Latest Odisha News
Browsing Tag

top headlines

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାୟଗଡ଼ାର କାଶୀପୁର ପରେ ଏବେ କୋରାପୁଟ ଜିଲ୍ଲାରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ଜିଲ୍ଲାର ଦଶମନ୍ତପୁର ବ୍ଲକର ଛତାଆମ୍ବ ଗାଁରେ ଝାଡ଼ାବାନ୍ତି ଏକାଧିକ ଆକ୍ରାନ୍ତ ହୋଇଛନ୍ତି । ଛତାଆମ୍ବ ଗାଁର ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ମଡିକାଲରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ଗାଁର ୪ ଜଣ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ମଙ୍ଗଳବାର ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ୨୦୨୨ ଆଇଟି ପଲିସିକୁ କ୍ୟାବିନେଟ ଅନୁମୋଦନ କରିଛି । ଏଥିସହ ଖୋର୍ଦ୍ଧା ବରୁଣେଇପେ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ରାଜ୍ୟ ସରକାର ମାଗଣାରେ ୯ ଏକର ୬୫୮ ଡିସିମିଲ୍ ଜମି ଯୋଗାଇ ଦେବାକୁ ନିଷ୍ପତ୍ତି…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ । ଭାରତର ୧୬ତମ ରାଷ୍ଟ୍ରପତି ବାଛିବ ଦେଶ । ଓଡ଼ିଶା ବିଧାନସଭା ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି ।  ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ସେପଟେ ମାଟିର ଝିଅକୁ ଦେଶର ଶୀର୍ଷ ପଦରେ ବସାଇବାକୁ ଲାଗିପଡ଼ିଛି ବିଜେଡି । ଦଳମତ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍

https://www.youtube.com/watch?v=LQzUxA2sBN8 ୧) ଉପକୂଳ ଓଡ଼ିଶାରେ ସକ୍ରିୟ ରହିଛି ଲଘୁଚାପ । ପ୍ରଭାବରେ ଉପକୂଳ ଓଡ଼ିଶାରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଭୁବନେଶ୍ୱର ଏବଂ କଟକରେ ପାହାନ୍ତିଆରୁ ବର୍ଷା ଲାଗି ରହିଛି । ତଳିଆ ଅଞ୍ଚଳରେ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ବ୍ଲକର ବିଭିନ୍ନ ଗାଁରେ ସଂଖ୍ୟାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁବାର ଟିକିରି ଗାଁର ଧୋବା ମାଝୀ ଓ ଦୁଡୁକାବାହାଲ ଗାଁର ସବିତା ନାଏକଙ୍କ ମୃତ୍ୟୁ ହୋଇଥିଲା ।…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଶ୍ରୀଲଙ୍କାରେ ସ୍ଥିତି ସଙ୍ଗୀନ । କଲମ୍ବୋରେ କର୍ଫ୍ୟୁ ଘୋଷଣା କରିଛନ୍ତି ଶ୍ରୀଲଙ୍କା ସରକାର ।  ଆଜି ମଧ୍ୟାହ୍ନ ୧୨ ଟାରୁ ଆସନ୍ତା କାଲି ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ କଲମ୍ବୋ ସହରରେ କର୍ଫ୍ୟୁ ବଳବତ୍ତର । ଆର୍ଥିକ ସଙ୍କଟ ସହ ଏବେ ରାଜନୈତିକ ଅସ୍ଥିରିତା ମଧ୍ୟରେ  ଶ୍ରୀଲଙ୍କା ରାଷ୍ଟ୍ରପତି…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଶ୍ରୀଲାଙ୍କାରେ ଜରୁରୀ କାଳୀନ ପରିସ୍ଥିତି ,  ଆର୍ଥିକ-ରାଜନୈତିକ ସଙ୍କଟ ଗଭୀର  । ରାଜରାସ୍ତାରେ ଜନସାଧାରଣ ।  ଦେଶ ଛାଡି ମାଳଦ୍ୱୀପ ପଳାଇଲେ  ଗୋଟବାୟା ରାଜପକ୍ଷେ  । ଯାହାକୁ ନେଇ ତେଜିଛି ଅସନ୍ତୋଷ । ଗୋଟବାୟା ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାଁନ୍ତି । ଯେଉଁ କାରଣରୁ ଲୋକେ ଆଜି ସଂସଦ ଗୃହ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଉଦ୍ଧବଙ୍କ ନୂଆ ଷ୍ଟ୍ରୋକ୍ : ଦ୍ରୌପଦୀ ମୁର୍ମୁଙ୍କୁ କରିବେ ସମର୍ଥନ ! ଚୂଡାନ୍ତ ନିଷ୍ପତ୍ତି ଉଦ୍ଧବଙ୍କ ହାତରେ ଥିବାବେଳେ ଶିବସେନା ସାଂସଦ ସଞ୍ଜୟ ରାଓ୍ୱତ ବିରୋଧୀ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ସମର୍ଥନ କରିବା ସପକ୍ଷରେ ଅଛନ୍ତି । ସେପଟେ ଶିବସେନାର ଅଡୁଆ ବଢୁଥିବାରୁ ‘ସିନ୍ଦେଙ୍କ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଉଦ୍ଧବ ଠାକରେଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ଵସ୍ତି, ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ନାହିଁ ବାଚସ୍ପତି  , ସୁପ୍ରିମକୋର୍ଟ ଯାଚିକାର ଶୁଣାଣି ନହେବା ପର୍ଯ୍ୟନ୍ତ ୧୬ ବିଧାୟକଙ୍କ ଅଯୋଗ୍ୟତା ମାମଲାରେ କୌଣସି ନିର୍ଣ୍ଣୟ  ନିଆଯାଇପାରିବନି ,  ମହାରାଷ୍ଟ୍ର ବିଧାନସଭାର…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ମହାରାଷ୍ଟ୍ର ରାଜନୀତିରେ ପୁଣି ନାଟକୀୟ ମୋଡ । ୫୩ ବିଧାୟକଙ୍କୁ ନୋଟିସ୍‌ କଲେ ବିଧାନସଭା ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର ଭଗତ। ୫୩ ବିଧାୟକଙ୍କ ମଧ୍ୟରୁ ସିନ୍ଦେଙ୍କ ପକ୍ଷରୁ ୩୯ ବିଧାୟକଙ୍କୁ ନୋଟିସ୍ କରାଯାଇଥିବା ବେଳେ ଉଦ୍ଧବଙ୍କ ପକ୍ଷରୁ ୧୪ ଜଣଙ୍କୁ ନୋଟିସ୍ । ଚିନ୍ତା ବଢ଼ାଉଛି…