Latest Odisha News

BREAKING NEWS

Browsing Tag

World Corona

ବିଶ୍ୱରେ ୧୦ ଲକ୍ଷ ଟପିଲା କରୋନା ଡେଥ୍, ଆମେରିକାରେ ମହମାରୀର ତାଣ୍ଡବ

ନୂଆଦିଲ୍ଲୀ: ସାରା ବିଶ୍ୱକୁ କବଳିତ କରିଛି କରୋନା । ମହାମାରୀ ରଚୁଛି ମୃତ୍ୟୁର ତାଣ୍ଡବ । ସାରା ବିଶ୍ୱରେ ୧୦ ଲକ୍ଷ ଟପିଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୨ ହଜାର ୩୮୯ ଆକ୍ରାନ୍ତ ପ୍ରାଣ ହରାଇଲେଣି । ଆମେରିକାରେ ସ୍ଥିତି ସଙ୍ଗୀନ । ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ଏକ ନମ୍ବର…

କରୋନାର ନୂଆ ହଟସ୍ପଟ୍ ଦକ୍ଷିଣ ଏସିଆ, ଭାରତରେ ବଢୁଛି କେସ୍

ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା କୋଟିଏରୁ ଅଧିକ ହେଲାଣି । ମହାମାରୀର ନୂଆ କେନ୍ଦ୍ରସ୍ଥଳ ଭାବରେ ଏବେ ଉଭା ହୋଇଛି ଦକ୍ଷିଣ ଏସିଆ । ବିଶେଷ କରି ଭାରତରେ ସଂକ୍ରମଣ ଗତ ୧୫ ଦିନ ଭିତରେ ରେକର୍ଡ ସ୍ତର ଛୁଇଁଛି । ଭାରତରେ ୩.୧ ପ୍ରତିଶତ ବଢିଛି ସଂକ୍ରମଣ । ଗତ ୧୫ ଦିନରେ ଭାରତରେ କରୋନା…

ସାରା ଦୁନିଆରେ ୯୭ ଲକ୍ଷ ଲୋକଙ୍କୁ କରୋନା

ସାରା ବିଶ୍ୱକୁ ନିଜ ହାତମୁଠାରେ କରି ସାରିଲାଣି ମାରାତ୍ମକ କରୋନା ଭାଇରସ୍ । ୯୭ ଲକ୍ଷ ଲୋକଙ୍କ ସଂକ୍ରମିତ ହେଲେଣି । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭୬ ହଜାର ନୂଆ ପଜିଟିଭ କେସ୍ ସାମନାକୁ ଆସିଛି । ମୃତ୍ୟୁବରଣ କରିଛନ୍ତି ଆଉ ୫ ହଜାର ଲୋକ । ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬ ଲକ୍ଷ ୯୯…