । କିଛି ତାଲିବାନୀଙ୍କୁ ନିଜ କବଜାକୁ…

ସୀମା ଟପିଛି ତାଲିବାନୀଙ୍କ ବର୍ବରତା; ଖରାପ ଖାଦ୍ୟ ରାନ୍ଧିଲେ ମହିଳାଙ୍କୁ ମିଳୁଛି ମୃତ୍ୟୁ ଦଣ୍ଡ!

ନୂଆଦିଲ୍ଲୀ: ଆଫଗାନିସ୍ତାନର ପୂର୍ବତନ ବିଚାରପତି ନଜଲା ଆୟୁବି କହିଛନ୍ତି ଯେ ତାଲିବାନ ଦ୍ୱାରା ଆଫଗାନିସ୍ତାନ ମହିଳାଙ୍କୁ ନିର୍ଯାତନା ଦିଆଯାଉଛି। ସେମାନେ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ଯେ ସେମାନେ ଲୋକଙ୍କ ଅଧିକାରକୁ ସମ୍ମାନ କରିବେ ଏବଂ ସେମାନଙ୍କୁ ଇସଲାମ ଅନୁଯାୟୀ କାର୍ଯ୍ୟ କରିବାକୁ…

ପାସପୋର୍ଟ ଯାଞ୍ଚ ପରେ ୧୫୦ ଭାରତୀୟଙ୍କୁ ଛାଡିଲା ତାଲିବାନ

ନୂଆଦିଲ୍ଲୀ: ତାଲିବାନ ଆଜି ସକାଳେ କାବୁଲ ଏୟାରପୋର୍ଟରୁ ୧୫୦ ଭାରତୀୟଙ୍କୁ ଅପହରଣ କରିନେଇଥିବା ସୂଚନା ମିଳିଥିଲା। ତେବେ ଏହାକୁ ନେଇ ଏକ ଭଲ ଖବର ଆସିଛି। ତାଲିବାନୀ ନିଜ ସାଙ୍ଗରେ ନେଇ ଯାଇଥିବା ୧୫୦ ଭାରତୀୟଙ୍କୁ ଏବେ ସୁରକ୍ଷିତ କାବୁଲ ଏୟାରପୋର୍ଟରେ ଛାଡ଼ି ଦେଇଛନ୍ତି। ସୂଚନା…

୧୫୦ ଭାରତୀୟଙ୍କୁ ଅପହରଣ କଲେ ତାଲିବାନ !

କାବୁଲ: ଆଫଗାନିସ୍ତାନରୁ ଭାରତ ପାଇଁ ଏକ ଖରାପ ଖବର ହସ୍ତଗତ ହୋଇଛି । ୧୫୦ ଲୋକଙ୍କୁ କାବୁଲ ବିମାନବନ୍ଦର ନିକଟରୁ ତାଲିବାନମାନେ ଅପହରଣ କରିନେଇଥିବା ସ୍ଥାନୀୟ ନ୍ୟୁଜ ସଂସ୍ଥା ଅଲ ଇତେହାରେ ରିପୋର୍ଟ ପ୍ରକାଶ ପାଇଛି । ଅପହରଣକାରୀଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ରହିଛନ୍ତି । ଅବଶ୍ୟ ଏ ନେଇ…

୩୧ ଅଗଷ୍ଟ ପୂର୍ବରୁ ସରକାର ଗଠନ କରିବନି ତାଲିବାନ

କାବୁଲ: ୩୧ ଅଗଷ୍ଟ ପୂର୍ବରୁ ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ ନ କରିବା ପାଇଁ ନିଷ୍ପତି ନେଇଛି । ଆମେରିକା ସେନା ସମ୍ପୂର୍ଣ୍ଣ ଭାବେ ଆଫଗାନିସ୍ତାନ ଛାଡିବା ପରେ ସରକାର ଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ । ତାଲିବାନ ପ୍ରବକ୍ତା ଅନସ ହକ୍କାନୀଙ୍କ ଏହି ବୟାନ ପରେ ଆଫଗାନବାସୀଙ୍କ…

ତାଲିବାନୀଙ୍କୁ ବାଇଡେନଙ୍କ ଚେତାବନୀ, ଫସିଥିବା ଲୋକଙ୍କୁ ଆଶ୍ୱାସନା

ନୂଆଦିଲ୍ଲୀ: କାବୁଲ ଦଖଲ ପରେ ଉତ୍ସାହିତ ତାଲିବାନ । ଲୋକଙ୍କ ଉପରେ ପୁଣି ଥର ବର୍ବରତା ଆରମ୍ଭ କରି ଦେଇଛନ୍ତି । ଆମେରିକା ସେନା ଅପସାରଣ କରିବା ଓ ତାଲିବାନଙ୍କ ଭୟରେ ଏବେ ଆଫଗାନିସ୍ତାନ ଛାଡୁଛନ୍ତି ଲୋକ । ଏଭଳି ସ୍ଥିତିରେ ଆଫଗାନିସ୍ତାନ ସ୍ଥିତି ଉପରେ କଡ଼ା ନଜର ରଖିଛି ଆମେରିକା ।…

ରହସ୍ୟମୟ ବଦ୍ରି-୩୧୩, ତାଲିବାନୀଙ୍କ ବ୍ରହ୍ମାସ୍ତ୍ର

ଭୁବନେଶ୍ୱର: ବଦ୍ରି-୩୧୩... ପୂର୍ବରୁ ଏହି ଶବ୍ଦ ସହ କେହି ପରିଚିତ ନଥିଲେ । କେବେ ଏହି ଶବ୍ଦକୁ ନେଇ କେହି ଆଲୋଚନା ମଧ୍ୟ କରିନଥିଲେ । ହେଲେ ବଦ୍ରି-୩୧୩ ନାମକ ଏହି ନାଁ ସହ ଜଡିତ ଏକ ଫଟୋ ଭାଇରାଲ୍ ହେବା ପରେ ସମଗ୍ର ବିଶ୍ୱ ଚକିତ ହୋଇପଡିଛି । ଅନେକ ହୁଏ ତ ଜାଣିନଥିବେ ଏକ ଏଲିଟ୍ କମାଣ୍ଡ…

ଜାଣନ୍ତୁ କିଏ ? ତାଲିବାନୀଙ୍କ ଭୟରେ କେଉଁ ମହିଳା ୧୦ ବର୍ଷ ଧରି ନିଜକୁ ପୁରୁଷ ବେଶରେ ସଜାଇ ରଖିଥିଲେ

ଭୁବନେଶ୍ୱର: ତାଲିବାନୀମାନଙ୍କ ମହିଳା ଅତ୍ୟାଚାରର ଆଉ ଏକ କ୍ରୁର ବାସ୍ତବତା ସାମ୍ନାକୁ ଆସିଛି । ଜଣେ ଲେଖିକା ତଥା ଆଫଗାନ ରିଫ୍ୟୁଜି ନାଦିଆ ଗୁଲାମ ପ୍ରାୟ ୧୦ ବର୍ଷ ଧରି କାଟାଲୋନିଆଠାରେ ନିଜକୁ ପୁରୁଷ ବେଶରେ ସଜାଇ ସବୁ କାମ କରୁଥିଲେ । ଏ କଥା ଖୋଦ ନାଦିଆ ଗୁଲାମ ପ୍ରକାଶ କରିଛନ୍ତି ।…

ସ୍ୱାମୀଙ୍କ ବଡ ବୟାନ, ଘାନିଙ୍କୁ ଭାରତ ଶରଣ ଦେବାର ଥିଲା !

ନୂଆଦିଲ୍ଲୀ: ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ତାଲିବାନ ଘଟଣାରେ ଭାରତର ପଦକ୍ଷେପ ନେଇ ମୁହଁ ଖୋଲିଛନ୍ତି । ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପୂର୍ବରୁ ଭାରତ ରାଷ୍ଟ୍ରପତି ଅଶ୍ରଫ ଘନିଙ୍କୁ ନିମନ୍ତ୍ରଣ ଦେଇ ଶରଣ ଦେଇଥିଲେ ବୁଦ୍ଧିମାନର କାମ ହୋଇଥାନ୍ତା । ଆଗାମୀ ଦିନରେ ପିଓକେରେ…