Latest Odisha News

BREAKING NEWS

Browsing Tag

Train

ଟ୍ରେନରେ ଋଷିକେଶକୁ ଗଞ୍ଜେଇ ଚାଲାଣ ବେଳେ ଜଣେ ଗିରଫ

ଭୁବନେଶ୍ୱର: ଟ୍ରେନରେ ଗଞ୍ଜେଇ ଚାଲାଣ । ପୁରୀ-ଋଷିକେଶ ଉତ୍କଳ ‌ଏକ୍ସେପ୍ରେସରେ ଗଞ୍ଜେଇ ଚାଲାଣ ବେଳେ ୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ଖୋର୍ଦ୍ଧା ଷ୍ଟେସନରୁ ଟ୍ରେନରେ ହରିଦ୍ୱାର ଯିବା ପାଇଁ ଯୋଜନା ବେଳେ ବାଟରୁ ଅଭିଯୁକ୍ତକୁ ଧରିଛି ରେଲୱେ କ୍ରାଇମବ୍ରାଞ୍ଚ, ଆରପିଏଫ୍ ଏସଟିଏଫ୍ ।…

ତ୍ରିଭେନ୍ଦ୍ରମ ଓ ମାଲଦା ଟାଉନ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ

ଭୁବନେଶ୍ୱର: ତ୍ରିଭେନ୍ଦ୍ରମ ଓ ମାଲଦା ଟାଉନ ମଧ୍ୟରେ ଏକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ୦୬୧୮୫/୦୬୧୮୬ ତ୍ରିଭେନ୍ଦ୍ରମ-ମାଲଦା ଟାଉନ-ତ୍ରିଭେନ୍ଦ୍ରମ ସ୍ବତନ୍ତ୍ର ଟ୍ରେନ ତ୍ରିଭେନ୍ଦ୍ରମ ଠାରୁ ୨୭ ଏପ୍ରିଲ୍ ଏବଂ ମେ ୧ (ମଙ୍ଗଳବାର ଏବଂ ଶନିବାର) ଦିନ ସନ୍ଧ୍ୟା ଛଅ…

ଟ୍ରେନ ଅଟକାଇଲେ ମାଓବାଦୀ, ମାରିଲେ ଓ ବାଣ୍ଟିଲେ ପୋଷ୍ଟର !

ମାଲକାନଗିରି: ଅପରେସନ୍ ପ୍ରହାରକୁ ନକ୍ସଲଙ୍କ ବିରୋଧ । ଗତକାଲି ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେଓଦ୍ୱାଡା ଜିଲ୍ଲାରେ ଏକ ପାସେଂଜର ଟ୍ରେନକୁ ଅଟକାଇଥିଲେ । ସୂଚନା ମୁତାବକ ବାଚେଲି ଓ ଭାନସି ମଝିରେ ଥିବା ଜଙ୍ଗଲି ରାସ୍ତାରେ ଶତାଧିକ ମାଓବାଦୀ ଟ୍ରେନକୁ ଅଟକାଇବା ପରେ ଯାତ୍ରୀମାନ ଭୟଭୀତ…

ଏପ୍ରିଲ ସୁଦ୍ଧା ଚାଲିପାରେ ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ୍

ଭୁବନେଶ୍ୱର: ଆସନ୍ତା ମାସରୁ ଚାଲିପାରେ ସବୁ ଟ୍ରେନ । ଏପ୍ରିଲ ସୁଦ୍ଧା ଚାଲିପାରେ ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ୍ । ECR ମୁଖ୍ୟ ଜନ ସମ୍ପର୍କ ଅଧିକାରୀ କୈଶଳେନ୍ଦ୍ର କେ. ଖାଡଙ୍ଗା  ଏନେଇ ସୂଚନା ଦେଇଛନ୍ତି ।  ECRରେ ୮୨ଟି ଏକ୍ସପ୍ରେସ ଟ୍ରେନ୍ ଚାଲେ, କୋଭିଡ ପାଇଁ ୫୯ ଟ୍ରେନ୍…

୩ ଛୁଆ ସହ ରେଳ ଧାରଣା ପାର୍ ହେଉଥିଲା ମାଆ ମହାବଳ ବାଘ, ଛୁଆକୁ ଚାପି ଦେଲା ଟ୍ରେନ୍

ମାଲକାନଗିରି: ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁବରଣ କରୁଥିବା ଆପଣ ଶୁଣିଥିବେ । କେବେ ମହାବାଳ ବାଘ ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରିଛି ଶୁଣିଛନ୍ତି ? ହଁ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲା ସୀମାରେ ଟ୍ରେନ୍ ଧକ୍କାରେ ଏକ ମହାବଳ ବାଘ ଛୁଆର ମୃତ୍ୟୁ ହୋଇଛି । ମୃତ ବାଘ…

ପୁରୀ ଓ ରିଷିକେଶ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ

ଭୁବନେଶ୍ୱର: ହରିଦ୍ୱାରରେ ମହାକୁମ୍ଭ ମେଳା ସମୟରେ ପୁରୀ ଏବଂ ଯୋଗ ନଗରୀ ରିଷିକେଶ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ୦୮୪୭୭/୦୮୪୭୮ ପୁରୀ-ଯୋଗ ନଗରୀ ରିଷିକେଶ-ପୁରୀ ସ୍ପେଶାଲ ଟ୍ରେନ ୨୭ ଜାନୁୟାରୀରୁ ୩୦ ଏପ୍ରିଲ, ୨୦୨୧ ମଧ୍ୟରେ ପୁରୀରୁ ପ୍ରତିଦିନ ରାତ୍ର…

ଏହି ସମୟରେ ଗଡୁଛି ରାଉରକେଲା-ଭୁବନେଶ୍ବର ଏକ୍ସପ୍ରେସ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ବର: ଭୁବନେଶ୍ବର-ରାଉରକେଲା-ଭୁବନେଶ୍ବର ଏକ୍ସପ୍ରେସ ସ୍ବତନ୍ତ୍ର ଟ୍ରେନ ଭୁବନେଶ୍ବର ଠାରୁ ଦିନ ୨ଟା ୧୦ମି. ପରିବର୍ତେ ଦିନ ୦୧ଟା ୪୦ମି. ରେ ଛାଡୁଛି। ଏହି ପରିବର୍ତ୍ତନ ଡିସେମ୍ବର ୫ ତାରିଖଠାରୁ ଏବଂ ରାଉରକେଲା ରେ ରାତ୍ରି ୯ଟାରେ ପହଞ୍ଚୁଛି। ସେହିପରି ରାଉରକେଲାରୁ ସକାଳ…

ହାଓ୍ବଡ଼ା-ସିକନ୍ଦରାବାଦ, ଶାଲୀମାର-ସିକନ୍ଦରାବାଦ ଏବଂ ବିଶାଖାପାଟଣା-ବିଜୟୱାଡା ଟ୍ରେନ ପରିବର୍ତ୍ତିତ ସମୟରେ ଚଳାଚଳ

ଭୁବନେଶ୍ୱର: ହାଓ୍ବଡ଼ା-ସିକନ୍ଦରାବାଦ, ଶାଲୀମାର-ସିକନ୍ଦରାବାଦ ଏବଂ ବିଶାଖାପାଟଣା-ବିଜୟୱାଡା ସ୍ୱତନ୍ତ୍ର ଟ୍ରେନ ପରିବର୍ତିତ ସମୟରେ ଚଳାଚଳ କରିବ। ରେଳବାଇର ସୂଚନା ଅନୁଯାୟୀ ପରିଚାଳନାଗତ ଦୃଷ୍ଟିକୋଣରୁ ଏବଂ ଯାତ୍ରୀ ମାନଙ୍କର ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଉଭୟ…

ଓଡ଼ିଶାରୁ ଦକ୍ଷିଣ ଭାରତକୁ ଗଡିବ ‘ଭାରତ ଦର୍ଶନ’ ସ୍ୱତନ୍ତ୍ର ଟ୍ରେନ୍: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ୱର: ଭାରତୀୟ ରେଳବାଇ ଦ୍ୱାରା ଦକ୍ଷିଣ ଭାରତକୁ ଏକ ଭାରତ ଦର୍ଶନ' ନାମକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଏହି ସ୍ୱତନ୍ତ୍ର ଟ୍ରେନ୍ ଆସନ୍ତା ଜାନୁଆରୀ ମାସ ୨ ତାରିଖ ଦିନ ଭୁବନେଶ୍ୱରରୁ ରାତ୍ର ୧୦ ଘଟିକାରେ ରାମେଶ୍ୱରମ, ମଦୁରାଇ ଏବଂ ତିରୁପତି ଦର୍ଶନ ପାଇଁ ଯାତ୍ରା କରିବ।…

ଭୁବନେଶ୍ୱର ରେଲୱେ ଷ୍ଟେସନକୁ ଏବେ ଗୋଟିଏ ପାର୍ଶ୍ୱ ଦେଇ ଯାତ୍ରୀଙ୍କୁ ପ୍ରବେଶ ଅନୁମତି

ଭୁବନେଶ୍ୱର: କରୋନା ମହାମାରୀ ପରିସ୍ଥିତିର ମୁକାବିଲା ତଥା ବିସ୍ତାର ରୋକିବା ପାଇଁ ପୂର୍ବ ତଟ ରେଳବାଇ କଡା ପଦକ୍ଷେପ ନେଇଛି। ଭୁବନେଶ୍ୱର ଷ୍ଟେସନ ଠାରେ କେବଳ ପ୍ଲାଟଫର୍ମ ନମ୍ବର ୧ରେ ସମସ୍ତ ଯାତ୍ରୀଙ୍କ ଥର୍ମାଲ୍ ସ୍କାନିଂ ଉପଲବ୍ଧ ଏବଂ ସମସ୍ତ ଯାତ୍ରୀ ଏହା ମାଧ୍ୟମରେ ସ୍କାନ କରାଯାଉଛି।…