Latest Odisha News
Browsing Tag

Team India

ଟିମ୍ ଇଣ୍ଡିଆର ନୂଆ ଜର୍ସି ପିନ୍ଧିଲେ ଶିଖର ଧୱନ୍‌

ଭୁବନେଶ୍ୱର: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆର ନୂଆ ଜର୍ସି ଦେଖାଇଲେ ଓପନର୍ ଶିଖର ଧୱନ୍ । ଭାରତୀୟ ଦଳ ଟେଷ୍ଟ ମ୍ୟାଚ୍ ସିରିଜ୍ ପୂର୍ବରୁ ୩ଟି ଦିନିକିଆ ଓ ଟି୨୦ ମ୍ୟାଚ୍‌ରେ କଙ୍ଗାରୁ ଦଳ ସହ ମୁହାଁମୁହିଁ ହେବ । ତେବେ ତା ପୂର୍ବରୁ ସାମ୍ନାକୁ ଆସିଛି ଟିମ୍…

ନୂଆ ଜର୍ସିରେ ନଜର ଆସିବେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ଫାଣ୍ଟାସି ଗେମ୍ ସହ ଜଡିତ କମ୍ପାନୀ ମୋବାଇଲ୍ ପ୍ରିମିୟର ଲିଗ୍ (ଏମପିଏଲ୍) ଟିମ୍ ଇଣ୍ଡିଆର ଅଫିସିଆଲ୍ କିଟ୍ ସ୍ପୋନସରସିପ ପାଇଛି। ଏନେଇ ମଙ୍ଗଳବାର ଦିନ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। https://twitter.com/BCCI/status/1328571370326908928?s=19…

ଇଣ୍ଟରନେଟ୍‌ରେ ଭାଇରାଲ୍ ଟିମ୍ ଇଣ୍ଡିଆର ନୂଆ ଜର୍ସି !

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ କ୍ରିକେଟ୍ ମହା-ମୁକାବିଲା । ଏଥିପାଇଁ ନିକଟରେ ଅଷ୍ଟ୍ରେଲିଆ ଦଳ ଟି୨୦ ଓ ଦିନିକିଆ ମ୍ୟାଚ୍ ପାଇଁ ନୂଆ ଜର୍ସି ଉନ୍ମୋଚନ କରିଥିଲା । ଆଉ ଏବେ ଶୁଣିବାକୁ ମିଳିଛି ଟିମ୍ ଇଣ୍ଡିଆ ବି କୁଆଡେ ଦିନିକିଆ ଓ ଟି୨୦ରେ ନୂଆ ତଥା ପାରମ୍ପରିକ ଜର୍ସି ପରିଧାନ…

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆର କ୍ରୀଡ଼ାସୂଚୀ, ଜାଣନ୍ତୁ କେବେ କେଉଁଠି ମ୍ୟାଚ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ଖେଳିବ ଟିମ୍ ଇଣ୍ଡିଆ । ଏନେଇ କ୍ରୀଡ଼ାସୂଚୀ ଜାରି ହୋଇଛି । ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବ ଓ୍ୱାନ ଡେ ସିରିଜ । ପ୍ରଥମ ମ୍ୟାଚ ସିଡନୀରେ ଖେଳାଯିବ । ସେହିପରି ଚାରି ଟିକିଆ ଟେଷ୍ଟ ସିରିଜରେ ଆଡିଲେଡରେ ଡେ-ନାଇଟ୍…

ପ୍ରଥମ ଅନୁରୋଧକୁ ପ୍ରତ୍ୟାଖ୍ୟାନ, କ’ଣ ରହିଛି ଟିମ୍ ଇଣ୍ଡିଆର ନୂଆ ଅନୁରୋଧ ?

ନୂଆଦିଲ୍ଲୀ: ଆଇପିଏଲ୍ ପରେ ସିଧାସଳଖ ଅଷ୍ଟ୍ରେଲିଆକୁ ଉଡାଣ ଭରିବ କ୍ରିକେଟ୍ ଟିମ୍ ଇଣ୍ଡିଆ । ଏହି ଗସ୍ତରେ ଭାରତ ଖେଳିବ ୩ଟି ଦିନିକିଆ, ୩ଟି ଟି୨୦ ଓ ୬ଟି ବହୁ ଗୁରୁତ୍ୱପୂର୍ନ ଟେଷ୍ଟ ମ୍ୟାଚ୍ । ନିକଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ନିଶ୍ଚିତ କ୍ୱାରେଣ୍ଟାଇନ୍‌ରେ ରହିବା ନେଇ କ୍ରିକେଟ୍…

ଟିମ୍ ଇଣ୍ଡିଆ ଏବେ ଟିମ୍ ମାସ୍କ ଫୋର୍ସ; ବିସିସିଆଇ

ନୂଆଦିଲ୍ଲୀ: ବିସିସିଆଇ ଶେୟାର କରିଛି ଟିମ୍ ମାସ୍କ ଫୋର୍ସ ର ଭିଡିଓ । ଏଥିରେ ସଚ୍ଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କ ଭଳି ମହାନ କ୍ରିକେଟର ଭାରତୀୟ ଜନତାଙ୍କୁ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବାକୁ ସଚେତନ କରିଛନ୍ତି ।…

ଜାଣନ୍ତୁ, କିପରି ରହିବ ଭାରତୀୟ କ୍ରିକେଟ ଦଳର ୨୦୨୦ କାର୍ଯ୍ୟସୂଚୀ

ନୂଆଦଲ୍ଲୀ: ଗତବର୍ଷ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆ ବିଶ୍ୱ କ୍ରିକେଟରେ ନିଜର ପ୍ରଭାବ ଜାରୀ ରଖିଥିଲେ ।୨୦୨୦ରେ ଏହି ସଫଳତା ବଜାୟ ରଖିବା ନେଇ ବିରାଟ କୋହଲୀ ନେତୃତ୍ୱାଧୀନ ଦଳ ଆଶାୟୀ ରହିଛି । ଗତ ଦଶନ୍ଧିରେ ଟିମ୍ ଇଣ୍ଡିଆ ୨୮୧ ମ୍ୟାଚରେ ବିଜୟ ହାସଲ କରିଛି । ଏଥିରେ ୫୬…

ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ବିରାଟ ବିଜୟ, ରେକର୍ଡ଼ କଲେ କୋହଲୀ…

ଜାମାଇକା: ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜକୁ ୨-୦ରେ ପୋଛିନେଇଛି । କିଙ୍ଗଷ୍ଟନ୍ ଟେଷ୍ଟରେ ଭାରତ ୨୫୭ ରନର ଏକ ବୃହତ ବିଜୟ ହାସଲ କରିଛି । ଭାରତୀୟ କପ୍ତାନ କୋହଲୀ ୱେଷ୍ଟଇଣ୍ଡିଜକୁ ୪୬୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ, ମାତ୍ର ଇଣ୍ଡିଜ ଦଳ ଭାରତୀୟ…

ୱେଷ୍ଟଇଣ୍ଡିଜକୁ ୩୧୮ ରନରେ ପରାସ୍ତ କରି ଭାରତର ବୃହତ ବିଜୟ

ଆଣ୍ଟିଗୁଆ: ଆଇସିସି ଟେଷ୍ଟ ଚାମ୍ପିୟନସିପର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜକୁ ୩୧୮ ରନରେ ପରାସ୍ତ କରି ଏକ ବୃହତ ବିଜୟ ହାସଲ କରିଛି । ଭାରତୀୟ ବୋଲର୍ ଯଶପ୍ରୀତ ବୁମରା ଘାତକ ବୋଲିଂ ପ୍ରଦର୍ଶନ କରି ୫ଟି ୱିକେଟ ନେବା ଫଳରେ ଟିମ୍ ଇଣ୍ଡିଆ ଏହି ବୃହତ ବିଜୟ ହାସଲ କରିପାରିଛି । ସୋମବାର…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ଅମ୍ବାତି ରାୟୁଡୁ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ଜଣାଶୁଣା ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁ ବୁଧବାର ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରୁ ବାଦ ପଡିବା ପରେ ସେ ଏଭଳି ଅବସର ଘୋଷଣା କରିଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ପୂର୍ବରୁ ସେ…