Latest Odisha News

BREAKING NEWS

Browsing

Video

‘ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନି କେନ୍ଦ୍ର’, ନିଜ ଇଚ୍ଛାରେ ଚୟନ କରିବେ ନିର୍ବାଚନ କମିଶନ!

ଭୁବନେଶ୍ୱର: ଦିଲ୍ଲୀ ସର୍ଭିସ ବିଲ ପରେ ଏବେ ମୁଖ୍ୟ ନିର୍ବାଚନ କମିଶନ ନିଯୁକ୍ତିକୁ ନେଇ ଟାର୍ଗେଟରେ କେନ୍ଦ୍ରର ବିଜେପି ସରକାର। ଦିଲ୍ଲୀ ସର୍ଭିସ ବିଲ ପ୍ରସଙ୍ଗରେ ଦେଶର ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ ସଂସଦରେ ସ୍ୱତନ୍ତ୍ର ବିଲ ଆଣି କୋର୍ଟଙ୍କ ନିର୍ଦ୍ଦେଶକୁ ଅକାମୀ…

କେଉଁଠି ବନ୍ଧୁ ତ କେଉଁଠି ଶତ୍ରୁ, ଛତିଶଗଡ଼ରେ ହାତ ଭାଙ୍ଗିଦେଵ ଝାଡୁ!

ଭୁବନେଶ୍ୱର: ଗୋଟିଏ ପଟେ ମିଳନର କଥା ଅନ୍ୟପଟେ ଲଢ଼େଇର ଯୋଜନା। ନିର୍ବାଚନ ପାଖେଇ ଆସୁଥିବାରୁ ବିରୋଧୀ ଇଣ୍ଡିଆ ମଧ୍ୟରେ ଏମିତି କିଛି ଲଢେଇ ମଧ୍ୟ ଦେଖିବାକୁ ମିଳୁଛି। ମୋଦିଙ୍କ ନେତୃତ୍ୱରେ ଶାସନରେ ଥିବା ଏନଡିଏକୁ ହଟାଇବା ପାଇଁ ବିରୋଧୀ ମେଣ୍ଟ ଇଣ୍ଡିଆର ବିରୋଧୀ ଏକାଠି ହୋଇଛନ୍ତି। ସେପଟେ…

‘ଦିଲ୍ଲୀ ବିଲ’, ହାରିକି ବି ଜିତିଲେ ବିରୋଧୀ!

ଭୁବନେଶ୍ୱର: ଦିଲ୍ଲୀ ସର୍ଭିସ ବିଲ ପ୍ରସଙ୍ଗରେ ବିରୋଧୀ ବିଫଳ ହୋଇଥିଲେ ମଧ୍ୟ ଏହାକୁ ନେଇ ରାଜନୀତି ଆହୁରି ତୀଵ୍ର ହେବାରେ ଲାଗିଛି। ରାଜ୍ୟସଭାରେ ଦିଲ୍ଲୀ ସର୍ଭିସ ବିଲକୁ ରୋକିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିଲେ ମଧ୍ୟ ସଫଳ ହୋଇପାରିନାହାନ୍ତି। ବିଲ ସପକ୍ଷରେ ୧୩୧ ଖଣ୍ଡ ଭୋଟ…

ୟୁପିରେ ଅଖିଲେଶ ବାଣ, ସତ ‘ଯୋଗୀ’ ହୁଅନ୍ତୁ, ମଣିପୁର ପ୍ରସଙ୍ଗରେ କୁହନ୍ତୁ

ଭୁବନେଶ୍ୱର: ମଣିପୁରକୁ ନେଇ ଉତ୍ତରପ୍ରଦେଶରେ ଲଢେଇ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ଅଖିଲେଶ ଯାଦବ ବିଧାନସଭାରେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ଗୃହରେ ନିନ୍ଦା ପ୍ରସ୍ତାବ ଆଗତ ପାଇଁ ଦାବି କରିଥିଲେ। ସାରା ଦେଶରେ ଏ…

ସୋମବାର ସଂସଦକୁ ଫେରିବେ କି ରାହୁଲ ଗାନ୍ଧୀ ?

ନୂଆଦିଲ୍ଲୀ: ସରି ସରି ଆସୁଛି ସଂସଦର ମୌସୁମୀ ଅଧିବେଶନ । ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୧ରେ ସରିବ । ଚଳିତ ଅଧିବେଶନର ଶେଷ ସପ୍ତାହ ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଏଥିସହ ୱାୟନାଡ଼ ସାଂସଦ ଭାବେ ପଦ ହରାଇଥିବା ରାହୁଲ ଗାନ୍ଧୀ ଆସନ୍ତାକାଲି ସଂସଦକୁ ଫେରିବା…

ବଜାରରୁ ୨ ଜଣଙ୍କୁ ଉଠାଇ ନେଲା ପୋଲିସ, ଥାନା ଘେରିଲେ ଡଙ୍ଗରିଆ କନ୍ଧ

ରାୟଗଡ଼ା: ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ । ଏକାଠି ହେଲେ ଡଙ୍ଗରିଆ କନ୍ଧ । ଶନିବାର ମାଓ ଇନଫର୍ମର ସନ୍ଦେହରେ ପୋଲିସ ଲାଞ୍ଜିଗଡ଼ ବଜାରରୁ ୨ ଜଣଙ୍କୁ ଉଠାଇ ନେଇଥିଲା । ଯାହାର ପ୍ରତିବାଦରେ  ରବିବାର କଲ୍ୟାଣସିଂହପୁର ଥାନା ଘେରାଉ କରିଛନ୍ତି ନିୟମଗିରି ସୁରକ୍ଷା କମିଟି ଓ ଡଙ୍ଗରିଆ…

ରୁଟ୍ ବଦଳାଉଛନ୍ତି ରାହୁଲ, ଚୁପ୍ ରହିବେ, ଖେଳ କରିବେ

ଭୁବନେଶ୍ୱର: ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପରେ ଏବେ ତାଙ୍କ ସଦସ୍ୟତା ଫେରିବା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ସର୍ବୋଚ୍ଚ କୋର୍ଟଙ୍କ ରାୟ ଆସିବା ସହ କଂଗ୍ରେସ ପକ୍ଷରୁ ଲୋକସଭା ବାଚସ୍ପତିଙ୍କୁ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଫେରାଇବା ପାଇଁ ଅନୁରୋଧ କରାଯାଇଛି।…

ନିର୍ବାଚନ ଜିତିବାକୁ ବିଜେପିର ଆଗୁଆ ଇଭିଏମ ହ୍ୟାକିଂ! ମମତାଙ୍କୁ ମିଳିଲା ପ୍ରମାଣ

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରମୁଖ ଦଳ ଗୁଡିକ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଏଭଳି ସମୟରେ ଇଭିଏମକୁ ହ୍ୟାକିଂ ପ୍ରସଙ୍ଗକୁ ନେଇ ରାଜନୈତିକ ପରିବେଶ ଉଷ୍ମ ହୋଇଛି। ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି…

ବଢୁଛି ହୀରାକୁଦର ଜଳସ୍ତର, ଖୋଲିଲା ଆଉ ୫ ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଆଉ ୫ଟି ଗେଟ୍ ଖୋଲା ଯାଇଛି । ପୂର୍ବରୁ ୨ଟି ଗେଟ୍ ଖୋଲା ଯାଇଥିବା ବେଳେ ପରେ ୫ଟି ଗେଟ୍ ଖୋଲାଯାଇ ୭ଟି ଗେଟରେ ନିଷ୍କାସନ ହେଉଥିଲା ବନ୍ୟା ଜଳ । ସନ୍ଧ୍ୟାରେ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଆଉ ୫ଟି ଗେଟ୍ ଖୋଲିବା ସହ ଏବେ ୧୨ଟି ଗେଟ୍ ଦେଇ ବନ୍ୟା ଜଳ…

କଂଗ୍ରେସ, ବିଆରଏସକୁ ପାଣି ପିଆଇଦେବେ ଜୟସୁଧା !

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଶକ୍ତି ବଢ଼ାଉଛି ବିଜେପି। କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ତେଲେଙ୍ଗାନାର ରାଜ୍ୟ ସଭାପତି ଦାୟିତ୍ୱ ନେବା ପରେ ଦଳକୁ ବିଭିନ୍ନ କ୍ଷେତ୍ରରୁ ଆକ୍ଟିଭ କରିବା ଉଦ୍ୟମକୁ ଜୋରଦାର କରିଛନ୍ତି। ଏହି କ୍ରମରେ ପ୍ରତିଷ୍ଠିତ ଅଭିନେତ୍ରୀ…