୨୦ ସକାଳ ଯାଏ ଘଡ଼ଘଡ଼ି ବର୍ଷା, ୧୮ରେ ଛେଚିବ କୁଆପଥର
ଭୁବନେଶ୍ୱର: ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଲାଗି ରହିଛି । ପଶ୍ଚିମା ଝଡ଼ ପ୍ରଭାବରେ ୧୭ ସକାଳ ୮ଟା ୩୦ ଯାଏ ଘଡ଼ଘଡ଼ି ଓ ବର୍ଷା ନେଇ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ବର୍ଷା…