Latest Odisha News

BREAKING NEWS

Browsing Tag

Tourist

ରୁଷିଆରୁ ଆସି ଓଡ଼ିଶାରେ ଆଖିବୁଜିଲେ ପର୍ଯ୍ୟଟକ, ସନ୍ଦେହ ଘେରରେ ମୃତ୍ୟୁ

ରାୟଗଡା: ଭାରତ ବୁଲିବା ପାଇଁ ରୁଷିଆରୁ ଆସିଥିଲେ  । ଓଡ଼ିଶା ଦାରିଂବାଡି ବୁଲିବା ପରେ  ରାୟଗଡ଼ା ଯାଇଥିଲେ । ରାୟଗ୍‌ଡ଼ା  ଆସି ଆଖିବୁଜିଲେ ୬୧ ବର୍ଷୀୟ ରୁଷିଆ ପର୍ଯ୍ୟଟକ ।ମୃତ ପର୍ଯ୍ୟଟକଙ୍କ ନା ବ୍ଲାଡ଼ିମିର ବିଦାନୋଭ । ଅତ୍ୟଧିକ ମଦ୍ୟପାନ ହେତୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।…

ପର୍ଯ୍ୟଟକଙ୍କ ପାଇଁ ପୁରୀ ପୋଲିସ ପକ୍ଷରୁ ଜାରି ହେଲା ହେଲପ ଲାଇନ ନମ୍ବର

ପୁରୀ: ପୁରୀ କୁ ଆସୁଥିବା ସମସ୍ତ ପର୍ଯ୍ୟଟକ କିଭଳି ସୁରକ୍ଷିତ ରହିବେ ସେ ନେଇ ପୋଲିସ ପକ୍ଷରୁ ଏକ ହେଲ୍ପ ଲାଇନ ନମ୍ୱର ଜାରି କରାଯାଇଛି। ଏହି ନମ୍ବରଟି ହେଉଛି ୬୩୭୦୯୬୭୧୦୦ । ଏଠାକୁ ଆସୁଥିବା ପର୍ଯ୍ୟଟକ କୌଣସି ଅସୁବିଧାରେ ପଡିଲେ ଏହି ନମ୍ବରରେ କଲ କରି ଜଣାଇ ପାରିବେ । ଏହି ନମ୍ବର ୨୪ ଘଣ୍ଟା…

ଆଜି ନନ୍ଦନକାନନରେ ପ୍ରାୟ ୧୬ ହଜାର ଲୋକଙ୍କ ଭିଡ ଜମିଲା

ଭୁବନେଶ୍ୱର: ଆଜି ଛୁଟି ଦିନ ହୋଇଥିବାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭିଡ ଦେଖିବାକୁ ମିଳିଥିଲା । ପ୍ରାୟ ୧୬ ହଜାର ୪୭୧ ଜଣ ଯାତ୍ରୀ ନନ୍ଦନକାନନରେ ପହଞ୍ଚିଥିଲେ । ତେବେ କରୋନା ସଂକ୍ରମଣ ଭୟ ଥିବାରୁ ପ୍ରବେଶ ଦ୍ୱାରରେ ସାନିଟାଇଜ କରିବା ସହ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।…

ନନ୍ଦନକାନନରେ ଆଜି ରେକର୍ଡ ସଂଖ୍ୟକ ପର୍ଯ୍ୟଟକ

ଭୁବନେଶ୍ବର: ଆଜି ନନ୍ଦନକାନନରେ ଏ ବର୍ଷର ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ହୋଇଥିଲେ । ଏବେ ବ଼ଡଦିନ ଛୁଟି ସହ ଶନିବାର ରବିବାର ଛୁଟି ଥିବାରୁ ପ୍ରାୟ ୧୧ ହଜାର ୧୪୨ ଜଣ ପର୍ଯ୍ୟଟକ ଆସିଥିବା ଉପନିର୍ଦେଶକ ବିମଳ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । କରୋନା ଯୋଗୁଁ ପ୍ରାୟ ନଅ ମାସ ଧରି ବନ୍ଦ ରହିଥିଲା…

ପର୍ଯ୍ୟଟକଙ୍କ ପାଇଁ କନ୍ଧମାଳ ମନା

ଫୁଲବାଣୀ: କୋଭିଡ କଟକଣା ମଧ୍ୟରେ ରାଜ୍ୟରେ ପର୍ଯ୍ୟଟନ ସ୍ଥଳୀ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ସତ୍ତ୍ୱେ କନ୍ଧମାଳରେ ପ୍ରବେଶ ନିମନ୍ତେ ପର୍ଯ୍ୟଟକଙ୍କ ପାଇଁ ଅନୁମତି ନାହିଁ। ନଭେମ୍ବର ୩୦ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ଏବଂ…

ଆସ ବୁଲିଯିବା ଶିମିଳିପାଳ: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଅଭୟାରଣ୍ୟ

ମୟୂରଭଞ୍ଜ: ସାତ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । କୋଭିଡ ଯୋଗୁ ବନ୍ଦ ରହିଥିଲା ଅଭୟାରଣ୍ୟ । ଏବେ ଖୋଲିଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ କୋଭିଡ୍ କଟକଣା ଭିତରେ ପର୍ଯ୍ୟଟକ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ପାରିବେ ।…

ଜୁଲାଇ ୩୧ ଯାଏଁ ପର୍ଯ୍ୟଟକଙ୍କ ଲାଗି ‘ଭିତରକନିକା ଜାତୀୟ ଉଦ୍ୟାନ’ ବନ୍ଦ

ଭୁବନେଶ୍ୱର : ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବା ଯୋଗୁଁ କେନ୍ଦ୍ରାପଡା ଜିଲ୍ଳାସ୍ଥିତ ‘ଭିତରକନିକା ଜାତୀୟ ଉଦ୍ୟାନ’ ମେ’ ୧ ତାରିଖ ଠାରୁ ଜୁଲାଇ ୩୧ ତାରିଖ ଯାଏଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । ଏହି ଅବଧି ମଧ୍ୟରେ ଭିତରକନିକାକୁ ଦେଶବିଦେଶର ସମସ୍ତ ପର୍ଯ୍ୟଟକଙ୍କ…

ମେ’ ୧ରୁ ବନ୍ଦ ରହିବ ‘ଭିତରକନିକା ଜାତୀୟ ଉଦ୍ୟାନ’

ଭୁବନେଶ୍ୱର : ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବା ଯୋଗୁଁ କେନ୍ଦ୍ରାପଡା ଜିଲ୍ଳା ଭିତରକନିକା ଜାତୀୟ ଉଦ୍ୟାନ ମେ’ ୧ ତାରିଖ ଠାରୁ ଜୁଲାଇ ୩୧ ତାରିଖ ଯାଏଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । ଏସମ୍ପର୍କରେ ରାଜନଗର ବନପ୍ରାଣୀ ଡିଭିଜନର ଡିଏଫଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ…