Latest Odisha News

BREAKING NEWS

ଇଣ୍ଟରନେଟ୍ ସେବା ବନ୍ଦ କଲା ତାଲିବାନ

ପଞ୍ଜଶୀର: ପଞ୍ଜଶୀର ଉପତ୍ୟକାରେ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛି ତାଲିବାନ। ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କୁ ଟ୍ୱିଟରରେ ବାର୍ତ୍ତା ବାଣ୍ଟିବାକୁ ରୋକିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି।

BjdElectrycity

ପଞ୍ଜଶୀର ହେଉଛି ଏକମାତ୍ର ଆଫଗାନିସ୍ତାନ ପ୍ରଦେଶ ଯାହା ଏପର୍ଯ୍ୟନ୍ତ ତାଲିବାନ ନିୟନ୍ତ୍ରଣକୁ ଆସିନାହିଁ। ପଞ୍ଜଶୀର ଅନେକ ତାଲିବାନ ବିରୋଧୀ ଏକାଠି ହୋଇଛନ୍ତି। ଆଫଗାନିସ୍ତାନ ବିଦ୍ରୋହୀ କମାଣ୍ଡର ଅହମ୍ମଦ ଶାହା ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ ବର୍ତ୍ତମାନ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ସହ ପଞ୍ଜଶୀର ଉପତ୍ୟକାରେ ଅଛନ୍ତି।

Leave A Reply

Your email address will not be published.