Latest Odisha News

BREAKING NEWS

Browsing Tag

Youth Killed

ସୀମାନ୍ତରେ ଲାଲ୍ ହିଂସା, ଘରୁ ଡାକି ନେଇ ଗଳା କାଟି ଦେଲେ ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରିଛି ଲାଲ୍ ବାହିନୀ । ମୃତକ ଫରେଷ୍ଟଗାଓ ଥାନା ଖଡ଼କାଗାଓର ରାମଲାଲ ପୋଡାଇ । ବିଳମ୍ବିତ ରାତିରେ ୧୦ରୁ ୧୫ଜଣ ସଶସ୍ତ୍ର ନକ୍ସଲ ଖଡକାଗାଓ…

[ଦେଖନ୍ତୁ ଭିଡିଓ] ଅଧରାତିରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ ଗିରଫ

ନବରଙ୍ଗପୁର: ଅଶାନ୍ତ ନବରଙ୍ଗପୁର । କଥା କଥାରେ ବୁଲୁଛି ଖଣ୍ଡା । ବିଚ୍ ରାସ୍ତାରେ ଗଡ଼ୁଛି ମୁଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ ହୋଇଥିବା ଆକ୍ରମଣରେ ଶେଖ୍ ନିଜାମଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ କିଛି ଯୁବକ ପୁରୁଣା କଥାକୁ କେନ୍ଦ୍ର କରି ଶେଖ୍ ନିଜାମଙ୍କୁ ମାରି…

ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ରାତିରୁ ରାଜପଥ ଅବରୋଧ

ସୋନପୁର: ସୋନପୁର-ସମ୍ବଲପୁର ରାଜ୍ୟ ରାଜପଥରେ ଯାତାୟତ ଠପ୍ । ମଙ୍ଗଳବାର ରାତିରୁ ରାସ୍ତା ଅବରୋଧ କରିଛନ୍ତି ନାୟକପଡ଼ା ଗ୍ରାମବାସୀ । ଗତକାଲି ସନ୍ଧ୍ୟାରେ ଏକ ଘରୋଇ ଯାତ୍ରୀବାହୀ ବସ ନାୟକପଡ଼ାର ଅଭିମନ୍ୟୁ ସାହୁଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଅଭିମନ୍ୟୁଙ୍କ ମୃତ୍ୟୁ ହୋଇଥିଲା ।…

ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ଲାଗି ଶିକାରୀ ମୃତ

ସୋନପୁର: ବାରହା ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ ତାର । କିନ୍ତୁ ନିଜେ ଶିକାର ହୋଇଗଲେ ଶିକାରୀ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶିକାରୀଙ୍କ ଜୀବନ ଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ଜଙ୍ଗଲରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ମୃତକ ହେଲେ…

ରାଜଧାନୀରେ ରକ୍ତପାତ: ସାମାନ୍ୟ ବଚସାରୁ ବୀଭତ୍ସ ହତ୍ୟା

ଭୁବନେଶ୍ୱର: ରାଜଧାନୀରେ ରକ୍ତପାତ । ସାମାନ୍ୟ ବଚସାରୁ ବୀଭତ୍ସ ହତ୍ୟାକାଣ୍ଡ । ଜଣେ ମୋବାଇଲ୍ ଦୋକାନୀଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନା ରଘୁନାଥପୁର ମନ୍ଦିର ନିକଟରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ସନାତନ ରାଉତ । ଗତକାଲି ରାତି ୧୨ଟା ବେଳେ…

ଯୁବକଙ୍କୁ ପିଟିପିଟି ହତ୍ୟା, ଟଙ୍କା ଓ ମୋବାଇଲ୍ ଲୁଟ୍

କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ବଡ଼ଭୂଇଁ ଗ୍ରାମର ସୁଜିତ ସାହାଣୀ ନାମକ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ସହ ୩୦ ହଜାର ଟଙ୍କା ଓ ମୋବାଇଲ୍ ଲୁଟ୍ ହୋଇଛି। ତେବେ ହତ୍ୟାକାରୀଙ୍କ ସମ୍ପର୍କରେ କିଛି ସୂଚନା ମିଳିନାହିଁ। ଗତକାଲି ରାତିରେ ବଡ଼ଭୂଇଁ ଗ୍ରାମର ଟିପେଇ ସାହାଣୀ ଓ…

ଯୁବକଙ୍କ ଅଧା ପୋଡ଼ା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ନୟାଗଡ଼: ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ନୟାଗଡ଼ ଜିଲ୍ଲା ରଣପୁରରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ହେଲେ ଭୂତଡିହି ଗାଁର ବଳଭଦ୍ର ବଳିଆରସିଂ । ଗୁଣ୍ଡୁରାବାରି ଜଙ୍ଗଲରୁ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ବଳଭଦ୍ରଙ୍କୁ ହତ୍ୟା ପରେ ଗୁଣ୍ଡୁରାବାରି…