Latest Odisha News

BREAKING NEWS

Browsing Tag

Tiktok

ଟିକଟକକୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଗୁଗୁଲ କରୁଛି ଯୋଜନା, ଖୁବଶୀଘ୍ର କରିବ ସର୍ଟ ଭିଡିଓ ପ୍ଲାଟଫର୍ମ ଲଞ୍ଚ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସର୍ବାଧିକ ଅଂଶୀଦାରିତ ବିଷୟବସ୍ତୁ ହେଉଛି ଟିକଟକରେ ନିର୍ମିତ କ୍ଷୁଦ୍ର ଭିଡିଓ |  କ୍ଷୁଦ୍ର ଭିଡିଓ ପ୍ରସ୍ତୁତ କରୁଥିବା ଏକ ଆପ୍ ଟିକଟକ ନାମରେ ବାଇଟ୍ ଡାନ୍ସ କମ୍ପାନୀ  ବିଶ୍ୱବ୍ୟାପୀ ପ୍ରସିଦ୍ଧ ହୋଇଛି |  କିନ୍ତୁ ବର୍ତ୍ତମାନ ବିଶ୍ୱର ଏକ ନମ୍ବର କମ୍ପାନୀ…

ମାସ୍କ ପିନ୍ଧିବାକୁ ଥଟ୍ଟା କରି କରିଥିଲେ ଟିକ୍‌ଟକ୍ ଭିଡିଓ, ମାଡି ବସିଲା କରୋନା

ଭୋପାଳ : କରୋନାକୁ ନେଇ ଯୁବପିଢି ବିଭିନ୍ନ ପ୍ରକାର ଟିକ୍‌ଟକ୍ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଏକ ପ୍ରକାର ଟ୍ରେଣ୍ଡ ହୋଇଛି । ଏହି କ୍ରମରେ ମଧ୍ୟ ପ୍ରଦେଶ ସାଗର ଜିଲ୍ଲାର ସମୀର ଖାନ ବି ପ୍ରସ୍ତୁତ କରିଥିଲେ ଏକ ଟିକ୍ ଟକ୍ ଭିଡିଓ । ଏହି ଭିଡିଓରେ ତାଙ୍କୁ ଅନ୍ୟ ଜଣେ କରୋନା…

ଫେବୃଆରୀ ମାସରେ ସର୍ବାଧିକ ଡାଉନଲୋଡ ଆପ୍ସ ରେକର୍ଡ କଲା ଟିକଟକ୍ : ରିପୋର୍ଟ

ନୂଆଦିଲ୍ଲୀ: ଫେବୃଆରୀ ମାସ ଟିକଟକ୍ ପାଇଁ କ୍ରମାଗତ ଦ୍ୱିତୀୟ ସଫଳ ମାସ ବୋଲି ପ୍ରମାଣିତ ହୋଇଛି | ଏହି ମାସରେ, ସର୍ବାଧିକ ଡାଉନଲୋଡ୍ ହୋଇଥିବା ଆପ୍ ଦୃଷ୍ଟିରୁ ଟିକଟକ୍ ଭେଟେରାନ୍ ହ୍ଵାଟସଆପ୍ସ  ଏବଂ ଫେସବୁକ କୁ  ପଛରେ ପକାଇ ଦେଇଛି। ଟିକଟକ୍ ର ବିଶ୍ୱବ୍ୟାପୀ ସର୍ବାଧିକ ପଞ୍ଜୀକୃତ ଡାଉନଲୋଡ୍…

ଶ୍ରୀମନ୍ଦିର ପରିସରରେ ଟିକଟକ୍ ଭିଡିଓ ଭାଇରାଲ ଘଟଣା; ନାବାଳିକା ଅଟକ

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଭିଡିଓ କରିବା ଓ ତାକୁ ଟିକଟକରେ ଭାଇରାଲ କରିବା ଘଟଣାରେ ଗୁରୁବାର ଦିନ ସିଂହଦ୍ୱାର ପୋଲିସ ନିମାପଡା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅଟକ ରଖିଛି । ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଅତିରିକ୍ତ ଏସପି କହିଛନ୍ତି, ସମ୍ପୃକ୍ତ ନାବାଳିକାଙ୍କୁ ଏସମ୍ପର୍କରେ…

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଟିକଟକ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ଆଜିର ଯୁବ ପିଢିଙ୍କୁ ଘାରିଛି ଟିକଟକ ନିଶା । କିଛିଦିନ ତଳେ ଟିକଟକ ଭିଡ଼ିଓ ସୁଟିଂ କରୁକରୁ ୨ ମହଲା ଛାତରୁ ପଡି ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଏବେ ପୁଣି ଚର୍ଚ୍ଚାର ପରିସର ମଧ୍ୟକୁ ଟାଣି ହୋଇ ଆସିଛି ଟିକଟକ । ରାସ୍ତା ଘାଟ, ପାର୍କ ଯେଉଁଠି ଦେଖ ସେଇଠି ଟିକଟକ ପ୍ରେମୀ…

ଟିକଟକ ନିଶା: ଛାତରୁ ପଡି ମେଡିକାଲ ବେଡ଼ରୁ ଭିଡିଓ ସେୟାର କଲେ ଯୁବକ

ରାଉରକେଲା: ରାଉଲକେଲା ସେକ୍ଟେର ୬ରେ ଅକ୍ଟୋବର ୧୫ ତାରିଖରେ ଜଣେ ଯୁବକ ଟିକଟକ ଭିଡିଓ କରୁଥିବା ସମୟରେ ଦୁଇ ମହଲା ଛାତରୁ ପଡି ଯାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି…

ବ୍ୟାନ ଭୟରେ ୬୦ ଲକ୍ଷ ଭିଡିଓ ଡିଲିଟ କଲା ଟିକଟକ୍

ନୂଆଦିଲ୍ଲୀ: ଲୋକପ୍ରିୟ ଭିଡିଓ ସେୟାରିଂ ଆପ୍‌ ‘ଟିକଟକ୍‌’ ତା’ର ପ୍ଲାଟ୍‌ଫର୍ମରୁ ଡିଲିଟ କରିଛି ୬୦ ଲକ୍ଷ ଭିଡିଓ କ୍ଲିପ୍‌ । ମିଳିଥିବା ସୂଚନା ଅନୁସାରେ ବ୍ୟାନ୍‌ ହୋଇଯିବା ଭୟରେ ଏହି ଚାଇନିଜ୍‌ ଆପ୍‌ ହିଂସାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଉଥିବା ଭିଡିଓଗୁଡ଼ିକୁ ତା’ର ପ୍ଲାଟ୍‌ଫର୍ମରୁ…

ହସ୍ପିଟାଲରେ ଟିକ୍ ଟକ୍ ନାଚ ଘଟଣା: ୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟି ନିର୍ଦ୍ଦେଶ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଟିକ୍ ଟିକ୍ ସୋସିଆଲ୍ ମିଡ଼ିଆ ଲାଗି ଯେଉଁ ୪ଜଣ ନର୍ସ ନାଚ କରୁଥିଲେ ସେମାନଙ୍କୁ ଗୁରୁବାର ଦିନ ବାଧ୍ୟତାମୂଳକ ଛୁଟି ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଅଭିଯୋଗର ପ୍ରାଥମିକ ତଦନ୍ତ ପରେ ଜିଲ୍ଲାପାଳ ଏହି ୪ ଜଣ ନର୍ସଙ୍କୁ…

ଭାରତରେ ‘ଟିକଟକ୍’ ଆପ୍ ବନ୍ଦ କଲା ଗୁଗୁଲ୍

ନୂଆଦିଲ୍ଲୀ : ଲୋକପ୍ରିୟ ବ୍ରାଉଜର୍ ଗୁଗଲ୍ ମାଡ୍ରାସ୍ ହାଇକୋର୍ଟଙ୍କ ଆଦେଶାନୁସାରେ ଭାରତରେ ଚୀନ ଆପ୍ ‘ଟିକଟକ୍’କୁ ବ୍ଲକ୍ କରିଛି । ଏହା ଫଳରେ ଏବେ ୟୁଜରର୍ସମାନେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଏହି ମ୍ୟୁଜିକାଲ ଆପ୍ ଟିକଟକକୁ ଡାଇନଲୋଡ କରିପାରିବେ ନାହିଁ । ଚୀନର ‘ବାଇଟେଣ୍ଡାନସ୍ ଟେକନୋଲଜି’ର…