ଟେନସନରେ ବନ ବିଭାଗ; କୋଡିଏ ଦିନରେ ୮ ବାଘଙ୍କ ଗଲାଣି ଜୀବନ
ମହାରାଷ୍ଟ୍ର: ଚଳିତ ବର୍ଷ ଜାନୁଆରୀ ମାସର ପ୍ରଥମ ୨୦ ଦିନରେ ଭାରତରେ ୧୪ଟି ବାଘର ମୃତ୍ୟୁ ଘଟିଛି । ଚିନ୍ତାର ବିଷୟ ହେଲା, କେବଳ ମହାରାଷ୍ଟ୍ରରେ ସର୍ବାଧିକ ଆଠଟି ବାଘର ମୃତ୍ୟୁ ହୋଇଛି । ଏବେ ମହାରାଷ୍ଟ୍ରରେ ବାଘ ମୃତ୍ୟୁସଂଖ୍ୟା ବୃଦ୍ଧିକୁ ନେଇ ବନବିଭାଗର ଚିନ୍ତା ବଢି ଯାଇଛି ।…