Latest Odisha News

BREAKING NEWS

Browsing Tag

US President Election

୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଜୋ ବାଇଡେନ୍ ଓ କମଲା ହ୍ୟାରିସ୍

ୱାଶିଂଟନ୍: ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଜୋ ବାଇଡେନ୍ । ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିଛନ୍ତି ଜୋ ବାଇଡେନ୍ । ଏନେଇ ସେ ଏକ ୩ ମିନିଟର କ୍ୟାମ୍ପେନ୍ ଭିଡିଓ ଜାରି କରିଛନ୍ତି । କ୍ୟାମ୍ପେନ ଭିଡିଓରେ ଆମେରିକୀୟ ଗଣତନ୍ତ୍ରକୁ ସୁରକ୍ଷା ଦେବା କଥା କୁହାଯାଇଛି ।…

ଜୋ ବାଇଡେନଙ୍କ ବିଜୟ ଉପରେ ବାଜିଲା ଆନୁଷ୍ଠାନିକ ମୋହର

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବିଡେନଙ୍କ ବିଜୟ ଉପରେ ବାଜିଲା ଆନୁଷ୍ଠାନିକ ମୋହର । ଇଲେକ୍ଟୋରାଲ କଲେଜ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ତାଙ୍କୁ ଆନୁଷ୍ଠାନିକ ଭାବରେ ଚୟନ କରିଛି । ଜୋ ବାଇଡେନ୍ ଦେଶର ୫୦ଟି ରାଜ୍ୟରୁ ୩୦୬ଟି ଇଲେକ୍ଟୋରାଲ୍ ଭୋଟ୍ ପାଇଛନ୍ତି ।…

ଶେଷରେ ବାଇଡେନଙ୍କ ବିଜୟକୁ ସ୍ୱୀକାର କଲେ ଟ୍ରମ୍ପ, ଏମିତି କଥା କହିଲେ

ଓ୍ୱାଶିଂଟନ୍: ଶେଷରେ ସତ ମାନିଲ ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋ ବାଇଡେନ୍ ବିଜୟୀ ଓ ତାଙ୍କର ପରାଜୟ ହୋଇଥିବା ସ୍ୱୀକାର କରିଛନ୍ତି । କିନ୍ତୁ ଅଭିଯୋଗ ସହ ପରାଜୟକୁ ସ୍ୱୀକାର କରିଛନ୍ତି ଟ୍ରମ୍ପ । ଭୋଟିଂରେ ହେରଫେର ଅଭିଯୋଗ ଆଣିଛନ୍ତି । ଟ୍ୱିଟ୍ କରି ବାଇଡେନଙ୍କ…

ବାଇଡେନଙ୍କ ବିଜୟ ପରେ ବି ହାର ମାନୁ ନାହାନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ୱାଶିଂଟନ୍: ବାଇଡେନ୍ ବିଜୟ ପରେ ବି ହାର ମାନି ନାହାନ୍ତି ଡୋନାଲ୍ଡ ଟ୍ରମ୍ପ । ବ୍ୟାପକ ଠକେଇ ଅଭିଯୋଗ କରି ନିର୍ବାଚନ ପ୍ରକ୍ରିୟାରେ ନିଜର ବିଜୟ ଦାବି କରୁଛନ୍ତି । ଟ୍ରମ୍ପ ଟ୍ୱିଟ୍ କରି କହିଛନ୍ତି, 'ସୁପରଭାଇଜରମାନଙ୍କୁ ଗଣନା କକ୍ଷରେ ପ୍ରବେଶ କରିବାକୁ ଅନୁମତି ନାହିଁ । ସେ ୭କୋଟି ୧୦…

ଟ୍ରମ୍ପ-ବିଡେନ୍ ଫାଇନାଲ୍ ଡିବେଟ୍: ୪ଟି ପ୍ରସଙ୍ଗରେ ଟକ୍କର ଜୋରଦାର

ଓ୍ୱାଶିଂଟନ୍: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଫାଇନାଲ୍ ଡିବେଟରେ ମୁହାଁମୁହିଁ ହେଲେ ଡୋନାଲ୍ଟ ଟ୍ରମ୍ପ ଓ ଜୋ ବିଡେନ୍ । ଆରୋପ ପ୍ରତ୍ୟାରୋପ ଭିତରେ ଶେଷ ଡିବେଟ୍ ଜୋରଦାର ହୋଇଛି । ଆଜିର ଡିବେଟରେ ଉଠିଥିଲା କରୋନା ଭାଇରସ୍, କୋଭିଡ୍ ଟିକା, ଜାତିବାଦ ଓ ଜଳବାୟୁ ପରିବର୍ତ୍ତନ…