Latest Odisha News

BREAKING NEWS

ବାଣୀବିହାରରେ ଛାତ୍ର ଉତ୍ତେଜନା

ଭୁବନେଶ୍ୱର: ପୁଣି ଅଶାନ୍ତ ବାଣୀବିହାର କ୍ୟାମ୍ପସ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏହାପରେ ବିଳମ୍ବିତ ରାତିରେ ହଷ୍ଟେଲରେ ଗାଡି ପୋଡ଼ିଦେଲେ ଦୁର୍ବୃତ୍ତ । ଏହି ଘଟଣାକୁ ନେଇ ବାଣୀବିହାର ଛାତ୍ର ନିବାସରେ ଚାପା ଉତ୍ତେଜନା ଦେଖାଦେଇଛି ।

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଦୁର୍ବୃତ୍ତ ଗାଡି ପୋଡ଼ିଦେଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ପହଞ୍ଚି ଖୋଳତାଡ କରୁଛି । କ୍ୟାମ୍ପସରେ ପୋଲିସ ମୁତୟନ ଅଛନ୍ତି ।

Leave A Reply

Your email address will not be published.