Latest Odisha News

BREAKING NEWS

Browsing Tag

WEATHER

ଆଜି ବି ତାତି, ୪ ସହରରେ ପାରଦ ୩୩ ଉପରେ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପାରଦ ଉପର ମୁହାଁ ରହିଛି । ଶୀତ ନଥିବା ବେଳେ ଦିନ ବେଳା ଟାଣ ଖରା ହେଉଛି । ଆଜି ରାଜ୍ୟର ୪ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରୀ ଉପରେ ରହିଥିବା ବେଳେ ୧୨ଟି ସ୍ଥାନରେ ପାରଦ ୩୨ ଡିଗ୍ରୀ ଡେଇଁଛି ।…

ମାଘରେ ନାହିଁ ଶୀତ, ରାଜ୍ୟର ୭ଟି ସ୍ଥାନରେ ୩୨ ଟପିଲା ତାପମାତ୍ରା

ଭୁବନେଶ୍ୱର: ମାଘ ମାସରେ ବି ଶୀତ ନାହିଁ । ରାଜ୍ୟରେ ଏବେ ଭୋରରେ କୁହୁଡ଼ି ଲାଗି ରହୁଥିବା ବେଳେ ଦିନ ବେଳା ଗରମ ଅନୁଭୂତ ହେଉଛି । ଯେମିତି ଲାଗୁଛି ମାର୍ଚ୍ଚ ଅଧା ହେଲାଣି । ଶୀତ ସରି ନଥିବା ବେଳେ ରାଜ୍ୟରେ ଦିନ ତାପମାତ୍ରାରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖା ଦେଇଛି ।…

ଘନ କୁହୁଡ଼ି ନେଇ ୩ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଶୁଖିଲା ପାଗ ଲାଗି ରହିଥିବା ବେଳେ ଶୀତ କମିଛି । ଅନ୍ୟପଟେ ଲାଗି ରହୁଛି କୁହୁ଼ଡ଼ି । ଏଭଳି ପାଗ ଆଉ ୩ ଦିନ ଯାଏ ଲାଗି ରହିବ । ଘନ କୁହୁଡ଼ି ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।…

ଆଉ ୩ ଦିନ ଘନ କୁହୁଡ଼ି, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଶୀତ କମିଥିବା ବେଳେ ଭୋରରୁ ଲାଗି ରହୁଛି ଘନ କୁହୁଡ଼ି । ଏଭଳି ପାଗ ଆଉ ୩ ଦିନ ଯାଏ ଲାଗି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ୧୯ ସକାଳ ଯାଏ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ସ୍ୱଳ୍ପ ବର୍ଷା…

କମୁଛି ଶୀତ, ୩ ଦିନ ଘନ କୁହୁଡ଼ି ଆଶଙ୍କା

ଭୁବନେଶ୍ୱର: ମଧ୍ୟ ଭାରତରେ ସକ୍ରିୟ ରହିଥିବା ଗୁରୁଚାପ ବଳୟ ଏବେ ପୂର୍ବ ମୁହାଁ ହୋଇ ରାଜ୍ୟ ଉପରେ କାୟା ବିସ୍ତାର କରିଛି । ଫଳରେ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ମ ସାମୁଦ୍ରିକ ବାୟୁର ପ୍ରଭାବ ବୃଦ୍ଧି ହେବା ସହ ଶୀତ କମୁଛି । ବାୟୁ ମଣ୍ଡଳରେ ଆଦ୍ରତା ବୃଦ୍ଧି ସହିତ ଆସନ୍ତା ୩ ଦିନ ରାଜ୍ୟର କିଛି…

ହକି ବିଶ୍ୱକପ୍ ବେଳେ ଓଡ଼ିଶାରେ କେମିତି ରହିବ ପାଗ ?

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ କମିଥିବା ବେଳେ ଆଗକୁ ଶୁଖିଲା ପାଗ ରହିବ । ହକି ବିଶ୍ୱକପ୍ ୧୩ ତାରିଖରୁ ଆରମ୍ଭ ହେଉଥିବା ବେଳେ ପାଣିପାଗ ଆକଳନ କହୁଛି ତାପମାତ୍ରା ବଢ଼ିବ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା ୧୪ ତାରିଖ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।…

ଜାଡ଼ରେ ଥରୁଛି ଓଡ଼ିଶା, ଆଉ ୨ ଦିନ ହାଡ଼ଭଙ୍ଗା ଶୀତ

ଭୁବନେଶ୍ୱର: ଉପକୂଳରୁ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶା । ସବୁଠି ଶୀତର ପ୍ରକୋପ ଲାଗି ରହିଛି । ହାଡ଼ଭଙ୍ଗା ଜାଡ଼ରେ ଥୁରୁ ଥୁରୁ ହେଉଛି ସାରା ଓଡ଼ିଶା । ଆଜି କୋରାପୁଟର ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୨୧ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ…

ବଢ଼ିବ ତାପମାତ୍ରା, କମିବ ଶୀତ

ଭୁବନେଶ୍ୱର: ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା । ଆଭ୍ୟନ୍ତରୀଣ ଓଡ଼ିଶା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତର ପ୍ରକୋପ ଅନୁଭୂତ ହେଉଛି । ଆଜି ରାଜ୍ୟର ୧୧ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ୫.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ସହ କନ୍ଧମାଳର ଘୁ.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା…

ବଙ୍ଗୋପସାଗରରେ କାଲି ଲଘୁଚାପ, ୨ ଦିନ ପରେ ବଢ଼ିବ ଶୀତ

ଭୁବନେଶ୍ୱର: ଶୀତରେ ଆସୁଛି ଆଉ ଏକ ଲଘୁଚାପ । ରାଜ୍ୟରେ ଶୁଖିଲା ପାଗ ଲାଗି ରହିଥିବା ବେଳେ ଆସନ୍ତାକାଲି ୧୫ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇପାରେ ଆଉ ଏକ ଲଘୁଚାପ । ଏବେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପାଣିପାଗ ବିଭାଗର ଆକଳନ…

ଘନୀଭୂତ ହେଉଛି ଗଭୀର ଅବପାତ, ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା !

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ସକ୍ରିୟ ରହିଛି । ଏବେ ଗଭୀର ଅବପାତ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଶ୍ରୀଲଙ୍କାର ଟ୍ରିନକୋମାଲି ଠାରୁ ପୂର୍ବରେ ୫୦୦ କିଲୋମିଟର ଏବଂ ଚେନ୍ନାଇ ଠାରୁ…