Latest Odisha News

BREAKING NEWS

Browsing Tag

vidya balan

‘ଭୁଲ୍‌ ଭୁଲେୟା ୨’ରେ ପୁଣି ଥରେ ମଞ୍ଜୁଲିକା ହେବେ ବିଦ୍ୟା!

ନୂଆଦିଲ୍ଲୀ: ୨୦୦୭ରେ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଭୁଲ୍‌ ଭୁଲେୟା' ବକ୍ସ ଅଫିସରେ ବେଶ୍‌ ସଫଳତା ହାସଲ କରିଥିଲା। ବର୍ତ୍ତମାନ ଖୁବ୍ ଶୀଘ୍ର ଦର୍ଶକ ଏହି ଚଳଚ୍ଚିତ୍ରର ସିକ୍ୱେଲ୍ ଦେଖିବାକୁ ପାଇବେ। 'ଭୁଲ୍‌ ଭୁଲେୟା ୨'ର ଚଳିତ ରିଲିଜ ହେବାକୁ ଯାଉଛି। ଯେଉଁଥିରେ କାର୍ତ୍ତିକ…

ରାତ୍ରୀ ଭୋଜନ ଯୋଗୁ ଅଧାରୁ ବନ୍ଦ ହୋଇଗଲା ବିଦ୍ୟା ବାଲାନ୍‌ଙ୍କ ସୁଟିଂ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ବର୍ତ୍ତମାନ ମଧ୍ୟପ୍ରଦେଶରେ ତାଙ୍କର ନୂଆ ଚଳଚ୍ଚିତ୍ର 'ଶେର୍‌ନୀ'ର ସୁଟିଂ କରୁଛନ୍ତି। ସେ ଗତ କିଛି ସପ୍ତାହ ଧରି ଏଠାରେ ଥିବା ଜଙ୍ଗଲରେ ଫିଲ୍ମର ଦୃଶ୍ୟ ସୁଟିଂ କରୁଥିଲେ। କିନ୍ତୁ ହଠାତ୍ ତାଙ୍କ ସୁଟିଂ ବନ୍ଦ ହୋଇଯାଇଛି। ସୁଟିଂ ବନ୍ଦ କରିବାର…

‘ଶେରନୀ’ରେ ଆସୁଛନ୍ତି ବିଦ୍ୟା ବାଲାନ, ସୁଟିଂ ଆରମ୍ଭ

ମଧ୍ୟପ୍ରଦେଶ: କରୋନା ମହାମାରୀ ଭିତରେ ସୁଟିଂ ସେଟକୁ ଫେରିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲାନ । ହେଲେ ସୁଟିଂ ଆରମ୍ଭ କରିବା ପୂର୍ବରୁ ବିଦ୍ୟା କରିଛନ୍ତି ସ୍ୱତନ୍ତ୍ର ପୂଜା । ବ୍ଲାକ ସାର୍ଟ ଓ ଡେନିମ ଜିନ୍ସ ପିନ୍ଧିଥିବା ବିଦ୍ୟାଙ୍କ ମୁହଁରେ ରହିଛି ମାସ୍କ । ସୁଟିଂ ସେଟରେ କ୍ରୁ ମେମ୍ବର ପିପିଇ…

ପରିବାର ଛାଡି ଜଙ୍ଗଲକୁ ଯିବେ ବିଦ୍ୟା ବାଲାନ୍ !

ମୁମ୍ବାଇ: ଘଟଣା ମିଛ ନୁହେଁ । ସତକୁ ସତ ପରିବାର ଛାଡି ମଧ୍ୟପ୍ରଦେଶର ବାଲାଘାଟ ଜଙ୍ଗଲକୁ ପଳାଇବେ ଅଭିନେତ୍ରୀ ବିଦ୍ୟା ବାଲାନ୍ । ହେଲେ କାହିଁକି ? ଏହି ପ୍ରଶ୍ନରେ ଧନ୍ଦି ହେଉଛନ୍ତି ବିଦ୍ୟାଙ୍କ ଅଗଣିତ ଫ୍ୟାନ । କରୋନା କଟକଣାକୁ ନେଇ ଅତିଷ୍ଠ ହୋଇପଡିଥିଲେ ବିଦ୍ୟା ବାଲାନ୍ । ଲକଡାଉନ୍…

ବିଦ୍ୟା ବାଲାନ ପିନ୍ଧିଥିବା ଚର୍ଚ୍ଚିତ ସମ୍ବଲପୁରୀ ଗାଣିତିକ ଶାଢୀ କିଣିଲେ ଓଡିଆ ଆଇଆଇଟି ଛାତ୍ରୀ

ଭୁବନେଶ୍ୱର : ନିକଟରେ ରିଲିଜ ହୋଇଥିବା ହିନ୍ଦୀ ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରମୋଶନ ପାଇଁ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଗାଣିତିକ ଶାଢୀର ନିଲାମ ହୋଇଛି । ଏହାକୁ ୫୫ ହଜାର ଟଙ୍କା ଡାକି ନିଲାମ ଜିତିଛନ୍ତି ଓଡିଆ ଝିଅ ଦେବାଂଶି ମିଶ୍ର । ୨୦ ବର୍ଷୀୟ ଦେବାଂଶି…

ନିଲାମ ହେବ ବିଦ୍ୟା ବାଲନଙ୍କ ସମ୍ବଲପୁରୀ ଶାଢ଼ୀ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ସମ୍ବଲପୁରୀ ଶାଢ଼ୀ । ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରମୋସନ ପାଇଁ ବିଦ୍ୟା ବାଲନ ପିନ୍ଧିଥିଲେ ସମ୍ବଲପୁରୀ ଶାଢ଼ୀ । ଏବେ ଏହା ବ୍ରିକି ହେବାକୁ ଯାଉଛି । ଏହି ଶାଢ଼ୀକୁ ଅନ୍‌ଲାଇନ୍‌ରେ ନିଲାମ କରାଯିବ । ଅଗଷ୍ଟ ୧୫ରୁ ଏହି ଶାଢ଼ୀର ନିଲାମୀର…

ସମ୍ବଲପୁର ଶାଢୀରେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ

ଭୁବନେଶ୍ୱର: ଆଜି ମୁକ୍ତି ଲାଭ କରିଥିବା ‘ଶକୁନ୍ତଳାଦେବୀ’ର ପ୍ରମୋସନ ଅବସରରେ ସମ୍ବଲପୁରୀ ଶାଢ଼ି ପିନ୍ଧି ଅଭିନେତ୍ରୀ ବିଦ୍ୟା ବାଲନ୍ ଏବେ ଚର୍ଚ୍ଚାରେ । ଏହି ଶାଢୀ ତାଙ୍କୁ ବେଶ୍ ଭଲ ଲାଗିଥିବା ସେ କହିଛନ୍ତି । ସମ୍ବଲପୁରୀ ଶାଢୀ ପିନ୍ଧିଥିବା ଫଟୋକୁ ବିଦ୍ୟା ବାଲାନ ସୋସିଆଲ ମିଡିଆରେ ପୋଷ୍ଟ…

ଶକୁନ୍ତଳା ଦେବୀରେ ବିଦ୍ୟା ବାଲାନ୍‌ଙ୍କ ହଟ୍‌କେ ଅନ୍ଦାଜ !

ଫିଲ୍ମ ଶକୁନ୍ତଳାରେ ମ୍ୟାଥେମାଟିସିଆନ୍ ଭୂମିକାରେ ନଜର ଆସିବେ ବଲିଉଡ ଆକ୍ଟ୍ରେସ୍ ବିଦ୍ୟା ବାଲାନ୍ । ଟ୍ରେଲର ରିିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ସେ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଟିଜରଟିକୁ ଶେୟାର କରିଛନ୍ତି । View this post on Instagram…

ନୂଆ ମିଶନରେ ବିଦ୍ୟା ବାଲାନ…

ମୁମ୍ବାଇ: ପାଖାପାଖି ଦେଢ ବର୍ଷ ପରେ ବଲିଉଡ୍‌କୁ ଫେରିଛନ୍ତି ଅଭିନେତ୍ରୀ ବିଦ୍ୟା ବଲାନ । ବିଦ୍ୟାଙ୍କ ହାତରେ ଏବେ ଅଫର ଉପରେ ଅଫର୍‌। ଆଗାମୀ ଅଗଷ୍ଟ ୧୫ରେ ତାଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ ରିଲିଜ୍‌ ହେବାକୁ ଯାଉଥିବା ବେଳେ ନିଜ ପରବର୍ତ୍ତି ଫିଲ୍ମ ପାଇଁ ଲଣ୍ଡନରେ ପହଞ୍ଚି ସାରିଲେଣି…