ଭୁବନେଶ୍ୱର: ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ କେ.ପି ଧଳସାମନ୍ତଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେ.ପି ଧଳସାମନ୍ତ ମିଲିଟାରୀ ଅପରେସନର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ତାଙ୍କ ବିୟୋଗରେ ଅପୂରଣୀୟ କ୍ଷତି ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।
ସେ କହିଛନ୍ତ ଯେ, ତାଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଓଡ଼ିଶାର ଜଣେ ନିଡର ସମର୍ଥକ, ସାମରିକ ବାହିନୀର ସଂସ୍କୃତି ଏବଂ ମୂଲ୍ୟବୋଧରେ ଧଳସାମନ୍ତ ମିଲିଟାରୀ ଜେନେରାଲ୍ସଙ୍କ ମଧ୍ୟରୁ ଅନ୍ୟତମ । ସେ ମିଲିଟାରୀ ଅପରେସନର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ । ତାଙ୍କ ବିୟୋଗରେ ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
BREAKING NEWS
- Statewide ‘Daman’ Drive:୨୧ରୁ ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ;ଅପରାଧୀଙ୍କ ଉପରେ ନଜର…
- PM Modi flags climate inequality:ବିକଶିତ ଦେଶଗୁଡ଼ିକରେ କାର୍ବନ୍ ନିର୍ଗମନ ଭାରତ ତୁଳନାରେ ଛଅ ଗୁଣ ଅଧିକ: ପ୍ରଧାନମନ୍ତ୍ରୀ ମୋଦୀ
- ଅଗରକର ଦେଲେ ଇସ୍ତଫା ପତ୍ର: ଚିଫ୍ ସିଲେକ୍ଟର ପଦରୁ ଓହରିବାକୁ ନେଇଛନ୍ତି ନିଷ୍ପତ୍ତି
- ପୁଣି ଡରାଉଛି ପାଣିପାଗ: ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୨୨ ତାରିଖରୁ ବଢ଼ିବ ବର୍ଷାର ପରିମାଣ, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
- ହ୍ୱାଟ୍ସଆପ୍ରେ ଘୂରି ବୁଲିଲା ଇଂରାଜୀ ପ୍ରଶ୍ନପତ୍ର: ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ବଡ଼ ନିଷ୍ପତ୍ତି, ପରୀକ୍ଷା ଘୁଞ୍ଚିଲା
- ମାତ୍ରାଧିକ ଚା’ ପିଉଥିଲେ ସାବଧାନ! ଗଳା କର୍କଟର ଆଶଙ୍କା ବଢ଼ିପାରେ ବୋଲି ସତର୍କ କଲେ ବୈଜ୍ଞାନିକ
- ଗୋପାଳପୁର ଡପଲର ରାଡାର ପୁଣି ଅଚଳ: ୨୨ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବା ନେଇ ଆଶା
- ୨୦ତମ ଏସୀୟ କ୍ରୀଡ଼ାର ଶୁଭାରମ୍ଭ: ମନୁ ଭାକର, ପୱନ ସେହରାୱତ କଲେ ଭାରତୀୟ ଦଳର ନେତୃତ୍ବ
- କାରରେ କ୍ଷମତାଠାରୁ ଅଧିକ ଯାତ୍ରୀ ବସାଉଛନ୍ତି କି? ସାବଧାନ, କଟିବ ମୋଟା ଅଙ୍କର ଚାଲାଣ
- ବିଲ୍ ବାକି ଥିବାରୁ ୨୫ଟି ସ୍କୁଲର ଲାଇନ୍ କଟିଲା, ଗଛମୂଳେ ଛାତ୍ରଛାତ୍ରୀ

Comments are closed.