Latest Odisha News

BREAKING NEWS

Browsing Tag

Tirtol Byelection

ଦ୍ୱିତୀୟ ରାଉଣ୍ଡ ଗଣତି: ତିର୍ତ୍ତୋଲରେ ୩୩୧୦ ଭୋଟରେ ଆଗୁଆ ବିଜେଡି

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଭୋଟ ଗଣତିରେ ଆଗରେ ରହିଛି ବିଜେଡି । ଦ୍ୱିତୀୟ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୩୧୦ ଖଣ୍ଡ ଭୋଟରେ ପ୍ରତିଦ୍ୱନ୍ଦୀଙ୍କଠାରୁ ଆଗରେ ରହିଛନ୍ତି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୭ ହଜାର ୮୬୭ଟି ଭୋଟ୍…

ବାଲେଶ୍ୱର ଓ ତିର୍ତ୍ତୋଲରେ ଆଗରେ ବିଜେଡି, ସରିଲା ପୋଷ୍ଟାଲ ବାଲାଟ ଗଣତି

ଭୁବନେଶ୍ୱର: ଖୋଲିଛି ଇଭିଏମ୍ ପେଡ଼ି । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡ ପୋଷ୍ଟାଲ ବାଲାଟ ଗଣତିରେ ବାଲେଶ୍ୱରରେ ଆଗରେ ବିଜେଡି ରହିଛି । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୬୧୫ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି । ସ୍ୱରୂପ ଦାସଙ୍କୁ ୩…

ବାଲେଶ୍ୱର ଓ ତିର୍ତ୍ତୋଲରେ କାଲି ଭୋଟ, ବୁଥ୍‌ରେ ପହଞ୍ଚିଲେଣି ପୋଲିଂ ପାର୍ଟି 

ଭୁବନେଶ୍ୱର: ପ୍ରଚାର ଲଢ଼େଇ ଥମିଛି । ଆସନ୍ତାକାଲି ଅସଲ ଲଢ଼େଇ । ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବ । ଅବାଧ, ମୁକ୍ତ ଓ ଶାନ୍ତିଶୃଙ୍ଖଳାରେ ମତଦାନ ସାରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ବୁଥରେ ପହଞ୍ଚି ସାରିଲେଣି ପୋଲିଂ ପାର୍ଟି । ସମସ୍ତ ସରଞ୍ଜାମ ଧରି ସେମାନେ…

ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ: ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବାଲେଶ୍ୱର ସଦର ଆସନ ପାଇଁ ବିଜେଡି ନୂଆ ମୁହଁକୁ ମୌକା ଦେଇଛି । ସମସ୍ତଙ୍କୁ ଚକିତ କରି ଏଥର ଟିକେଟ ହାସଲ କରିଛନ୍ତି ସ୍ୱରୂପ କୁମାର ଦାସ । ସେପଟେ ତିର୍ତ୍ତୋଲ ପାଇଁ ଦଳ ପକ୍ଷରୁ ବିଜୟ ଶଙ୍କର…

ଜାଣନ୍ତୁ କ’ଣ ରହିବ ଉପନିର୍ବାଚନ ନିର୍ଦ୍ଦେଶାବଳୀ

ଭୁବନେଶ୍ୱର: ବାଲେଶ୍ୱର ସଦର ଏବଂ ତିର୍ତୋଲ ନିର୍ବାଚନମଣ୍ଡଳୀ ପାଇଁ ଉପନିର୍ବାଚନ ନଭେମ୍ବର ୨ ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟ ନିର୍ବାଚନୀ ଅଧିକାରୀଙ୍କ ଦ୍ୱାରା ନିମ୍ନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି: ନାମାଙ୍କନପତ୍ର ଦାଖଲ ସମୟରେ କେବଳ ଦୁଇ ଜଣଙ୍କୁ…

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ବିଜ୍ଞପ୍ତି ବାହାରିଲା, ଟିକେଟ ଲବି ଜୋରଦାର

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଜାରି ହେଲା ବିଧିବଦ୍ଧ ବିଜ୍ଞପ୍ତି । ଏହାସହ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଅକ୍ଟୋବର ୧୬ ମାନାଙ୍କନ ଦାଖଲର ଶେଷ ଦିନ । ୧୭ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୧୯ ତାରିଖ ରହିଛି…

ଉପନିର୍ବାଚନ ବୈଠକରେ ବିଜେଡିରେ ମୁହାଁମୁହିଁ, ସଭାପତି ପଦକୁ ନେଇ କନ୍ଦଳ

ଜଗତସିଂହପୁର: ତିର୍ତୋଲ ବ୍ଲକ ସଭାପତି ପଦକୁ ନେଇ ବିଜେଡିରେ ଟଣାଓଟଣା । ଆରମ୍ଭ ହୋଇଛି କନ୍ଦଳ । ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଛି ପାଟିତୁଣ୍ଡ । ଆକଟ ସତ୍ତ୍ୱେ ହୋଇଛନ୍ତି ଠେଲାପେଲା । ତିର୍ତୋଲ ଉପ ନିର୍ବାଚନକୁ ନେଇ ମୁନି ଗୋସେଇଁ ମଠରେ ଅନୁଷ୍ଠିତ ବିଜେଡିର ରୁଦ୍ଧ ଦ୍ୱାର ବୈଠକରେ ଏହି ଘଟଣା…

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ: କେଉଁ ଦଳରୁ କିଏ ହୋଇପାରନ୍ତି ପ୍ରାର୍ଥୀ !

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ସିଟ୍‌ରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟର ପ୍ରମୁଖ ୩ଟି ରାଜନୈତିକ ଦଳ । ନଭେମ୍ବର ୨୯ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ ଆୟୋଗର ନିର୍ଦ୍ଦେଶ ପରେ ଆରମ୍ଭ ହୋଇଯାଇଛି କସରତ। କଂଗ୍ରେସ…

ନଭେମ୍ୱର ୨୯ ପୂର୍ବରୁ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ

ନୂଆଦିଲ୍ଲୀ: ବିହାର ବିଧାନସଭା ସାଧାରଣ ନିର୍ବାଚନ ସହ ଦେଶରେ ଖାଲି ପଡ଼ିଥିବା ବାକି ୬୫ଟି ଆସନ ଲାଗି ଉପନିର୍ବାଚନ ଏକ ସମୟରେ କରାଯିବ । ଏହି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ଆଜି ଏସମ୍ପର୍କିତ ବୈଠକରେ ବିସ୍ତୃତ ଭାବରେ ବିଚାବିମର୍ଶ ହୋଇଥିଲା । ଏହାସହ ଓଡ଼ିଶାରେ ଖାଲି ପଡ଼ିଥିବା ଦୁଇଟି…