Latest Odisha News

BREAKING NEWS

Browsing Tag

yoga

ଭୁବନେଶ୍ଵରିଆଙ୍କୁ ଯୋଗ ପସନ୍ଦ ନୁହେଁ !

ଭୁବନେଶ୍ୱର: ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ। ତା ପୂର୍ବରୁ ଯୋଗ ଅଭ୍ୟାସକୁ ନେଇ ଆସିଥିବା ଏକ ରିପୋର୍ଟରୁ ଭୁବନେଶ୍ଵରବାସୀଙ୍କୁ ଯୋଗ ବେଶୀ ପସନ୍ଦ ନୁହେଁ ବୋଲି ଜଣାପଡ଼ିଛି। କରୋନା ସଂକ୍ରମଣ ଆରମ୍ଭ ହେବା ପୂର୍ବରୁ ଯୋଗକୁ ନେଇ ବହୁତ ଚର୍ଚ୍ଚା ବହୁତ ପ୍ରଚାର ପ୍ରସାର ହୋଇଥିଲା। ଏବେ…

ମାନସିକ ଚାପ ଏବଂ ଚିନ୍ତା ଦୂର କରିବା ପାଇଁ ଆପଣାନ୍ତୁ ଏହି ସରଳ ଯୋଗାଭ୍ୟାସ

ମାନସିକ ଚାପ ଆମମାନଙ୍କ ସ୍ଵାସ୍ଥ୍ୟରେ ଏକ ନକରାତ୍ମକ ପ୍ରଭାବ ପକାଇଥାଏ । ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ପ୍ରାୟ ଲୋକ ବିଭିନ୍ନ କାରଣକୁ ନେଇ ଲୋକେ ଚିନ୍ତାରେ ରହୁଥିବା ଦେଖିବାକୁ ମିଳୁଛି । ଯେତେବେଳେ ମାନସିକ ଚାପ ଏବଂ ଦୁଶ୍ଚିନ୍ତା ଏକା ସଙ୍ଗେ ମାଡିବସେ ସେତେବେଳେ ଅବସାଦ ବା ଅନ୍ୟ…

‘ଯୋଗ’ ଶବ୍ଦର ପ୍ରକୃତ ସଂଜ୍ଞା କ’ଣ, ଜାଣନ୍ତୁ

ଭୁବନେଶ୍ୱର: ଯୋଗ' ଶବ୍ଦଟି କାନରେ ପଡ଼ିବା ମାତ୍ରେ ଜଣେ ବ୍ୟକ୍ତି ବିଭିନ୍ନ ପ୍ରକାରର ନିୟନ୍ତ୍ରିତ ଶାରୀରିକ ଭଙ୍ଗୀ ତଥା ଅଙ୍ଗଚାଳନା କରୁଥବାର ଚିତ୍ର ଆମ ମନରେ ଭାସିଉଠେ । ଅଧିକାଂଶ ବ୍ୟକ୍ତି ଭାବନ୍ତି ଯୋଗ ହେଉଛି କେତୋଟି ଆସନ ଓ ପ୍ରାଣାୟାମର ନିୟମିତ ଅଭ୍ୟାସ । କିନ୍ତୁ ଯୋଗାଭ୍ୟାସ ଏତିକିରେ…

ବ୍ଲୁ ଫ୍ଲାଗ ବିଚ୍‌ରେ ଯୋଗ କଲେ କୋଭିଡ ଯୋଦ୍ଧା

ପୁରୀ: ଯୋଗ କଲେ କୋଭିଡ ଯୋଦ୍ଧା । କୋଭିଡକୁ ମାତ ଦେଇଥିବା ଯୋଦ୍ଧାମାନେ ପୁରୀ ବ୍ଲୁଫ୍ଲାଗ ବିଚ୍‌ରେ ଏକାଠି ହୋଇ ଯୋଗ କରିଛନ୍ତି । ଆଜି ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଜିଲ୍ଲା ପ୍ରଶାସନ । ଏହି କାର୍ଯ୍ୟକ୍ରମର ନାଁ ରହିଥିଲା ‘ମୋ ବିଚ୍ ମୋ ଯୋଗ’ । ଅନ୍ୟ ଆକ୍ରାନ୍ତଙ୍କୁ ସାହାସ…

[ଭାଇରାଲ୍ ଭିଡିଓ] ମାଟି କାମୁଡିଲେ ବାବା ରାମଦେବ !

ଉତ୍ତରପ୍ରଦେଶ: ଉପରୋକ୍ତ ହେଡ୍ ଲାଇନ୍ସଟି ପଢିଲେ ଅଡୁଆ ଲାଗୁଥିବ ନିଶ୍ଚୟ । ହେଲେ ଏହି ଘଟଣାଟି ସତରେ ଘଟିଛି । ବେଶି ପୁରୁଣା ନୁହେଁ ବରଂ ଆଜି ହିଁ ଯୋଗ କରୁଥିବା ଅବସ୍ଥାରେ ଗଳିପଡିଥିଲେ ଯୋଗ ଗୁରୁ ବାବା ରାମଦେବ । ତେବେ ଜଣେ ମହାନ ଯୋଗ ଗୁରୁର ଆଖ୍ୟା ଅର୍ଜନ କରିଥିବା ବାବା ରାମଦେବ…

ଆମେରିକାରେ ଅନ୍ତର୍ଜାତୀୟ ଯୋଗ ଦିବସ: ପ୍ରବାସୀ ପାଳିବେ ‘ଯୋଗ ଫ୍ରମ୍ ହୋମ୍‌’ !

ୱାଶିଂଟନ୍ ଡିସି: ଜୁନ୍ ୨୧ ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ ଅନ୍ତର୍ଜାତୀୟ ଯୋଗ ଦିବସ । ତେବେ ଚଳିତ ବର୍ଷ ଏହି ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ କରୋନା ମହାମାରୀ ଯୋଗୁଁ ବିଭିନ୍ନ ଷ୍ଟାଡ଼ିୟମରେ ଯେପରି ପାଳିତ ହେଉଥିଲା ସେଥିରେ କଟକଣା ରହିଛି । ଏହି ପରିପ୍ରେକ୍ଷୀରେ ଆମେରିକାରେ ରହୁଥିବା…

ଦୈନନ୍ଦିନ ଜୀବନରେ ଯୋଗର ଉପକାରିତା

(ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗଗୁରୁ ଦୀପକ ରଞ୍ଜନ ବେହେରାଙ୍କ ଆଲେଖ) ମନୁଷ୍ୟ ଶରୀର ରୋଗର ମନ୍ଦିର, ମନୁଷ୍ୟର ଦେହ ଅଛି ଅର୍ଥାତ୍ କିଛି ନା କିଛି ରୋଗ ରହିଛି । ମନୁଷ୍ୟ ଶରୀରରେ ଅନେକ ପ୍ରକାରର ଛୋଟ ବଡ ରୋଗର ଲକ୍ଷଣ ଦେଖିବାକୁ ମିଳିଥାଏ । କିନ୍ତୁ ଯଦି ଆମ ଜୀବନଧାରାରେ ପ୍ରତ୍ୟେକ ଦିନ…

ଲକ୍‌-ଡାଉନ୍ ଭଙ୍ଗ; ମାଡ ବଦଳରେ ମିଳୁଛି ଯୋଗାସନ ଦଣ୍ଡ !

ମହାରାଷ୍ଟ୍ର: ଲକ୍‌-ଡାଉନ୍ ଭାଙ୍ଗି ସକାଳେ କରୁଥିଲେ ପ୍ରାତଃ ଭ୍ରମଣ । ଧରାପଡିଥିଲେ ପୋଲିସ ହାତରେ । ହେଲେ ମାଡ ବଦଳରେ ଦଣ୍ଡ ସ୍ୱରୂପ ମିଳିଥିଲା ଯୋଗାସନ କରିବା ପାଇଁ ନିର୍ଦ୍ଦେଶ । ପୁଣେ ପୋଲିସର ଏପରି ପଦକ୍ଷେପ ସାରା ଭାରତରେ ଚର୍ଚ୍ଚା ସାଉଣ୍ଟିଛି । #WATCH Maharashtra: Police…

ଦେଖନ୍ତୁ ଭିଡ଼ିଓ: ଇନଷ୍ଟାଗ୍ରାମରେ ଭାଇରାଲ୍ ହେଉଛି ବିଦେଶୀ ତରୁଣୀଙ୍କ ଏହି କଷ୍ଟସାଧ୍ୟ ଯୋଗାସନ !

ନୂଆଦିଲ୍ଲୀ: ମହାନ ଭାରତୀୟ ସଂସ୍କୃତି ଓ ହିନ୍ଦୁ ପରମ୍ପରାରେ ଯୋଗକୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଛି ।  ଯୋଗମୁଦ୍ରା ଓ ଆସନକୁ ନେଇ ସମଗ୍ର ବିଶ୍ୱରେ ଏବେ ଗବେଷଣା ଚାଲିଥିବା ବେଳେ ସୋସିଆଲ୍ ମିଡ଼ିଆରେ ଜଣେ ବିଦେଶୀ ତରୁଣୀଙ୍କ କଷ୍ଟସାଧ୍ୟ ଯୋଗାସନ ଏବେ ଭାଇରାଲ୍ ହେବାରେ ଲାଗିଛି ।…

ନୂଆ କରି ଯୋଗ କରୁଥିଲେ ଧ୍ୟାନରେ ରଖନ୍ତୁ ଏହିସବୁ କଥା

ଭୁବନେଶ୍ୱର: ନିୟମିତ ଯୋଗ କରିବା ଦ୍ୱାରା ଶାରୀରିକ, ମାନସିକ ଭାବେ ଆମେ ସୁସ୍ଥ ରହିଥାଉ । ଯୋଗ ଶରୀରକୁ ନିରୋଗ ରଖିବା ସହ ମନକୁ ସୁସ୍ଥ ଓ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଯଦି ଆପଣ ନୂଆ କରି ଯୋଗ କରିବା ଆରମ୍ଭ କରିଛନ୍ତି, ତା ହେଲେ ଆପଣଙ୍କୁ କିଛି ଦିଗ ପ୍ରତି ଧ୍ୟାନ ଦେବା…