Latest Odisha News
Browsing Tag

Xi jinping

ସାଂଘାଇ ସହଯୋଗ ସଂଗଠନ ବୈଠକରେ ଯୋଗ ଦେବେ ସି ଜିନ୍‌ପିଙ୍ଗ, ଭିସି ଜରିଆରେ ଦେବେ ଭାଷଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ସମସ୍ତଙ୍କ ନଜର ରହିଛି। ଆସନ୍ତା ସପ୍ତାହରେ ହେବାକୁ ଥିବା ଏହି ସମ୍ମିଳନୀର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଯୋଗଦେବେ। ଏକ ସରକାରୀ ବିବୃତ୍ତି…

ଏଲଏସିରେ ମୁତୟନ ଚୀନ ସୈନିକଙ୍କ ସହ କଥା ହୋଇ ଯୁଦ୍ଧ ପ୍ରସ୍ତୁତିର ସମୀକ୍ଷା କଲେ ଜିନପିଙ୍ଗ

ନୂଆଦିଲ୍ଲୀ: ଲଦାଖ ଏଲଏସିରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଥମୁନି । ସେପଟେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଯୁଦ୍ଧ ପ୍ରସ୍ତୁତି ନେଇ ସୈନିକଙ୍କ ସହ ଆଲୋଚନା କରିଛନ୍ତି । ଶୁକ୍ରବାର ଚୀନର ସରକାରୀ ଗଣମାଧ୍ୟମ ଏ ସୂଚନା ଦେଇଛି । ପିଏଲଏ ମୁଖ୍ୟାଳୟରୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ…

G20 ସମ୍ମିଳନୀରେ ସି ଜିନପିଙ୍ଗଙ୍କ ସହ ହାତ ମିଳାଇଲେ ପିଏମ୍ ମୋଦି

ନୂଆଦିଲ୍ଲୀ: ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ହେଲା ଏଲଏସିରେ ଭାରତ-ଚୀନ ମଧ୍ୟରେ ତିକ୍ତତା ଲାଗି ରହିଛି । ଅନ୍ୟପଟେ କରୋନା ପରେ ଭାରତ ଅନେକ ଚୀନ ସାମଗ୍ରୀ ଆମଦାନୀ ଉପରେ କଟକଣା ଲଗାଇଛି । ଯାହାକୁ ନେଇ ଚୀନ ମଧ୍ୟ ଭାରତ ଉପରେ ଖପ୍ପା ରହିଛି । ଏଭଳି ସ୍ଥିତିରେ ଚୀନ ରାଷ୍ଟ୍ରପତି ସି…

ଚୀନ୍ କୌଣସି ଦେଶ ଉପରେ ଆକ୍ରମଣ କରି ନାହିଁ କି ଏକ ଇଞ୍ଚ ଜମି ବି ନେଇନାହିଁ: ଜିନପିଙ୍ଗ

ନୂଆଦିଲ୍ଲୀ: ଜିନପିଙ୍ଗ ବାଇଡେନଙ୍କୁ କହିଛନ୍ତି ଯେ ଚୀନ୍ ଲୋକମାନେ ସର୍ବଦା ଶାନ୍ତି ବଜାୟ ରଖିବାକୁ ଭଲ ପାଆନ୍ତି। ଚୀନ୍‌ର ରକ୍ତରେ କୌଣସି ଆକ୍ରୋଶ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପିପୁଲ୍ସ ରିପବ୍ଲିକ୍ ପ୍ରତିଷ୍ଠା ହେବା ଦିନଠାରୁ ଚୀନ୍ କୌଣସି ଯୁଦ୍ଧ କିମ୍ବା ବିବାଦ ଆରମ୍ଭ କରି…

କରୋନା ବିରୋଧୀ ଲଢ଼େଇରେ ସାହାଯ୍ୟ ପାଇଁ ମୋଦିଙ୍କୁ ଜିନପିଙ୍ଗଙ୍କ ଚିଠି

ନୂଆଦିଲ୍ଲୀ: ଭୂତାଣୁ ବିରୋଧରେ ଭାରତ ଲଢ଼ୁଛି । ପ୍ରତିଦିନ ଦେଶରେ ନୂଆ ନୂଆ ରେକର୍ଡ କରୁଛି କରୋନା । ସପ୍ତାହେରୁ ଅଧିକ ଦିନ ହେଲାଣି ବିଶ୍ୱରେ ଦୈନିକ ସଂକ୍ରମଣ ମାମଲାରେ ଭାରତ ସଭା ଉପରେ ରହିଛି । ଭାରତର ଏଭଳି ଜରୁରୀକାଳୀନ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାର୍ତ୍ତା ପଠାଇଛି ଚୀନ ।…

ଆର୍ଥିକ ସ୍ତରରେ ଚୀନକୁ ବୁଦ୍ଧି ଶିଖାଇବ ଭାରତ

ନୂଆଦିଲ୍ଲୀ : ଗଲଓ୍ବାନ ଘାଟି ସଂଘର୍ଷ ପରେ ଚୀନ ବିରୋଧରେ ମୋର୍ଚ୍ଚା ଖୋଲିଛି ଭାରତ । କୁଟନୈତିକ ଓ ସାମରିକ ସହ ଆର୍ଥିକ ସ୍ତରରେ ଜବାବ ଦେବାକୁ ରଣନୀତି ହେଉଛି । ହାତରେ ନମାରି ଭାତରେ ମାରିବ ଭାରତ । ସୂଚନା ଅନୁସାରେ ଚୀନରୁ କେଉଁ ସବୁ ସମାଗ୍ରୀ ଆମଦାନୀ ହେଉଛି ସେସବୁର ତାଲିକା ପ୍ରସ୍ତୁତ…

ଆଜି ମୋଦି-ଜିନପିଙ୍ଗ ଭେଟ, ଚେନ୍ନାଇରେ ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଦକ୍ଷିଣ ଭାରତର ପ୍ରାଚୀନ ନଗର ତଥା ତାମିଲନାଡୁର ମମଲ୍ଲାପୁରମରେ ଆୟୋଜିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ଅନୌପଚାରିକ ଆଲୋଚନା ହେବା ନେଇ…