ଏହି ସମୟରେ ଗଡୁଛି ରାଉରକେଲା-ଭୁବନେଶ୍ବର ଏକ୍ସପ୍ରେସ ସ୍ବତନ୍ତ୍ର ଟ୍ରେନ
ଭୁବନେଶ୍ବର: ଭୁବନେଶ୍ବର-ରାଉରକେଲା-ଭୁବନେଶ୍ବର ଏକ୍ସପ୍ରେସ ସ୍ବତନ୍ତ୍ର ଟ୍ରେନ ଭୁବନେଶ୍ବର ଠାରୁ ଦିନ ୨ଟା ୧୦ମି. ପରିବର୍ତେ ଦିନ ୦୧ଟା ୪୦ମି. ରେ ଛାଡୁଛି।
ଏହି ପରିବର୍ତ୍ତନ ଡିସେମ୍ବର ୫ ତାରିଖଠାରୁ ଏବଂ ରାଉରକେଲା ରେ ରାତ୍ରି ୯ଟାରେ ପହଞ୍ଚୁଛି।
ସେହିପରି ରାଉରକେଲାରୁ ସକାଳ…