Latest Odisha News

BREAKING NEWS

ଥାଲାଭି ଫିଲ୍ମ ସେଟରେ କଙ୍ଗନାଙ୍କ ଭାରତନାଟ୍ୟମ

ଚେନ୍ନାଇ : ବଲିଉଡର ଗ୍ଲାମରସ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ଜୟଲଳିତାଙ୍କ ଆତ୍ମଜୀବନୀ ଫିଲ୍ମରେ ଅଭିନୟ ନେଇ ଚର୍ଚ୍ଚାରେ ରହିଛନ୍ତି । ଥାଲାଭି ନାମକ ଏହି ଫିଲ୍ମର ଶୁଟିଂ ଜୋରସୋରରେ ଆରମ୍ଭ ହୋଇଯାଇଛି ।

ଏହି ଫିଲ୍ମରେ କଙ୍ଗନା ଭାରତ ନାଟ୍ୟମ କରୁଥିବା ଦୃଶ୍ୟ ସୋସିଆଲ ନେଟୱର୍କିଂ ସାଇଟରେ ଶେୟାର କରିଛନ୍ତି । ଯାହାକୁ ବେଶ୍ ପସନ୍ଦ କରାଯାଉଛି ।

ଏବେ ରିଲିଜ ହୋଇଥିବା ପଙ୍ଗା ଫିଲ୍ମରେ ମଧ୍ୟ ସେ ପ୍ରଶଂସନୀୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।ଫିଲ୍ମର ପ୍ରଥମ ପୋଷ୍ଟର ପ୍ରକାଶ ପାଇବା ପରେ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିଛି ।

Leave A Reply

Your email address will not be published.