Latest Odisha News

BREAKING NEWS

Browsing Tag

top headlines

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧. ଆଜି ପବିତ୍ର ବାହୁଡା ଯାତ୍ରା। ଜନ୍ମବେଦୀ ଛାଡି ରତ୍ନବେଦୀ ଅଭିମୁଖେ ବାହୁଡିଛନ୍ତି ତିନି ଦିଅଁ । ଦର୍ଶନ ପାଇଁ ଜନସମୁଦ୍ର ପାଲଟିଛି ଶରଧା ବାଲି ।ବାହୁଡା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସବୁପ୍ରକାର ବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା l ସେପଟେ ବାରିପଦାରେ ଆଜି ସ୍ୱର୍ଣ୍ଣ ମଣ୍ଡିତ ହୋଇ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

1. ଆତତାୟୀଂକ ଗୁଳିମାଡରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ । ସେ ଜାପାନର ନାରା ସହରରେ ଏକ ଜନସଭାକୁ ସମ୍ବୋଧନ କରିବା ସମୟରେ ତାଂକ ଉପରକୁ ଅତର୍କିତ ଗୁଳିମାଡ ହୋଇଥିଲା । ଘଟଣା ସ୍ଥଲରେ ହିଁ ଟଳି ପଡିଥିଲେ ସିଞ୍ଜୋ ଆବେ l ଶ୍ରୀ ଆବେଂକ ପରଲୋକରେ ବିଶ୍ବବାପୀ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧. ଆସନ୍ତାକାଲି ଓଡ଼ିଶା ଆସିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତି ଦ୍ରୌପଦୀ ମୁର୍ମୁ l ଭୁବନେଶ୍ୱରର ବିମାନବନ୍ଦରରେ ପହଞ୍ଚିବା ପରେ ଶ୍ରୀମତି ମୁର୍ମୁ ପ୍ରଥମେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ତାପରେ ବିଧାନସଭାକୁ ଆସିବେ। ନିଜ ସପକ୍ଷରେ ସମର୍ଥନ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

. ଫ୍ଲୋର୍‌ ଟେଷ୍ଟ୍‌ରେ ଜିତିଲେ ସିନ୍ଧେ ସରକାର । ମହାରାଷ୍ଟ୍ର ବିଧାନସଭା ଫ୍ଲୋର୍‌ ଟେଷ୍ଟ୍‌ରେ ସିନ୍ଧେ ସରକାର ନିଜ ଶକ୍ତି ପ୍ରମାଣିତ କରି ଜିତିଛନ୍ତି । ଆଜି ବିଧାନସଭାରେ ହୋଇଥିବା ଭୋଟିଂରେ ସିନ୍ଧେଙ୍କ ନେତୃତ୍ୱ ସରକାର ମ୍ୟାଜିକ୍ ନମ୍ବର ହାସଲ କରିଛନ୍ତି। ସିନ୍ଧେଙ୍କ ସପକ୍ଷରେ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧. ମହାରାଷ୍ଟ୍ର ବିଧାନସଭାର ନୂଆ ବାଚସ୍ପତି ହୋଇଛନ୍ତି ରାହୁଲ୍ ନର୍ଭେକର । ମହା ବିକାଶ ଅଘାଡି ଦଳର ପ୍ରାର୍ଥୀ ରାଜନ ସାଲଭିଙ୍କୁ ପରାସ୍ତ କରି ନୂଆ ବାଚସ୍ପତି ହୋଇଛନ୍ତି ରାହୁଲ୍ । ବାଚସ୍ପତି ଥିବା ନାନା ପାଟୋଲ୍ କଂଗ୍ରେସର ରାଜ୍ୟ ସଭାପତି ହେବା ପରଠାରୁ ବାଚସ୍ପତି ପଦବି ଖାଲିଥିଲା ।…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧. ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାନସଭାରେ ଆଜି ବର୍ଷ ୨୦୨୨-୨୩ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ୨ଲକ୍ଷ କୋଟିର ପୁର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହୋଇଛି । ଏହି ବଜେଟରେ ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି ବ୍ୟୟବରାଦ ହୋଇଥିବା ବେଳେ ମତ୍ସ୍ୟ ଓ ଚାଷୀଙ୍କୁ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଆଜି ଭକ୍ତ –ଭଗବାନଙ୍କ ଅପୂର୍ବ ମିଳନ। ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ଗଡ଼ିଲା ତିନି ରଥ। ଜନସମୁଦ୍ର ପାଲଟିଲା ପୁରୀ ଶ୍ରୀକ୍ଷେତ୍ର। ଭାବ ବିହ୍ୱଳ ଭକ୍ତ। ରଥ ଦଉଡ଼ିରେ ତିନି ରଥ ଟାଣିନେଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ବଡ଼ ଦାଣ୍ଡରେ ଗଡ଼ିଲା ତିନିରଥ । ଶଙ୍ଖ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧. ଦୁବାଇରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ, ସେଠକାର ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମ୍ବୋଧିତ କରିଛନ୍ତି । ପୁଂଜି ନିବେଶକଙ୍କୁ ଓଡ଼ିଶା ଆମନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସେମାନଂକ ସହି ଫେସ-ଟୁ-ଫେସ୍ ଆଲୋଚନା କରିଛନ୍ତି l ସେଠାକାର ଅନେକ ବଡ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ମହାରାଷ୍ଟ୍ରରେ କ୍ଷମତା ସଂକଟ ଏବେ ଭିନ୍ନ ମୋଡ ନେବାକୁ ଯାଉଛି । ସରକାର ଗଠନ ନେଇ ଚର୍ଚ୍ଚା ଆରମ୍ଭ । ଦିଲ୍ଲୀ ଗସ୍ତରେ ଫଡନଭିସ୍, ଶାହାଙ୍କୁ ଭେଟି ପ୍ରସ୍ତୁତ କରିପାରନ୍ତି ରଣନୀତି ! ସେପଟେ  ସଂଜୟ ରାୱତଙ୍କ ପାଇଁ ବଢିଲା ଅଡୁଆ, ହାଜର ହେବାକୁ ଦ୍ୱିତୀୟ ନୋଟିସ ପଠାଇଲା ପ୍ରବର୍ତ୍ତନ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧. ମହାରାଷ୍ଟ୍ର ରାଜନୀତିରେ ନୂଆମୋଡ ।ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ସୁପ୍ରିମକୋର୍ଟରୁ ମିଳିଛି ବଡ ଆଶ୍ଵସ୍ତି l ଅଯୋଗ୍ୟ ଘୋଷିତ ନୋଟିସ୍ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ୍ । ସର୍ବୋଚ୍ଚ ଅଦାଲତ, ନୋଟିସ୍ ଉପରେ ଜବାବ ଦେବା ପାଇଁ ଉପ-ବାଚସ୍ପତିଙ୍କୁ ଜୁଲାଇ ୧୧ ସୁଦ୍ଧା ସମୟ ଦେଇଛନ୍ତି…