Latest Odisha News

BREAKING NEWS

Browsing Tag

world record

ଗୋଡ ନାହିଁ, କିନ୍ତୁ ଦ୍ରୁତ ଗତିରେ ଦୌଡି କଲେ ବିଶ୍ୱ ରେକର୍ଡ

ୱାଶିଂଟନ: ବାସ୍ତବରେ କୁହାଯାଏ, ମନୋବଳ ଥିଲେ ମନୁଷ୍ୟ ପାଇଁ ସବୁ ଅସମ୍ଭବ ସମ୍ଭବ ହୋଇଥାଏ । ନିକଟରେ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓଟି ଗିନିସ ବିଶ୍ବ ରେକର୍ଡ ପକ୍ଷରୁ ପୋଷ୍ଟ କରାଯାଇଛି । ଏଥିରେ ଜଣେ ଭିନ୍ନକ୍ଷମ କ୍ରୀଡ଼ାବିତ୍‌ ପ୍ରଶିକ୍ଷଣ ନେଉଥିବାର ଝଲକ…

ବୁଲି ବୁଲି ବିଶ୍ୱ ରେକର୍ଡ କଲେ ଦୁଇ ଭାରତୀୟ

ବ୍ୟୁରୋ : ଆାପଣମାନେ ସାଧାରଣତ ସସସ୍ତେ ବିଭିନ୍ନ ଜାଗା ବୁଲିବାକୁ ପସନ୍ଦ କରନ୍ତି  । ଯେମିତିକି ଜୁଲ୍‌ସ ଭର୍ନଙ୍କ ଉପନ୍ୟାସ ‘ଅରାଉଣ୍ଡ୍‌ ଦି ଵାର୍ଲଡ୍‌ ଇନ୍‌ ଏଇଟି ଡେଜ୍‌’ରେ କିପରି ଅଶି ଦିନ ଭିତରେ ବିଶ୍ବ ପରିକ୍ରମା କରିହେବ ସେ ସମ୍ପର୍କରେ ଆମେ ବହିରେ ପଢ଼ିଛନ୍ତି। ହେଲେ ମାତ୍ର ତିନି…

ସ୍କିପିଂ ଖେଳି ବିଶ୍ବ ରେକର୍ଡ ହାତେଇଲା କୁକୁର

ଲୋକମାନେ ନିଜର ଦକ୍ଷତା ବଳରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥାନ୍ତି। ଆପଣମାନେ ବି ମଧ୍ୟ କେବେ ନା କେବେ ଏପରି ଅନେକ ଲୋକଙ୍କୁ ଦେଖିଥିବେ । ଯେଉଁମାନେ ନିଜର ପ୍ରତିଭା ସହିତ ବିଶ୍ୱରେ ରେକର୍ଡ ସୃଷ୍ଟି କରିଥାନ୍ତି। ହେଲେ ଏହା ବି ଜାଣିଥିବେ ମଣିଷ କ୍ଷେତ୍ରରେ ଏହା ସମ୍ଭବ ହୋଇଥାଏ। ହେଲେ ଆମେ…

[ଭିଡିଓ] ଉଡନ୍ତା ହେଲିକପ୍ଟରରେ ଝୁଲନ୍ତା ଅବସ୍ଥାରେ ବିଶ୍ୱ ରେକର୍ଡ ସ୍ଥାପନ

ଭୁବନେଶ୍ୱର: ପ୍ରତିବର୍ଷ ଅନେକ ଲୋକ ଭିନ୍ନଭିନ୍ନ କାରନାମା ଜରିଆରେ ବିଶ୍ୱ ରେକର୍ଡ ସ୍ଥାପନ କରିବାରେ ନଜିର ରହିଛି । ସେଥିମଧ୍ୟରୁ କିଛି ଅଜବ, ତାଜୁବକର ଓ ରୋମାଂଚକ କିମ୍ବା ବିପଦପୂର୍ଣ୍ଣ ଘଟଣା ମଧ୍ୟ ସାମ୍ନାକୁ ଆସିଥାଏ । ଏହି ଧାରାରେ ଜଣେ ବ୍ୟକ୍ତି ଏକ ଉଡନ୍ତା ହେଲିକପ୍ଟରରେ କିଛି ଚକିତକର…

୮୪ ସେକେଣ୍ଡରେ ୮୪ଟି ସେରାମିକ୍ ଟାଇଲ୍ ଭାଙ୍ଗି ବିଶ୍ୱ ରେକର୍ଡ ସୃଷ୍ଟି କଲେ ଏହି ୧୩ ବର୍ଷିୟା ବାଳିକା

ହାଇଦ୍ରାବାଦ: ସୋମବାର ହାଇଦ୍ରାବାଦର ଜଣେ ୧୩ ବର୍ଷର ବାଳିକା ୮୪ ସେକେଣ୍ଡରେ ୮୪ଟି ସେରାମିକ୍ ଟାଇଲ୍ ଭାଙ୍ଗି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ପ୍ରତିବର୍ଷ ଜୁନ୍ ୨ ରେ ପାଳନ କରାଯାଉଥିବା ତେଲେଙ୍ଗାନା ଗଠନ ଦିବସ ଅବସରରେ କରାଟେ ବ୍ଲାକ୍ ବେଲ୍ଟ ଧାରକ ଗାନା ସନ୍ଥୋସିନ୍ ରେଡ୍ଡି କହିଛନ୍ତି…

ରେକର୍ଡ ଭାଙ୍ଗିଲା କେଜିଏଫ-୨ ଟିଜର୍‌

ହାଇଦ୍ରାବାଦ: ୟଶ ଓ ସଂଜୟ ଦତ୍ତଙ୍କ ଆଗାମୀ ଫିଲ୍ମ କେଜିଏଫ-୨ । ଦର୍ଶକଙ୍କ ମନକୁ ଆନ୍ଦୋଳିତ କରିବା ପାଇଁ ବାସ୍ ଏହି ଫିଲ୍ମର ଟାଇଟଲ୍ ହିଁ ଯଥେଷ୍ଟ । ନିକଟରେ ଏହି ଫିଲ୍ମର ଟିଜର୍ ବେଶ ଧମାକାଦାର ଅନ୍ଦାଜରେ ୟୁଟ୍ୟୁବ୍‌ରେ ରିଲିଜ୍ ହୋଇଥିଲା । ମାତ୍ର କିଛି ଘଣ୍ଟାର ବ୍ୟବଧାନରେ ଏହାର ଟିଜର୍ ଏକ…

୫୮ ମିନିଟ୍‌ରେ ୪୬ଟି ବ୍ୟଞ୍ଜନ ରାନ୍ଧି ବିଶ୍ୱ ରେକର୍ଡ ସୃଷ୍ଟି କଲେ ଏହି କୁନି ଝିଅ

ଚେନ୍ନାଇ: ତାମିଲନାଡୁରେ ଜଣେ ୧୦ ବର୍ଷର ଝିଅ ୫୮ ମିନିଟରେ ୪୬ ଟି ବ୍ୟଞ୍ଜନ ତିଆରି କରି ୟୁନିକୋ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ମଙ୍ଗଳବାର ରାଜଧାନୀ ଚେନ୍ନାଇରେ ଏସ୍‌ଏନ୍‌ ​​ଲକ୍ଷ୍ମୀ ନାମକ ଜଣେ ଝିଅ ଏହି ରେକର୍ଡ କରିଛନ୍ତି। ଦେଶବ୍ୟାପୀ ଲକ୍‌ଡାଉନ୍…

ବିଶ୍ୱ ରେକର୍ଡ: ଗୋଟିଏ ମୁଦିରେ ୧୨ ହଜାର ୬୩୮ଟି ହୀରା

ନୂଆଦିଲ୍ଲୀ: ଗୋଟିଏ ମୁଦିରେ ଲାଗିଛି ୧୨ ହଜାର ୬୩୮ଟି ହୀରା । ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଛି ନାଁ । ହେଲେ ଏପରି ହିଁ ହୋଇଛି । ଭାରତର ଡାଇମଣ୍ଡ ହବ୍ କୁହାଯାଉଥିବା ସୁରତର ଜଣେ ୨୫ ବର୍ଷୀୟ ଜୁଏଲର ହରୀଶ ବଂଶଲ ଏପରି ଏକ ମୁଦି ତିଆରି କରିଛନ୍ତି । ଯେଉଁଥିରେ ଲାଗିଛି ୧୨ ହଜାର ୬୩୮ଟି ହୀରା…

୪ଟି ଭାଷାର‌େ ରାଇମସ୍ ଗାଇ ୱାଲ୍ଡ ରେକର୍ଡ କଲେ କଟକର କୁନି ପୁଅ

କଟକ: ଓଡିଆ ଭାଷା ସମେତ ପ୍ରାୟ ୪ଟି ଭାଷା‌ରେ ୩୬ ପ୍ରକାରର ରାଇମସ୍ ଗାଇ ବିଶ୍ବ ରେକର୍ଡ କରିବାର ହକଦାର ହୋଇଛନ୍ତି କଟକର ଜଣେ କୁନି ପୁଅ। କେ. ସାଇ ପ୍ରତ୍ୟୁଷ ନାମକ ଏହି ଶିଶୁର ବୟସ ୩ ବର୍ଷରୁ କମ୍ ହେବ ବୋଲି ଜଣାପଡିଛି। ସେ ଓଡିଆ, ହିନ୍ଦୀ, ଇଂରାଜୀ ଓ ତେଲୁଗୁ ଭଳି ୪ଟି ଭାଷାର‌େ…

ଏକ ମିନିଟ୍‌ରେ ୩୪ଟି ପୁଲ୍‌ଅପ୍‌ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ଏହି ମହିଳା

ନୂଆଦିଲ୍ଲୀ: ଆମେରିକାର ପଶ୍ଚିମ ଭର୍ଜିନିଆରେ ଅବସ୍ଥିତ ଫିଟନେସ୍ ପ୍ରଶିକ୍ଷକ ରୁପା ହୁଲେଟ୍ ଏକ ଏକ ମିନିଟରେ ୩୪ ଟି ପୁଲ୍‌ଅପ୍‌ସ ମାରି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ନିଜ ନାଁକୁ ସାମିଲ୍ କରିଛନ୍ତି। ରୁପା କହିଛନ୍ତି ଯେ ସେ ଲକ୍‌ଡାଉନ୍‌ ସମୟରେ ଟାଇମପାସ୍‌ ପାଇଁ ଅନେକ ଫିଟ୍‌ନେସ…