ବିହାରରେ ଆରମ୍ଭ ହେଲାଣି କରୋନା ତୃତୀୟ ଲହର; ସିଏମ୍
ପାଟନା: ବିହାରରେ କୋଭିଡ-୧୯ ମହାମାରୀର ତୃତୀୟ ତରଙ୍ଗ ଆରମ୍ଭ ହୋଇସାରିଛି ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ୪୭ ଟି ନୂଆ କୋଭିଡ ମାମଲା ରେକର୍ଡ କରିବା ପରେ ଏହା କହିଛନ୍ତି ସିଏମ୍।
ଏହାପୂର୍ବରୁ ଡିସେମ୍ବର ୨୫ରେ ନୀତୀଶ କୁମାର ଦେଶରେ…